Breaking News

ଆପଣ ଜାଣିଛନ୍ତି ଅଲଗା ଅଲଗା Salute ର ପ୍ରକୃତ ଅର୍ଥ କଣ? ଯଦି ଜାଣିନାହାନ୍ତି ଜଣିନିୟନ୍ତୁ ଏହାର ଅର୍ଥ କଣ…

ହେଲୋ ଫ୍ରେଣ୍ଡ୍ ଆପଣମାନେ କେବେ ନା କେବେ ଆମ ଦେଶର ଅର୍ମି ଏୟାର ଫୋର୍ସ ନେଭି କର୍ମଚାରୀ ମାନେ ସଲୁଟ କରୁଥିବାର ନିଶ୍ଚିତ ଦେଖି ଥିବେ ସେ ଲାଇଭ ପ୍ୟାରେଟ ହେଉ କିମ୍ବା ଫିଲ୍ମରେ ସେନା କର୍ମଚାରୀ ମାନେ ସଲୁଟ୍ କରି ସମ୍ମାନ ଦେବାର ଆମେ ଦେଖି ଥାଉ ଯଦି ଆପଣ କେବେ ଭଲସେ ଦେଖି ଥିବେ ତାହେଲେ ନୋଟିସ କରି ଥିବେ ଯେ ସବୁ ସେନା ମବେ ଅଲଗା ଅଲଗା ସାଲୁଟ କରି ଥାଆନ୍ତି ଯଦି ବି ଆପଣ କେବେ ନୋଟିସ କରି ନାହାନ୍ତି

ତେବେ ଜାଣି ରଖନ୍ତୁ କି ଇଣ୍ଡିଆନ ଅର୍ମୀ ନେଭୀ ଏୟାର ଫୋର୍ସ ତିନିଟି ଜାଙ୍କ ସେନା ଆମ ଭାରତର ହୋଇଥିଲେ ମଧ୍ୟ ସେମାନଙ୍କର ସାଳୁଟ ର ଷ୍ଟାଇଲ ଅଲଗା ଅଲଗା ଟାଇପ ର ହୋଇଥାଏ ଆସନ୍ତି ଜାଣିବା ସେହି ତିନୋଟି ଟାଇପ ର ସାଲୁଟ୍ ର ପ୍ରକୃତ କାରଣ ଏବଂ ଅର୍ଥ ପ୍ରତେକ୍ ପ୍ରକାର ଷ୍ଟାଇଲ ରେ ସିନିୟର୍ ଙ୍କୁ ସମ୍ମାନ ଦେବା ସହିତ କିଛି ନା କିଛି ଇମ୍ପୋର୍ଟାଣ୍ଟ ଅର୍ଥ ରହିଥାଏ

ପ୍ରଥମ ରେ ଜାଣିବା ଇଣ୍ଡିଆନ ଆର୍ମି ବିଷୟରେ – ଇଣ୍ଡିଆନ ଆର୍ମି ଙ୍କୁ ଦେଖିଲେ ସେମାନଙ୍କର ସାଲୁଟ ର ଷ୍ଟାଇଲ ଟି ବୋହୁତ ପାପୁଲାର୍ ଯେଉଁ ଥିରେ କି ହାତର ପାପୁଲିକୁ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଆଡକୁ 100% ମୁହଁ କରି ସାଲୁଟ କରାଯାଏ ଏହା ଦ୍ୱାରା ସଲୁଟ ପାଉଥିବା ଅଫିସର ବୁଝି ଯାଆନ୍ତି କି ସଲୁଟ କରିଥିବା ବ୍ୟକ୍ତି ଲୁଚେଇ କି କିଛି ହତିଆର ରଖି ନାହାନ୍ତି ଓ ସେଥି ପାଇଁ ସେ ତାଙ୍କ ଉପରେ ବିଶ୍ୱାସ କରି ପାରିବେ

ଦ୍ଵିତୀୟ ରେ ଜାଣିବା ଇଣ୍ଡିଆନ ନେଭି ବିଷୟରେ – ଇଣ୍ଡିଆନ ନେଭି ରେ ହାତର ପାପୁଲିକୁ ତଳକୁ କରି ରଖି କପାଳ ଆଡକୁ 90° ଆଙ୍ଗେଲରେ ସଲୁଟ କରାଯାଏ ଏହି ଷ୍ଟାଇଲ ପଛରେ କିଛି ଇତିହାସ ରହିଛି ବୋହୁତ ପୂର୍ବରୁ ଯେତେ ବେଳେ ନେଭି କର୍ମଚାରୀ ମାନେ କାମ କରିବା ବେଳେ ତାଙ୍କ ହାତ ଅଏଲ ଏବଂ ଗ୍ରୀସ ରେ ମଇଳା ହୋଇଯାଉଥିଲା ସେମାନଙ୍କୁ ମଇଳା ଦେଖି ସଲୁଟ କରିବା ପାଇଁ ଖରାପ ଲାଗୁଥିଲା ତାଙ୍କୁ ଲାଗୁଥିଲା କି ଏହା ଦ୍ବାରା ସିନିୟର୍ ମାନେ ଅସମ୍ମାନିତ ହେବେ ସେଥି ପାଇଁ ସେମାନେ ସିନିୟର୍ ଙ୍କୁ ମଇଳା ହାତ ନ ଦେଖାଇ ସଲୁଟ କରିବା ପାଇଁ ହାତ ତାଳୁକୁ ସଲୁଟ କରିବାର ଷ୍ଟାଇଲ ଷ୍ଟାର୍ଟ କରିଥିଲେ ଆଉ ସେବେ ଠାରୁ ସେହି ସଲୁଟ ର ପ୍ରଥା ଆମ ନୌସେନା ରେ ରହି ଆସିଛି

ତୃତୀୟ ରେ ଜାଣିବା ଇଣ୍ଡିଆନ ଏୟାର ଫୋର୍ସ ବିଷୟରେ – ଆଗରୁ ଇଣ୍ଡିଆନ ଏୟାର ଫୋର୍ସ ର ଷ୍ଟାଇଲ ଇଣ୍ଡିଆନ ଆର୍ମି ର ସଲୁଟ ଭଳି ଥିଲା କିନ୍ତୁ ଦୁଇଟି ଟାଇପ ର ସେନାର ଅଲଗା ଅଲଗା ସଲୁଟ ର ଟାଇପ କରିବା ପାଇଁ 2006 ମସିହାରୁ ନୌଉ ପାଇଁ ନୂଆ ସଲୁଟ ର ଗାଇଡଲାଇନ ଜାରି ହୋଇଥିଲା ଯାହା ପରେ ଇଣ୍ଡିଆନ ଏୟାର ଫୋର୍ସ ରେ ହାତକୁ ମୁଣ୍ଡ ଆଡକୁ କରି 45 ° ଆଙ୍ଗେଲ ରେ ସଲୁଟ କରାଯାଏ ଏହି ସଲୁଟ ଗୋଟେ ବିମାନ ଆକାଶ ଆଡକୁ ଉଡ଼ିବାର ସାଇନ୍ ହୋଇଥାଏ ଏହା ମଧ୍ୟ ଆମ ବାୟୁ ସେନାର ମୋଟୋ ଟଚିଙ୍ଗ ଦ ସ୍କାଏ ୱିଥ୍ ଗ୍ଲୋରୀ ମାନେ ଗରମ ସହିତ ଆକାଶକୁ ଛୁଇଁବାକୁ ବି ମାନେ ପକାଇଥାଏ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.