Breaking News

ଅନୁଭବ ଆଉ ବର୍ଷା ଙ୍କ ବିବାଦକୁ ସମାଧାନ କଲେ ମହିଳା କମିଶନ ଦେଖନ୍ତୁ ଭିଡ଼ିଓ…

ଆପଣ ମାନେ ଜାଣିଥିବେ ସେ ଓଲିଉଡ ହେଉ ଅବା ବଲିଓଡ଼ ଜଗତର ହିରୋ ଆଉ ହିରୋଇନ ମାନେ ନିଜର ପ୍ରେମକୁ ନେଇ କିମ୍ବା ନିଜର ପୋଷାକ ପିନ୍ଧା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ଆପଣ ମାନେ ଜାଣିଥିବେ କିଛି ଦିନ ହେବ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ ସୁନ୍ଦରୀ ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଦୁଇ ଜଣ ବୈବାହିକ ଜୀବନ କୁ ନେଇ ସେ ଏବେ ଚର୍ଚ୍ଚା ରେ ଅଛନ୍ତି।


ଆପଣ ମାନେ ସମସ୍ତେ ଜାଣିଥିବେ ଗତ କିଛି ବର୍ଷ ପୂର୍ବେ ଉଭୟ ଅନୁଭବ ଓ ବର୍ଷା ପ୍ରେମ କରି ବିବାହ କରିଥିଲେ।ଦୁଇଜଣ ଯାକ ଙ୍କର ବୈବାହିକ ଜୀବନରେ କିଛି ସମସ୍ୟା କୁ ନେଇ ପ୍ରଥମେ ବର୍ଷା କଟକର ଫ୍ୟାମିଲି କୋର୍ଟ ରେ ଅନୁଭବ ଙ୍କ ନାମରେ ଅଭିଯୋଗ କରିଥିଲେ।

ସୂଚନା ମୁତାବକ ବର୍ଷା ପ୍ରଥମେ ଅନୁଭବ ଙ୍କ ନାମରେ ଅଭିଯୋଗ କଲା ପରେ ଏହି ମାମଲା କୁ ନେଇ ମହିଳା କମିଶନ ଆଲୋଚନା କରିଥିଲେ। ସୂଚନା ମୁତାବକ ଏହି ଦୁଇ ଷ୍ଟାର ଦମ୍ପତି ଙ୍କୁ ନୋଟିସ ପରେ ଆଜି ଦୁଇଜଣ ଯାକ କମିଶନ ଅଧକ୍ଷା ଙ୍କ ନିକଟରେ ହାଜର ହୋଇଥିଲେ। କମିଶନଙ୍କ ନିକଟରେ ସକାଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିବା ବେଳେ ଅପରାହ୍ନରେ ହାଜର ହୋଇଥିଲେ ଅନୁଭବ।ଏହାପରେ ଉଭୟ ଦୁଇଜଣ ଙ୍କୁ ସାମ୍ନା ସାମ୍ନି ବସାଇ ପ୍ରାୟ 3 ଘଣ୍ଟା ଯାଏ ପଚରା ଉଚରା କରିଥିଲେ କମିଶନ ଅଧକ୍ଷା।

ଅନୁଭବ ମହାନ୍ତି ଙ୍କୁ ନୋଟିସ କରିଥିଲେ ରାଜ୍ୟ ମହିଳା କମିଶନ। କେବଳ ଅନୁଭବ ନୁହନ୍ତି ତାଙ୍କ ବାପା ଆଉ ମା ଙ୍କୁ ମଧ୍ୟ ନୋଟିସ କରି ହାଜର ହେବାକୁ ନିର୍ଦେଶ ଦେଇଥିଲେ ଅଧକ୍ଷା।


କମିଶନ ଙ୍କ ନିକଟରେ ଅନୁଭବ ମହାନ୍ତି ହଜାର ହୋଇଥିଲେ ମଧ୍ୟ ଅନୁଭବ ଙ୍କ ବାପା ଆଉ ମା ହାଜର ହୋଇ ନଥିଲେ ବର୍ଷା ଅନୁଭବ ବିବାଦ କୁ ନେଇ ଥାନାରେ ଛଅ ଛଅଟି ମାମଲା ରୁଜୁ ହୋଇସାରିଥିବାବେଳେ ଏବେ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶକୁ ଅପେକ୍ଷା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *