ଦର୍ଶକବନ୍ଧୁ ଆପଣ ମାନେତ ଅନୁକୁ ବେଶେ ଭଲ ଭାବରେ ଜାଣିଥିବେ ଯିଏକି ସର୍ଵଜୀତ ଅନୁ ସିରିଏଲରେ ମୁଖ୍ୟ ହିରୋଇନି ଭାବେ ଖୁବୁ ସୁନ୍ଦର ଅଭିନୟ କରୁଛନ୍ତି ଅନୁକୁ ଆପଣ ମାନେ ବହୁ ସାରା ସିନେମାରେ ଭଲ ଅଭିନୟ କରୁଥିବାର ନିଚୟ ଦେଖିଥିବେ ତେବେ ପ୍ରଥମ ଥର ପାଇଁ ଅନୁ ସିରିଏଲରେ ନଜର ଆସୁଛନ୍ତି |
ଆଉ ଦର୍ଶକ ମାନେ ମଧ୍ୟ ତାଙ୍କୁ ଖୁବୁ ପସନ୍ଦ କରୁଛନ୍ତି | ତେବେ ଦର୍ଶକବନ୍ଧୁ ଅନୁ ତାଙ୍କ ରିଏଲ ଲାଇଫ କୁ ନେଇ ଚର୍ଚାରେ ରହି ଆସନ୍ତି ତାଠାରୁ ଅଧିକ ରିଏଲ ଲାଇଫ କୁ ନେଇ ଚର୍ଚାରେ ରହିଆସୁଛନ୍ତି |
ଦର୍ଶକବନ୍ଧୁ ଓଡ଼ିଶାର ଲୋକ ପ୍ରିୟ ଅଭିନେତ୍ରୀ ଅନୁ 2006 ମସିହାରେ ସନ୍ଦୀପ ଙ୍କୁ ବିବାହ କରିଥିଲେ ଏହା ପରେ କିଛି କାରଣ ବସତ ବିବାହର 2 ବର୍ଷ ପରେ 2008 ମସିହାରେ ଦୁହିଁଙ୍କର ଡିଭୋର୍ସ ହେଇ ଯାଇଥିଲା |
ଏହା ପରେ ଫୁଣି ଥରେ ଅନୁ 2010 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ଟଙ୍କା ସ୍ୱାମୀଙ୍କ ନାମ ହେଉଛି ବିଶାଳ ଶର୍ମ ଯାହାକୁ କି ଆପଣ ମାନେ ଜାଣିଥିଲେ ବିଶାଳ ଜଣେ ଫିଲ୍ମ ଆକ୍ଟର ଥିଲେ | ତେବେ ଦର୍ଶକବନ୍ଧୁ ଅନୁ ଓ ତାଙ୍କସ୍ୱାମୀ ତାଙ୍କ ଝିଅଙ୍କ ସହିତ ଖୁବୁ ଖୁସିରେ ଅଛନ୍ତି |