ଆଜି ହଉଛି ପଣା ସସଙ୍କରନ୍ତି ବା ଓଡ଼ିଆ ନବବର୍ଷ ଏହିବର୍ଷ ଓଡ଼ିଆ ନବ ବର୍ଷ ପାଳନ କରାଯାଏ ଏହା ହଉଚି ଏକ ପୁରୁଣା ଓଡ଼ିଆ ପରମ୍ପରା ଯାହାକୁ ନେଇ ଓଡ଼ିଆ ଜାତି ଗର୍ବିତ ଅନୁଭବ କରିଥାଏ | ଆଜି ଏପ୍ରିଲ ୧୪ ବା ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ତେବେ ଅନୁଭବ ବର୍ଷା କେମିତି ପାଳିଲେ ଆସନ୍ତୁ ଦେଖିନେବା |
ତେବେ ଆପଣ ଜାଣିଥିବେ ବୋହୁତ ଦିନ ହେଲାଣି ଆଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଳିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ବିବାଦ ସୃଷ୍ଟି ଲାଗିରହିଥିଲା। ଆଳିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାମ ରେ ଶାରୀରିକ ପୀଡ଼ା ଓ ମାନସିକ ପୀଡା ର ଅଭିଯୋଗ ଆଣିଥିଲେ | ଅନୁଭବ ବି କମ୍ ନୁହେଁ ଅନୁଭବ ବି ବର୍ଷା ଙ୍କ ନାମ ରେ ଛାଡପତ୍ର ମାମଲା ରୁଜୁ କରିଥିଲେ | ବିବାଦ କେବଳ କୋଟ କଚେରି ରେ ସୀମିତ ନ ରହି ସୋସିଆଲ ମିଡିଆ ରେ ଦୁଇଜଣ ଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆରୋପ ଲାଗିରହିଥିଲା | କିନ୍ତୁ ଓଡ଼ିଆ ର ଭଗବାନ ଜଗନ୍ନାଥ ଙ୍କ ପାଇଁ ଦୁହେଁ ଏକ ହୋଇଛନ୍ତି |
ଯାହା କି ନେଇ ରାଜନୀତିକ ନଗର ମଧ୍ୟ ଚର୍ଚ୍ଚ ରେ ଚାଲିଛି କିଏ କହିଛନ୍ତି ଜାଗା ପାଣି ଅନୁଭବ ବର୍ଷା ଏକ ହେଲେ ତେବେ ଆଲିଉଡ ର କିଙ୍ଗ ଅନୁଭବ ମହାନ୍ତି ଓ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ କେତେ ମାତ୍ର ରେ ଭଳପାଉଛନ୍ତି, ଅନୁଭବ ବର୍ଷା ଙ୍କ କେଉଁ ଚଳଚ୍ଚିତ୍ର ଆପଣ ମାନଙ୍କୁ ଭଲ ଲାଗୁଛି ତାହା କମେଣ୍ଟ କରି ମତାମତ ଦିଅନ୍ତୁ |
Check Also
ନିଜ ବାହାଘରକୁ ନେଇ ଓଡ଼ିଆ କମେଡିଆନ Suman ମହାରଣା, କହିଲେ ଏମିତି, ଜାଣିଲେ କହିଲା ବାଃ ବାଃ ବଢିଆ…
ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଅଭିନେତା ସୁମନ ମହାରଣା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଫିଲ୍ମ …