Breaking News

ଅନୁଭବ ଙ୍କ ବଦଳରେ ସୁପରଷ୍ଟାର ସିଦ୍ଧାନ୍ତ କରିବେ ଦାଦାଗିରି ରିଆଲିଟି show !

ନମସ୍କାର ବନ୍ଧୁଗଣ ବର୍ଷାଙ୍କ ଅଭିଶାପରେ ସବୁ ହେଲା ଛାଡ଼ଖାରେ ଅନୁଭବ ମହାନ୍ତି ହେଲେ ହିନସ୍ଥା ଏବେ ଖୋଝୁଛନ୍ତି ଉପାୟ ସମସ୍ତେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପରିଦର୍ଶନୀ ବିଷୟରେ ବେଶେ ଭଲ ଭାବରେ ଜାଣିଥିବେ ଉଭୟଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି ତେବେ ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି ଘରର ଲକ୍ଷ୍ମୀକୁ ଦୁଃଖ ଦେବାରୁ ଏତେ କଷ୍ଟ ଭୋଗୁଛନ୍ତି ଅନୁଭବ ଏବେଠାରୁ ଅନୁଭବ ଦାଦାଗିରି ବନ୍ଦ ହୋଇଗଲା |

ଏବେବି ଧାର୍ଯ୍ୟ ହାର ନହେବାକୁ କହୁଛନ୍ତି ଅନୁଭବ ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିଶେଷ କରି ବିବାଦୀୟ ଚର୍ଚ୍ଚା ଲାଗିରହିଥାଏ ଏଭଳି ସମୟରେ ଫୁଣି ଥରେ ଅନୁଭବ ସାତେ ଦେଲାନି ସମୟ ଚଳିତ ପ୍ରଥମ ଥର ପାଇଁ ଏକ ରିଆଲିଟି ସୋଅର ଉପସ୍ଥାପକ ଦଇତ୍ୟ ତୁଲେଇଥିଲେ ସଂସାଦ ଅନୁଭବ ମହାନ୍ତି ଏବେ ଘେରେଇ ଟିଭି ସିରିଏଲ ଦାଦାଗିରି ଉପସ୍ଥାପନ କରିଥିଲେ ଅନୁଭବ ମହାନ୍ତି ହେଲେ |

ଏବେ ଲୋକ ପ୍ରିୟ ଦାଦାଗିରି ସୋଅ ଦର୍ଶକ ମାନଙ୍କ ମାନକିଣିଥିଲା ସୋଅ ନାମ ମଧ୍ୟ ଉପସ୍ଥାପ ମଧ୍ୟ ବଦଳି ରଖିଛନ୍ତି ଅନୁଭବ ବଦଳରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଅନ୍ୟ ପକ୍ଷରେ ସୋଅ ନାମ ପରିବର୍ତନ କରାଯାଏ ପ୍ରତିଭାର ଦାଦାଗିରି ରଖାଯାଇଥିଲା ସବୁଠାରୁ ବଡ କଥା ହେଉଛି | ଅଭିନୟନ ରାଜନୀତି ଓ ଵ୍ୟକ୍ତିଗତ ଜୀବନରେ ଅନୁଭବ ସବୁଥିରେ ଫଳେ ମାରିଥିଲେ ଫୁଣି ଥରେ ହାତରୁ ଚାଲି ଯାଇଛି ବଡ ରିଆଲିଟି ସୋଅ ଅନୁଭବଙ୍କ ଏହି ଦିଶା ପଛରେ ବର୍ଷାଙ୍କ ଅଵିଶାପ ଅଛି ବୋଲି ଚର୍ଚ୍ଚା ହେଉଛି |

ବର୍ଷା ଅଵିଶାପ ଲାଗି ଅନୁଭବ ଙ୍କର ଗୋଟିଏ ଗୋଟିଏ ଖେତୀ ହୋଇଚାଲିଛି ଅନୁଭବଙ୍କ ହାତରେ ଆଉକିଛି କାମ ନାହିଁ ଅନୁଭବ ଏବେ ଘରେ ବସିଛନ୍ତି | ସବୁ ହାରିବା ପରେ ଏହି ଭିଡ଼ିଓ ତାଙ୍କ ଫ୍ୟାନ ତାଙ୍କ ମାନଙ୍କୁ କହିଛନ୍ତି ଆଉ ତାସହିତ ଅନୁଭବ କହିଛନ୍ତି ଧର୍ଯ୍ୟର ସବୁ ସାମ୍ନା କରିବାକୁ ପ୍ରସ୍ତୁତ ତେବେ ଏନେଇ ଆପଣଙ୍କର ମତ କାଁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଅନୁଭବ ଙ୍କ ଘର ଛାଡିବା ପରେ ନିଜ ମା ଙ୍କ ସହ କିଛି ଏପରି ଭାବରେ ସମୟ ବିତାଉଛନ୍ତି ଓଡ଼ିଆ ହିରୋଇନ Barsha ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ନିଜ ବାପ ଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା …

Leave a Reply

Your email address will not be published.