Breaking News

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ କେମିତି ପାଳିଲେ ପଣା ସଂକ୍ରାନ୍ତି,କଣ ଅନୁଭବ ଓ ବର୍ଷା ଫୁଣି ମିଶିଗଲେ କି ଜଣାନ୍ତୁ ସମ୍ପୂର୍ଣ୍ଣ ଖବର !

ଆଜି ହଉଛି ପଣା ସସଙ୍କରନ୍ତି ବା ଓଡ଼ିଆ ନବବର୍ଷ ଏହିବର୍ଷ ଓଡ଼ିଆ ନବ ବର୍ଷ ପାଳନ କରାଯାଏ ଏହା ହଉଚି ଏକ ପୁରୁଣା ଓଡ଼ିଆ ପରମ୍ପରା ଯାହାକୁ ନେଇ ଓଡ଼ିଆ ଜାତି ଗର୍ବିତ ଅନୁଭବ କରିଥାଏ | ଆଜି ଏପ୍ରିଲ ୧୪ ବା ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ତେବେ ଅନୁଭବ ବର୍ଷା କେମିତି ପାଳିଲେ ଆସନ୍ତୁ ଦେଖିନେବା |

ତେବେ ଆପଣ ଜାଣିଥିବେ ବୋହୁତ ଦିନ ହେଲାଣି ଆଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଳିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ବିବାଦ ସୃଷ୍ଟି ଲାଗିରହିଥିଲା। ଆଳିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାମ ରେ ଶାରୀରିକ ପୀଡ଼ା ଓ ମାନସିକ ପୀଡା ର ଅଭିଯୋଗ ଆଣିଥିଲେ | ଅନୁଭବ ବି କମ୍ ନୁହେଁ ଅନୁଭବ ବି ବର୍ଷା ଙ୍କ ନାମ ରେ ଛାଡପତ୍ର ମାମଲା ରୁଜୁ କରିଥିଲେ | ବିବାଦ କେବଳ କୋଟ କଚେରି ରେ ସୀମିତ ନ ରହି ସୋସିଆଲ ମିଡିଆ ରେ ଦୁଇଜଣ ଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆରୋପ ଲାଗିରହିଥିଲା | କିନ୍ତୁ ଓଡ଼ିଆ ର ଭଗବାନ ଜଗନ୍ନାଥ ଙ୍କ ପାଇଁ ଦୁହେଁ ଏକ ହୋଇଛନ୍ତି |

ଯାହା କି ନେଇ ରାଜନୀତିକ ନଗର ମଧ୍ୟ ଚର୍ଚ୍ଚ ରେ ଚାଲିଛି କିଏ କହିଛନ୍ତି ଜାଗା ପାଣି ଅନୁଭବ ବର୍ଷା ଏକ ହେଲେ ତେବେ ଆଲିଉଡ ର କିଙ୍ଗ ଅନୁଭବ ମହାନ୍ତି ଓ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ କେତେ ମାତ୍ର ରେ ଭଳପାଉଛନ୍ତି, ଅନୁଭବ ବର୍ଷା ଙ୍କ କେଉଁ ଚଳଚ୍ଚିତ୍ର ଆପଣ ମାନଙ୍କୁ ଭଲ ଲାଗୁଛି ତାହା କମେଣ୍ଟ କରି ମତାମତ ଦିଅନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.