Breaking News

ଅନୁଭବ ମହାନ୍ତିଙ୍କ ଜନ୍ମ ଦିନରେ ଘରେ କେକ କାଟିଲେ ହେଲେ ସ୍ତ୍ରୀ ବର୍ଷାଙ୍କୁ ଡାକିଲେ ନାହିଁ – Ollywood

ଆଜି ଓଲିଉଡ୍ ର ସୁପର ଷ୍ଟାର ଅନୁଭବ ଙ୍କ ଜନ୍ମ ଦିନ । ତେବେ ଜନ୍ମ ଦିନ ଅବସରରେ ଫେସ୍ ବୁକ୍ ପେଜ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ କିଛି ବାର୍ତ୍ତା ଲେଖିଛନ୍ତି । ସେ ଲେଖି ଛନ୍ତି ଏଥର ମୋ ପିତା ମାତା ଙ୍କ ଓ ସମସ୍ତ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦୃଷ୍ଟିରେ ରଖି ମୋର ର ସମସ୍ତ ଫ୍ୟାନ ଙ୍କୁ ଅନୁରୋଧ ଯେ ସେମାନେ ମୋତେ ଭିଡିଓ ମାଧ୍ୟମରେ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇ ପାରିବେ ।

ଯଦି ମୋତେ ପ୍ରକୃତରେ ନିଜ ଅନ୍ତର ରୁ ଭଲ ପାଉଥିବେ ତାହାଲେ ଜନ୍ମ ଦିନ ଅବସର କୋଭିଡ୍ ଗାଇଡି ଲାଇନି ଅନୁସାରେ ଆପଣଙ୍କ ଏରିଆରେ ଥିବା ଅସହ୍ୟ,ନିରିହ୍ୟ ଓ ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ । ତେବେ ଏହି ଭଳି ଗୋଟିଏ ମେସେଜ ଅନୁଭବ ମହାନ୍ତି ତାଙ୍କ ଫେସ୍ ବୁକ୍ ରେ ପୋଷ୍ଟ କରିଛନ୍ତି ।

ସେ ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି ତାଙ୍କ୍ ପାଖକୁ ଆସି ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା କିଛି ଦରକାର୍ ନାହିଁ କୋଭିଡ୍ ଗାଇଡି ଲାଇନି ଦୂର୍ଷ୍ଟିରେ ରଖି ସେ ଏହି ଭଳି ଗୋଟିଏ ନିଷ୍ପତି ନେଇଛନ୍ତି ।ସବୁ ବର୍ଷ ଅନୁଭବ ମହାନ୍ତି ତାଙ୍କ ପରିବାର ଓ ତାଙ୍କ ଫ୍ୟାନ ଙ୍କ ସହ ଜନ୍ମ ଦିନ ପାଳିଥାଆନ୍ତି ।

କିନ୍ତୁ ଏଥର ତାଙ୍କ ପାଖରେ ତାଙ୍କ୍ ସ୍ତ୍ରୀ ନାହାନ୍ତି ନା ତାଙ୍କ ପାଖରେ ତାଙ୍କ୍ ଫ୍ୟାନ ନାହାନ୍ତି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ିକି ଯାଇଛନ୍ତି ଭାରି ଓ ଆଉ ତାଙ୍କ ଫ୍ୟାନ ମାନଙ୍କୁ ଅନୁଭବ ନିଜେ ମନା କରିଦେଇଛନ୍ତି । କାରଣ କୋଭିଡ୍ ଗାଇଡି ଲାଇନି ଦୃର୍ଷ୍ଟି ଆଗରେ ରଖିଛନ୍ତି ଅନୁଭବ ମହାନ୍ତି । ଆମେ ଅନୁଭବ ମହାନ୍ତି ଙ୍କୁ ତାଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭ କାମନା ଓ ଶୁଭେଚ୍ଛା ଜଣାଉଛୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *