Breaking News

Anubhav ଙ୍କ ଠାରୁ Varsha ଦୂରେଇ ଯିବା ପରେ କେମିତି ଚଳୁଛନ୍ତି ଓ କଣ କରୁଛନ୍ତି ବର୍ଷା ଆପଣ Video ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ଆପଣ ମାନେ ନିହାତି ମାନେ ଜାଣିଥିବେ ବହୁ ଦିନ ହେଲାଣି ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡର କୁଇନି ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଓଲିଉଡ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ନାଁ ରେ ଶାରୀରିକ ଓ ମନୀଷିକ ନିର୍ଯ୍ୟାତନା ଆଣିଥିଲେ | ଅନୁଭବ ବି କାମ ନୁହେଁ ଅନୁଭବ ବର୍ଷା ଙ୍କ ନାଁ ରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ ଅନୁଭବ ଠାରୁ ବର୍ଷା ଅଲଗା ରହୁଛନ୍ତି ତେବେ ବର୍ତମାନ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବେଶେ ଚର୍ଚ୍ଚାରେ ଅଛନ୍ତି ଆପଣ ମାନେ ନିହାତି ଜାଣିଥିବେ ଯେ ଅନୁଭବ ବର୍ଷା ଉଭୟ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ କରିଥିଲେ ନିଜ ଇଚ୍ଛା ଅନିଯାଇ |

ବିବାହର କିଛି ଦିନ ବେଶେ ହସ ଖୁସିରେ ରହୁଥିଲେ ଉଭୟ କିଛି ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ଓ ଉଭୟଙ୍କ ବିବାଦ କୋଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଉଭୟଙ୍କ ସମଧାନ ହୋଇପାରି ନାହଁ | ତେବେ ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନି ବର୍ଷା ପ୍ରିୟଦର୍ଶନୀ ମଧ୍ୟରେ ବିବାଦ ବହୁତ ଦିନ ହୋଇ ଗଲାଣି ଏବେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ଠାରୁ ଅଲଗା ରହୁଛନ୍ତି |

ତେବେ ବର୍ତମାନେ ସେ ସୋସିଆଲ work ରେ କାମ କରୁଛନ୍ତି ଅନେକ ଗରିବ ଗୁରୁବା ଲୋକ ମାନଙ୍କୁ ସାହାଯ୍ୟ ଓ କିଛି ଖାଦ୍ୟର ଵେବସ୍ତ କରି ଅନାଥ ଆଶ୍ରମକୁ ସାହାଯ୍ୟର ହାତ ବଢାଇଥାନ୍ତି ଏବଂ ବେଶେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି | ଏହି ଆଶ୍ରୟ ସ୍ଥଳୀରେ ବର୍ଷା ପ୍ରିୟଦର୍ଶନୀ ଅନେକ ଲୋକ ମାନଙ୍କୁ ଖାଇ ବାର ଵେବସ୍ତ କରି ଅନେକ ଗରିବ ଗୁରୁବା ଲୋକ ମାନକୁ ସାହାଯ୍ୟର ହାତ ବଢ଼ାଇ ଥାନ୍ତି | ଆପଣ ମାନେ ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀ ଯୋଡିକୁ ଆପଣ ମାତ୍ରେ ରେ ଭଲ ପାଉଥିଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.