Breaking News

ଅନୁଭବ – ବର୍ଷା ବିବାଦରେ ନୂଆ ମୋଡ, ସାମ୍ନା ସାମ୍ନୀ ହୋଇ ଏକାଠି ବସିଲେ, ପଡିଲା ପୂର୍ଣ୍ଣଚ୍ଛେଦ!

ମହିଳା କମିଶନର ରେ ଆଜି ହାଜିର୍ ହୋଇଛନ୍ତି ବି.ଜେ.ଡି ଦଳର ସାଂସଦ ଅନୁଭବ ମହାନ୍ତି କିଛି ସମୟ ପୂର୍ବରୁ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ସିଏ ମଧ୍ୟ ମହିଳା କମିଶନର ହାଜିର୍ ହୋଇଛନ୍ତି । ଏବେ କୋର୍ଟ ରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ ବିବାଦ ଚାଲିଛି ପାରିବାରିକ ବିବାଦ କୁ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ପାଖରେ ଦ୍ଵାରସ୍ଥ ହୋଇଥିଲେ । ତେବେ ଅନୁଭବ ମହାନ୍ତି ଙ୍କ ବାପା ଓ ମା ନୋଟିସ୍ କରାଯାଇଥିଲା ହାଜିରା ପାଇଁ ଆଜି ହାଜିରା ପାଇଁ ନୋଟିସ୍ କରିଥିଲେ ମହିଳା କମିଶନର ।

ଦିନ ୧୧ ଟା ୪୦ ରେ ହାଜିରୀ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଅଫିସ୍ ରେ ଆଉ ୨ ଟା ୪୦ ସମୟରେ ବିଜେଡି ଦଳର ସାଂସଦ ଅନୁଭବ ମହାନ୍ତି ହାଜିରି ହୋଇଥିଲେ । ଯେମିତି କି ଆପଣ ମାନେ ଜାଣିଥିବେ ଆଜି ତାଙ୍କ ର ପ୍ରଥମ ଶୁଣାଣି ଥିଲା । ମହିଳା କମିଶନର ଯେତେ ବେଳେ ନୋଟିସ୍ କରିଥିଲେ ସେ ସମ୍ମାନ ଜଣାଇ ଆସିକି ହାଜିର୍ ହୋଇଛନ୍ତି ।

 

ତାଙ୍କ ବାପା , ମା ଡକାଯାଇଛି ଓ ସେମାନେ କାହିଁକି ଆସିନାହାନ୍ତି ବୋଲି ଅନୁଭବ ମହାନ୍ତି ସ୍ପଷ୍ଟ କରିନାହାନ୍ତି । ଓ ଉଭୟ ନକୁ ସାମ୍ନା ସାମ୍ନୀ ବସାଇ ମହିଳା କମିଶନର କଥା ବାର୍ତ୍ତା ଆଲୋଚନା କରୁଛନ୍ତି । ଅନୁଭବ ଙ୍କ ବାପା ମା କଣ ପାଇଁ ଆସି ନାହାଁନ୍ତି ବୋଲି ତାହା ଅନୁଭବ ସ୍ପଷ୍ଟ କରିନାହାନ୍ତି । ଅନୁଭବ ଯେତେ ବେଳେ କମିଶନର ଅଫିସ୍ ଭିତର କୁ ଗଲେ କହିକୀ ଗଲେ ଯେ ମୁଁ ଯେତେ ବେଳେ ଫେରିବି ସ୍ପଷ୍ଟ କରୀକୀ ଯିବି ।

ତେବେ ଆଜି ଗୋଟେ ବଡ଼ କଥା ଜେ ଯେହେତୁ ତା ଙ୍କ ର ପ୍ରଥମ ଶୁଣାଣି ବର୍ତ୍ତମାନ ସୁଦ୍ଧା ପ୍ରଥମ ଶୁଣାଣି ଚାଲିଛି । ବିବାଦ ଯେତେ ବେଳେ କୋର୍ଟରେ ପହଁଚିଛି କୋର୍ଟରେ ପେଣ୍ଡିଙ୍ଗି ରହିଛି ବର୍ତ୍ତମାନ ସୁଦ୍ଧା ମହିଳା କମିଶନର ତାଙ୍କୁ ବୁଝେଇ ବାକୁ ଚେଷ୍ଟା କରିଥାନ୍ତି ଓ ସେମାନେ ନିଜ ନିଜର ମତ ମଧ୍ୟ ରଖିଥିବେ ଯେହେତୁ ଆଜି ହାଜିର୍ ହୋଇଛନ୍ତି ତାଙ୍କ ପକ୍ଷରୁ ସେ କଣ କହିବାକୁ ଚାହୁଛନ୍ତି କହିପାରିବେ ।

ଗଣ୍ଡୋଗଲ ଟି କଣ ପାଇଁ ଘର ବାହାର କୁ ଆସିଲା କାହିଁକି ଘର ଭିତରେ ସମାଧାନ ହୋଇପାରିଲା ନାହିଁ କାହିଁକି । ଏବଂ ମହିଳା କମିଶନର ଚେଷ୍ଟା କରୁଥିବେ ଗଣ୍ଡୋଗଲ୍ ସମାଧାନ କରିବା ପାଇଁ ଏହା ମଧ୍ୟ ଜଣ ପଡ଼ିବ ଆଜି ଉଭୟ ବାହାର କୁ ଆସିଲେ ଆଜି ପ୍ରଥମ ହୟରୀଙ୍ଗି ରେ କଣ କଥା ହେଲେ ।ବର୍ତ୍ତମାନ ସମୟରେ ଉଭୟ ଙ୍କ ହିୟରୀଙ୍ଗି ଚାଲିଛି ଏହି ମାମଲାଟି ଯେହେତୁ କୋର୍ଟ ରେ ରହିଛି ମହିଳା କମିଶନର ଙ୍କ ପାଖରେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ନିଜର କାନ ସବୁ ଯୁତି ରଖୁଛନ୍ତି ତାହା ମଧ୍ୟ ଜଣ ପଡ଼ିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *