Breaking News

ଅନୁଭବ କଲେ ଏପରି କିଛି ଯାହାକୁ ଜାଣିଲେ ଆପଣ କହିବେ …

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ଅଲିଉଡର ଜବରଦସ୍ତ ଅଭିନେତା ଅନୁଭବ ମହାନ୍ତିଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ଗତକାଲି ହୋଲିରେ ଅନୁଭବ ମହାନ୍ତି ଭଙ୍ଗ ନିଶାରେ ନାଚୁଛନ୍ତି ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ବର୍ତ୍ତମାନ ସମୟରେ କେନ୍ଦ୍ରପଡ଼ାର ସାସଂଦ ଅଛନ୍ତି ସେ ହୋଲିରେ ଭଙ୍ଗ କଣ ପାଇଁ ପିଇଥିଲେ ଓ ଏହି ଭଳି ନାଚ କାହିଁକି ନାଚିଥିଲେ |

ବନ୍ଧୁଗଣ ଆପଣମାନେ ଅଲିଉଡର ଜବରଦସ୍ତ ଆକଟର ଅନୁଭବ ମହାନ୍ତିଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ସେ ବହୁତ ସାରା ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରା ଓଡ଼ିଶାର ଦର୍ଶକ ମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାରର ସ୍ଥାନ ବନେଇ ସାରିଛନ୍ତି ଅନୁଭବ ମହାନ୍ତି ଙ୍କର ବହୁସାରା ଫିଲ୍ମ ମଧ୍ୟ ସୁପର ହିଟି ହେଇଛି |

ଗତକାଲି ହୋଲି ପର୍ବରେ ଅନୁଭବ ମହାନ୍ତି ବହୁସାରା ମଜାମସ୍ତି କରୁଥିବାର ନଜର ଆସିଛି ଓ ଏହା ସହିତ ଭାଙ୍ଗ ପିଇ ନାଚୁ ଥିବାରେ ଫୋଟ ଏବଂ ଭିଡ଼ିଓ ଗୁଡିକ ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ସେଆର କରିଥିଲେ ଯାହାକି ସୋସିଆଲ ମିଡିଆରେ ଗତ କାଲି ବହୁ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି |

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ଅନୁଭବ ମହାନ୍ତି ବର୍ଷାଙ୍କ ସହିତ ରଙ୍ଗ ଖେଳନ୍ତି କିନ୍ତୁ ଏବର୍ଷ ବର୍ଷା ଅନୁଭବ ସହିତ ହୋଲି ଖେଳି ନାହାନ୍ତି ଏହାର କାରଣ ଆପଣ ମାନେ ବେଶେ ଭଲଭାବରେ ଜାଣିଥିବେ ଏହା ଦୁହେଁ ଦୁହିଁଙ୍କ ଠାରୁ ଡିଭଷ ନେବା ପାଇଁ ଚାହୁଁଛନ୍ତି |

ସେଥି ପାଇଁ ଅନୁଭବ ବର୍ଷାଙ୍କ ସହିତ ହୋଲି ଖେଳି ନାହାନ୍ତି ଏଥି ପାଇଁ ଅନୁଭବ ମହାନ୍ତି ଭାଙ୍ଗ ପିଇ ନିଶାରେ ନାଚୁ ଥିବାର ନଜରରେ ଆସୁଛନ୍ତି | ତାହାଲେ ଦର୍ଶକବନ୍ଧୁ ଅନୁଭବ ବର୍ଷଙ୍କ ଯୋଡି କେମିତି ଲାଗୁଥିଲା ଆମକୁ କମେଣ୍ଟ ବକ୍ସରେ ନିଚୟ ଭାବରେ କମେଣ୍ଟ କରି ଜଣାଇ ଦିଅନ୍ତୁ |

About odisha news

Check Also

ଆପଣ ଘରେ କରୁଛନ୍ତି କି ଏପରି ଭୁଲ ତେବେ ହେଇ ଯାଆନ୍ତୁ ସତର୍କ ପଡିପାରେ ମା ଲକ୍ଷ୍ମୀଙ୍କ ଅଭିଶାପ

କିଛି ଲୋକ ବହୁତ ପରିଶ୍ରମ କରନ୍ତି କିନ୍ତୁ ସେମାନେ ସର୍ବଦା ଟଙ୍କା ରୁହେ ନାହିଁ ସେମାନଙ୍କ ଘର ଉନ୍ନତି ହୁଏ …

Leave a Reply

Your email address will not be published.