Breaking News

ଅନୁଭବ ବର୍ଷାଙ୍କ (Aubhav Varsha) ବିବାଦକୁ ନେଇ କୋର୍ଟରେ କଣ ବିଚାର ଆସିଲା ?

ଅନୁଭବ ଏବମ ବର୍ଷା ଙ୍କ ମଧ୍ୟ ରେ ଆପଣ ମାନେ ଜାଣିଥିବେ ଯେ ବହୁ ଦିନ ରୁ ପାରିବାରିକ ବିବାଦ ଲାଗି ରହିଛି ତେବେ କୋର୍ଟ ପୂର୍ବ ରୁ ନିର୍ଦେଶ ଦେଇଥିଲା ଯେ ଅପ୍ରିଲ ୧୬ ରେ ଶୁଣାଣି କରାଯିବ ତେବେ କୋର୍ଟ କଣ ରାୟ ଦେଲା କଣ ଅଲଗା ହୋଇଗଲେ କି ଅନୁଭବ ଓ ବର୍ଷା ତାହେଲେ ଆସନ୍ତୁ ଏହି ସମସ୍ତ ବିଷୟ ରେ ଜାଣିବା ଆମର ପେଜ ମାଧ୍ୟମ ରେ । ହଁ ବନ୍ଧୁ ବର୍ଷା ଆଣିଥିବା ପାରିବାରିକ ବିବାଦ ରେ ଜିଲ୍ଲା ଜଜ କୋର୍ଟ କୁ ଯାଇଛନ୍ତି ଅନୁଭବ । ଏସଡିଯିଏମ ଙ୍କ ରାୟ କୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି ।

ତେବେ ପାରିବାରିକ ହି ଅଭିଯୋଗ ପୂର୍ବ ରୁ ଏସଡିଯିଏମ କୋର୍ଟ କୁ ଯାଇଥିଲେ ପରେ ତାଙ୍କୁ ଉପରେ ବାରମ୍ବାର ଘରୋଇ ବିବାଦ କୁ ନେଇ ଅଭିଯୋଗ କରିଥିଲେ ମାମଲା ପରବର୍ତୀ  କୁ ମୂଳ ମାମଲା କୁ ଯୋଡି କରିବାକୁ ଆବେଦନ କରିଥିଲେ ବର୍ଷା ଏବମ ଏସଡିଯିଏମ କୋର୍ଟ ର ବର୍ଷା ଙ୍କ ର ସେହି ପିଟିସନ କୁ ଗ୍ରହଣ କରିଥିଲେ । ଏସଡିଯିଏମ କୋର୍ଟ ର ଏହି କୋର୍ଟ ରାୟ କୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ ଙ୍କ ର କୋର୍ଟ ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି ଆଉ ଯାହା ବର୍ତମାନ ସମୟ ର ବଡ ଖବର । ଯଦି ଆମେ ଘଟଣା ର ଆରମ୍ଭ ରୁ ଦେଖିବା ପ୍ରଥମେ ଅନୁଭବ ଓ ବର୍ଷା ଙ୍କ ମଧ୍ୟ ରେ ବିବାଦ ଦେଖା ଦେଇଥିଲା ।

ଅନୁଭବ ବିବାହ ର ବିଚ୍ଛେଦ କରିବା ପାଇଁ ଦିଲ୍ଲୀ ପର୍ଟିଆଲ କୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ପରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ପକ୍ଷ ରୁ ୨ ଟି ମାମଲା କରାଯାଇଥିଲା ଗୋଟିଏ ହେଲା କଟକ ଏସଡିଯିଏମ କୋର୍ଟ ରେ ପାରିବାରିକ ବିବାଦ ଯେଉଁଥିରେ ସେ ଦର୍ଶାଇଥିଲେ ଯେ ତାଙ୍କ ପରିବାର ଓ ସମସ୍ତ କର୍ମୀ ମାନେ ରହିଛନ୍ତି ସେମାନେ ବିଭିନ୍ନ ସମୟ ରେ ମାନଶିକ ଓ ଶାରୀରିକ ନିର୍ଯା  ତନା-ଦଉଛନ୍ତି । ତେଣୁ ଏହି ପ୍ରକାର ଯେଉଁ-ନିର୍ଯା  ତନା ରହିଛି ସେଥିରେ ସମାଧାନ ଓ ବାହାରିବ ପାଇଁ ଏଥିରେ ଶାରୀରିକ ଓ ମାନଶିକ କ୍ଷତି ହୋଇଛି ସେଥିପାଇଁ ୨ କୋଟି ଟଙ୍କା ମାଗିଥିଲେ ଓ ପାରିବାରିକ ପ୍ରତି ପୋଷଣ କରିବା ପାଇଁ ମାସ କୁ ୫୦୦୦୦ ଟଙ୍କା କ୍ଷତି ପୂରଣ ପାଇଁ ଆବେଦନ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେଉଁ ଘରେ ରହୁଛନ୍ତି ସେ ଘର ଲାଇନ କାଟି ଦିଆଯାଉଛି ଓ ତାଙ୍କ ଏସି ସଜଡା ହାଉ ନାହି , ଅନ୍ୟ ମାନେ ତାଙ୍କ ରୁମ ଭିତର କୁ ପ୍ରବେଶ କରି ଫଟୋ ଉଠାଉଥିଲେ । ଏସଡିଯିଏମ କୋର୍ଟ ବର୍ଷା ଙ୍କ ପୂର୍ବ ମାମଲା କୁ ମୂଳ ମାମଲା ପାଇଁ ଅନୁମତି ଦେଇଛନ୍ତି । ଏସଡିଯିଏମ କୋର୍ଟ ର ଏହି ଅନୁମତି ଅନୁଭବ ଙ୍କୁ ଗ୍ରହଣୀୟ ହେଲା ନାହି ଓ ସେ ଏହି ରାୟ କୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ କୋର୍ଟ ଦ୍ଵାରସ୍ଥ ହୋଇଛନ୍ତି । ଏହାରି ଶୁଣାଣି ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ହେବ । ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *