ବନ୍ଧୁଗଣ ଅନୁଭବ ମହାନ୍ତି ଙ୍କୁ କିଏ ବା ନଜାଣେ ଆପଣମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ରାଜ କରୁଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି ସେ 50 ରୁ ଅଧିକ ଓଡ଼ିଆ ଫିଲ୍ମ ରେ ଅଭିନୟ କରି ସାରିଲେଣି ଓ ତାଙ୍କର ଜବରଦସ୍ତ ଅଭିନୟ କୁ ଦର୍ଶକମାନେ ବହୁତ ପସନ୍ଦ କରିବା ସହ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଥାନ୍ତି ଅନୁଭବ ଓ ବର୍ଷା ଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି |
ଅନୁଭବ ମହାନ୍ତି ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ସେ ବର୍ତମାନ ସମୟରେ କେନ୍ଦ୍ରାପଡା ର ସାଂସଦ ମଧ୍ୟ ଅଛନ୍ତି ଓ ଆସିବାକୁ ଯାଉଛି ତାଙ୍କର ଏକ ନୂଆ ଫିଲ୍ମ ଯାହାର ନାଁ ରହିଛି ରାଭନ ତେବେ ଏହି ଫିଲ୍ମ କୁ ତାଙ୍କ ଫ୍ୟାନ ମାନେ ବହୁତ ଅପେକ୍ଷା କରିଛନ୍ତି |
ତେବେ ବନ୍ଧୁଗଣ ଅନୁଭବ ମହାନ୍ତି ଙ୍କ ସମ୍ପତି ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ଦୁଇଟି ବଡ଼ ବଡ଼ ବିଲଡିଂ ଭୁବନେଶ୍ୱର ଏବଂ କଟକ ରେ ରହିଛି ଯାହାର ମୂଲ୍ୟ ପାଖା ପାଖି 60 ଲକ୍ଷ ରୁ ଉର୍ଧ୍ଵ ହେବ ଏହା ସହିତ ଅନୁଭବ ମହାନ୍ତି ଙ୍କ ପାଖରେ ଦୁଇଟି ଦାମୀ କାର ମଧ୍ୟ ରହିଛି ଯାହାର ମୂଲ୍ୟ ପାଖା ପାଖି 80 ଲକ୍ଷ ଟଙ୍କା ହେବ |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …