Breaking News

ଅନୁଭବଙ୍କ ଘରେ ସରସ୍ବତୀ ପୂଜା କରୁଥିବାର ନଜର ଆସିଲେ ବର୍ଷା |

ଦର୍ଶକବନ୍ଧୁ ଆପଣ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଗତ ଦିନମାନଙ୍କରେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ବାହାଘରର କିଛିଦିନ ପରେ ଦୁଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ, ତେବେ ଏହାରି ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ ସରସ୍ବତୀ ପୂଜା କରୁଥିବାର ନଜରରେ ଆସୁଛନ୍ତି |

ତେବେ ଓଲିଉଡ କୁଇନି ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ କିପରି ସରସ୍ବତୀ ପୂଜା ପାଳନ କରିଛନ୍ତି ଆସନ୍ତୁ ଜାଣନ୍ତୁ | ବନ୍ଧୁଗଣ ଆପଣ ଜାଣିଥିବେ ଗତ କିଛିଦିନ ହେବ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗି ରହିଛି ତେବେ ବିବାଦ ସତ୍ତ୍ବେ ବି ବର୍ଷା ଅନୁଭବଙ୍କ ଘରେ ରହୁଛନ୍ତି ଏହାରି ମଧ୍ୟରେ ସେଠାରେ ବର୍ଷା ପ୍ରିୟଦର୍ଶିନୀ ସରସ୍ବତୀ ପୂଜା ପାଳନ କରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲୁବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ବହୁ ସାରା ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ସମାଜସେବୀ ଭାବରେ ବୋହୁତ ଭଲ ଭଲ କାମ କରୁଥିବାର ନଜର ଆସୁଛନ୍ତି।

ଦର୍ଶକବନ୍ଧୁ ଆପଣଙ୍କୁ ବର୍ଷାଙ୍କର କେଉଁ ଫିଲ୍ମଟି ଅଧିକ ପସନ୍ଦ ଆମ କମଣ୍ଟେ ବକ୍ସ ମାଧ୍ୟମରେ ଆମକୁ ଜଣାନ୍ତୁ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣ କେତେ ମାତ୍ରାରେ ପସନ୍ଦ କରନ୍ତି ଓ କେଉଁ କେଉଁ ମାନେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ ଆମକୁ କମଣ୍ଟେ ମାଧ୍ୟମରେ ଜଣାନ୍ତୁ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.