Breaking News

ଅନୁଭବ ଓ ବର୍ଷା ବିବାଦରେ ଏମିତି କହିଲେ ଓଡିଆ ସୁପର ଷ୍ଟାର ଅରିନ୍ଦମ, ସେ ଅନୁଭବ ଓ ବର୍ଷା …

ଅନୁଭବ ଓ ବର୍ଷାଙ୍କ ଝଗଡ଼ା କଥା ଏବେ ସାରା ଓଡିଶା ରେ କିଏ ବା ନ ଜାଣିଚି । ଦାଣ୍ଡରେ ପଡ଼ି ହାଟରେ ଗଡୁଥିବ ଏହି କଳିରେ ନୂଆ ମୋଡ଼ ଆଣିଛନ୍ତି ଅରିଦମ୍ ଏବଂ ଏମିତି କିଛି କହିଲେ ଯାହା ଆପଣ ଶୁଣିଲେ ଆଶ୍ଚଜୟ ହୋଇଯିବେ । ତେବେ କଣ କହିଲେ ଅରିଦମ୍ ଯାହା ଓଲିଓଡ କୁ ଅନେକ ମାତ୍ରା ରେ ପ୍ରଭାବିତ କରିପାରେ ।

 

ଅନୁଭବ ଓ ବର୍ଷାଙ୍କ ମହା ଲଢେଇ ଭିତରେ ମିଡ଼ିଆ କୁ କଣ ଜବାବ ଦେଲେ ଅରିଦମ୍ ଆସନ୍ତୁ ଜାଣିବା ଅରିଦମ୍ କହିଲେକି ବର୍ଷା ଓ ଅନୁଭବ ତାଙ୍କ ବେକ୍ତ ଗତ ସମସ୍ୟା ଏଥିରେ କେହି ମତ ଦେବା ଅନୁଚିତ୍ କିନ୍ତୁ ସେମାନେ ଯାହା ହଉଛନ୍ତି । ସେଥିରେ ଫ୍ୟାନ ଙ୍କୁ ଅନେକ କଷ୍ଟ ଦେଇପାରେ ସେ ଯାହାବି ହୁଅନ୍ତୁ ନା କାହିଁକି ସେଥିରେ ଅଲିଉଡ ଉପରେ କୌଣସି ପ୍ରଭାବ ପକେଇବ ନାହିଁ କିମ୍ବା ତାଙ୍କ ମ୍ୟାଟର କୁ ନେଇ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ମିଛ ଟାରେ ଓଲିଓଡ କୁ ବଦନାମ କରାଯାଉଛି । ଅନୁଭବ ଓ ବର୍ଷା ଏହି ବିବାଦରେ ଓଲିଓଡ ର କୌଣସି ଭୂମିକା ନାହିଁ କହିଲେ ଚାଲେ କାରଣ ଆମ ଫିଲ୍ମ୍ କୌଣସି ବ୍ୟକ୍ତି ତାଙ୍କୁ ଝଗଡ଼ା କରିବାକୁ କହିନଥିଲେ । ତେଣୁ ସବୁ ମିଡ଼ିଆ ଉପରେ ନିର୍ଭର କରେ । ତେବେ ମିଡ଼ିଆ ଯଦି କହିବ ଓଲିଓଡ ବଦନାମ ହେଉଛି ତାହାଲେ ହବ ,ତେବେ ମିଡ଼ିଆ ଯଦି କହିବ ଓଲିଓଡ ଦବନାମ ହେଉ ନାହିଁ ତାହାଲେ ହେବ ନାହିଁ । ତାଙ୍କ ମତ ଅନୁଯାୟୀ ଓଲିଉଡ କୁ କିଛି ବି ଫରକ୍ ପଡ଼ିବ ନାହିଁ ।

 

କାରଣ ଆଗରୁ ଏହି ଭଳି ଅନେକ ଘଟଣା ଘଟିସାରିଚି । ବଲିଉଡ୍ ହେଇଚି ଟଲୀଉଡ ମଧ୍ୟ ହେଇଚି ସେଥିରେ ମଧ୍ୟ ତାଙ୍କର କିଛି ଫରକ୍ ପଡ଼ିନାହିଁ । ତେଣୁ ସେମାନଙ୍କ ଜୀବନେ କଣ ହେଲା କମେଣ୍ଟେ କରିବା ଅନୁଚିତ୍ । ସେମାନଙ୍କ ର ଜୀବନ୍ ସେମାନେ ବଞ୍ଚୁ ଛନ୍ତି । ତେଣୁ ତାଙ୍କ ଭିତରେ ଘଟି ଥିବା ସତ୍ୟତା କୁ ଆମେ ଜାଣି ନାହୁ ତେବେ ତା ଉପରେ ବିଚାର କରିବା ଅନୁଚିତ ।

ଏହା ପରେ ତାଙ୍କୁ ପଚାର ଗଲା କି ଆପଣ ସମାଧାନ କରିବେ କି ତାଙ୍କ ସମସ୍ୟା ଅରିଦମ୍ ଉତ୍ତର ଦେଲେ ଯଉଠି ରେ ତାଙ୍କ ପରିବାର, ହାଇକୋର୍ଟ ସମାଧାନ କରିପାରିନି ସେଇଠି ମୁଁ କଣ ସମାଧାନ କରିବି । ପରେ ପ୍ରଶ୍ନ ହେଲା ଚର୍ଚ୍ଚା ହଉଚି ଅନୁଭବ ଙ୍କ ଜାଗା ନେବେକି ଅରିଦମ୍ ।

ସେ ଉତ୍ତର ଦେଲେ କାହା ଜାଗା କେହି ନିଅନ୍ତି ନି ସଭିଙ୍କର ନିଯୋଷ ଜାଗା ଅଛି । ୨୦୦୯ ରୁ ମୁଁ ବି.ଜେ.ଡି ପାଇଁ କାମ କରୁଛି । ତେବେ ମୋର ଜାଗା ବି.ଜେ.ଡି ରେ ଆଗରୁ ଅଛି ।ଏହି ପରି କଡ଼ା ମାତ୍ୟବ୍ ରଖିଥିଲେ ଅରିଦମ୍ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *