Breaking News

ଆପଣ ଅମୃତଭଣ୍ଡା ଖାଉଛନ୍ତି ହୋଇ ଯାଆନ୍ତୁ ସାବଧାନ, ନହଲେ ଅମୃତଭଣ୍ଡା ନେଇପାରେ ଆପଣଙ୍କ ଜୀବନ !

ଯେତେବେଳେ ଜଣେ ସୁସ୍ଥ ଡାଇଡି ଚାଟ କଥା ଆସେ ବିଶେଷଜ୍ଞ ମାନେ ପ୍ରଥମେ ଅମୃତଭଣ୍ଡା ନାମ ନିଅନ୍ତି | ଭଣ୍ଡ ଏକ କମ କ୍ୟାଲେରୀ ଯୁକ୍ତ ଫଳ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶେ ଲାଭ ଦାୟକ ଭଣ୍ଡାରେ ଫାଇବର ଭିଟାମିନ ପରି ଅନେକ ପୋଷାକ ତତ୍ଵା ପ୍ରଚୁର ପରିମାଣରେ ରହିଛି ଯାହା ହଜମରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ଯ୍ୟନ୍ତ ମଧୁମୟ କର୍କଟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ | ଭଣ୍ଡା ଖାଇବାରେ ଅନେକ ଲାଭ ଥିବା ସତ୍ଵଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ହୋଇପାରେ କିଛି ଲୋକ ଭଣ୍ଡ ଖାଇବାକୁ ଦୁରେଇ ରହିବ ଉଚିତି ନଚେତ ପରିସ୍ଥିତି ଭୟାନକ ହୋଇ ପରେ |

ତେବେ ଭଣ୍ଡା ଖାଇବା ପାଇଁ ଲୋକଙ୍କ ପାଇଁ ଖେତୀ ହୋଇ ପାରେ ଆସନରୁ ଜାଣିବା | ଭଣ୍ଡାରେ ଥିବା ଲାଟିଷ୍ଟି ଗର୍ଭୟ ଶୟକୁ ସଂକଚିତ କରିବାରେ କାମ ଅରିଥାଏ ଏଭଳି ସ୍ତିତିରେ ଗର୍ଭ ପାତ କରିବାର ସମ୍ଭାବନା ବଢିଯାଏ ଏହା ବେତିତ ଭଣ୍ଡା ଥିବା କପିନି ଗର୍ଭାତ ଶିଶୁର ଖରାପ ପ୍ରଭାବ ପକାଇଥାଏ ତେଣୁ ଗର୍ଭା ଅବସ୍ଥାରେ ଭଣ୍ଡା ଖାଇବା ଠାରୁ ଦୁରେଇ ରହିବ ଉଚିତି | ଯଦି ଆପଣଙ୍କ କୀଡୀନିରେ ଷ୍ଟୋନ ସମସ୍ୟା ରହିଛି ତେବେ ଅଧିକ ମାତ୍ରାରେ ଭଣ୍ଡା ଖାଇବା ଠାରୁ ଦୁରେଇ ରୁହନ୍ତୁ |

ପ୍ରକୃତରେ ଅଧିକ ମାତ୍ରାରେ ରେ ଭଣ୍ଡା ଖାଇବା ଦ୍ୱାରା କୀଡୀନିର କିଛି ସମସ୍ୟା ବଢିପାରେ | ଆଲର୍ଜି ସମସ୍ୟା ଥିବା ବ୍ୟକ୍ତି ଭୁଲୁରେ ବି ଭଣ୍ଡା ଖାଇବା ଉଚିତି ନୁହେଁ କାରଣ ଶ୍ୱାସକ୍ରିୟା ରେ ଅସୁବିଦା ଛିଙ୍କିବା କଷୀବ ଆଖିରୁ ପାଣି ବୋଲି ସମସ୍ୟା ମଧ୍ୟ ହୋଇପାରେ | ଯଦି ଆପଣଙ୍କୁ ଦଣ୍ଡିସି ସମସ୍ୟା ରହିଛି ତେବେ ଭଣ୍ଡା ଖାଇବା ଠାରୁ ଦୁରେଇ ରୁହନ୍ତୁ | ଏହା ଖାଇବା ଆପଣଙ୍କ ପାଇଁ ଖେତୀ କାରକ ହୋଇପାରେ |

ବିଶେଷଜ୍ଞ ଅନୁସାରେ ହୃଦ ରୋଗୀଙ୍କ ପାଇଁ ଭଣ୍ଡା ଖାଇବା ଖେତୀ କାରକ ବୋଲି ପ୍ରମାଣିତ ହୋଇପାରେ ଅଧିକ ମାତ୍ରାରେ ଭଣ୍ଡା ଖାଇବା ଦ୍ୱାରା ହାଟବିଟି କମିଯାଏ ବ୍ଳଡିପ୍ରେସର ଥିବା ବ୍ୟକ୍ତି ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତି | ଦର୍ଶକବନ୍ଧୁ ଭଣ୍ଡା ଆମେ ସମସ୍ତେ ଖାଇ ଥାଉ ହେଲେ ଭଣ୍ଡା ଖାଇବାରେ ଅନେକ ଲାଭ ଥିବା ସତ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ହୋଇପାରେ |

About odisha news

Check Also

ମଦ ପାନ ବିଡି ଓ ସିଗାରେଟ ପୁଡିଆ ଛାଡ଼ିବେ କେବଳ ୧ ଦିନରେ, ଥରେ କରନ୍ତୁ ଏହି ଉପାୟ …

ଦର୍ଶକବନ୍ଧୁ ଆଜି କାଲି ବହୁତ ସାରା ଲୋକ ବିଡି ସିଗାରେଟ ମଦ ଭଳି ଜିନିଷ ପାଇଁ ଫାଲୁତୁ ଖର୍ଚ କରୁଛନ୍ତି …

Leave a Reply

Your email address will not be published.