Breaking News

ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ୍ ମହାନ୍ତିଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ସବୁ ହିରୋଇନକୁ ଭୁଲି ଯିବେ

ଦର୍ଶକବନ୍ଧୁ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ କିଏ ବା ନଜାଣେ ଏବଂ ତାଙ୍କ ଅଭିନୀତ ସମସ୍ତ ଚଳଚିତ୍ର ଦର୍ଶକମାନଙ୍କୁ ବେସ ପସନ୍ଦ ଆସେ ତାଙ୍କର ଅଭିନୟ କୁ ଓଡ଼ିଶାର ଦର୍ଶକମାନେ ପସନ୍ଦ କରିବା ସହିତ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଥାନ୍ତି ଓ ବର୍ତମାନ ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ବିବାଦ ଭିତରେ ଛନ୍ଦି ହୋଇ ପଡିଛନ୍ତି ଅନୁଭବ ମହାନ୍ତି | ଅନୁଭବ ମହାନ୍ତି ଙ୍କ ସାନ ଭାଇ ଅନୁପ୍ରେସ ମହାନ୍ତି ଙ୍କୁ ତ ଆପଣମାନେ ଜାଣିଥିବେ |

ଦର୍ଶକବନ୍ଧୁ ସେ ସମଥିଙ୍ଗ ସମଥିଙ୍ଗ ଓ ସମଥିଙ୍ଗ ସମଥିଙ୍ଗ 2 ରେ ସେ ନିଜେ ପୋଯାଜକ ଭାବେ କାମକରିବାର ନଜର ଆସିଥିଲେ |ତେବେ ଦର୍ଶକବନ୍ଧୁ ଆପଣ ତାଙ୍କ ସ୍ତ୍ରୀ ଙ୍କୁ ଏ ଫୋଟୋରେ ଦେଖିପାରୁଥିବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ପ୍ରେରଣା ମହାନ୍ତି ଯେ କି ଦେଖିବାକୁ ବର୍ଷା ଙ୍କ ଠାରୁଭି ଆହୁରି ସୁନ୍ଦର ଓ ସେ 2015 ରେ ଅନୁପ୍ରେସ ଙ୍କ ହାତ ଧରିଥିଲେ |

ଏବଂ ସେ ଅନୁପ୍ରେସ ଙ୍କୁ ବିବାହ କରିସାରିଲାପରେ | ଦର୍ଶକବନ୍ଧୁ ଏବେ ତାଙ୍କର ଝିଅ ସନ୍ତାନ ଟେ ଅଛି ଯାହାର ନାମ ହେଉଛି ଅଭିସାରିକା ମହାନ୍ତି ଅନୁଭବ ମହାନ୍ତି ଙ୍କୁ ବହୁତ ସମୟ ଅଭିସାରିକା ମହାନ୍ତି ଙ୍କ ସହ ଖେଳିବାର ଆପଣମାନେ ଦେଖୁଥିବେ ଓ ସୋସିଆଲ ମିଡିଆରେ ରେ ମଧ୍ୟ ତାଙ୍କର ଫୋଟୋ ଓ ଭିଡିଓ ସେ ପୋଷ୍ଟ କରନ୍ତି |

ବନ୍ଧୁଗଣ ପ୍ରେରଣା ବର୍ତମାନ ସମୟରେ ଗୃହିଣୀ ଭାବେ ଏବେ ଘରେ ରହୁଛନ୍ତି ଓ ସେ ଅନୁପ୍ରେସ ଙ୍କ ସହ କଟକ ର ବାସଭବନ ରେ ରହୁଛନ୍ତି ଓ ତାଙ୍କ ସ୍ୱାମୀ ଅନୁପ୍ରେସ ମହାନ୍ତି ଜଣେ ବିଜନେସ ମ୍ୟାନ ଅଟନ୍ତି ପ୍ରେରଣା ମଧ୍ୟ ବିଜନେସ ରେ ସ୍ୱାମୀ ଅନୁପ୍ରେସ ଙ୍କୁ ବହୁତ ସାହାଯ୍ୟ କରନ୍ତି | ପ୍ରେରଣା ବର୍ଷା ଙ୍କ ଠୁ ସୁନ୍ଦର କି ନାହିଁ ତାହା ତ ଲୋକମାନେ ମତାମତ ଦେବେ ତେବେ ପ୍ରେରଣା ଆପଣମାନଙ୍କୁ କେମିତି ଲାଗୁଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.