ହେଲୋ ଫ୍ରେଣ୍ଡ୍ ଆଜି ଆମେ ଆପଣମାନଙ୍କୁ ଏକ ଔଷଧୀୟ ପତ୍ର ବିଷୟରେ କହିବୁ ଯାହା ଆପଣମାନଙ୍କର ଶରୀର ପାଇଁ ଏତେ ଲାଭ ଦାୟକ ଯେ ତାହା ବିଷୟରେ ଜାଣି ଆପଣମାନେ ଅର୍ଶଯ୍ୟ ହୋଇଯିବେ | ଏହା ଆପଣଙ୍କର ଶରୀର ରୁ ଅନେକ ପ୍ରକାର ରୋଗକୁ ଦୂର କରିଥାଏ | ତେବେ ଆସନ୍ତା ଜାଣିବା ଆଜିର ଏହି ରେମେଡି ବିଷୟରେ | ଆଜିର ରେମେଡି ରେ ଆପଣମାନଙ୍କୁ ଯେଉଁ ପତ୍ର ଆବଶ୍ୟକତା ପଡ଼ିବ ତାହା ହୋଉଛି ତେଜେପତ୍ର | ଯାହା ଆପଣଙ୍କର ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳି ଯିବ | ଏହା ଆପଣଙ୍କର ଖାଦ୍ୟର ସ୍ଵାଦ ବଢାଇବା ସହିତ ଅନେକ ରୋଗଠାରୁ ଆପଣମାନଙ୍କୁ ବଞ୍ଚାଇ ଥାଏ |
ଏହା ମେଡିସିନାଲ ଭ୍ୟାଲୁରେ ଅନ୍ତିମିକ୍ରବିଆଲ , ଅନ୍ତିଫୁଙ୍ଗଲ , ଅନ୍ତିବାକ୍ଟରିଆ ପ୍ରପର୍ଟିର ଗନ୍ତା ଘର ଅଟେ । ତେଜ ପତ୍ର ଆପଣମାନଙ୍କର ଦାନ୍ତରେ କଷ୍ଟ ହେଉ ବା ଡାଇବେଟିସ ହେଉ , ଭୁଲିଯିବା ଭଳି ରୋଗ ହେଉ । ତେଜପରେ ଏହି ସମସ୍ତ ରୋଗକୁ ଦୂର କରିଥାଏ । ଏହି ଗଛର ନାମ ଅଟେ ତମାଲ ଗଛ । ଏହାର ପତ୍ର ସମ୍ପୂର୍ଣ୍ଣ ସବୁଜ ଅଟେ ଓ ଏହାକୁ ଖରାରେ ଶୁଖାଇ ତେଜପତ୍ର ବନାଯାଇଥାଏ । ବାତ ନାଶକ , କଫ ନାଶକ ,କଷ୍ଟ ନାଶକ ଏବଂ ପାଚକ ହୋଇଥାଏ । ସେଥି ପାଇଁ ଆୟୁର୍ବେଦ ବେଦରେ ଅନେକ ପ୍ରକାର ଗଭୀର ରୋଗ ପାଇଁ ତେଜପତ୍ର ଚୂର୍ଣ୍ଣ ବା ପାଉଡର ପ୍ରୟୋଗ କରାଯାଏ । ଯେଉଁ ଲୋକମାନେ ନିଜର ଓଜନ କାମ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ପ୍ରତିଦିନ ସକାଳୁ ତେଜପତ୍ର ପାଣି ପିଇବା ଆବଶ୍ୟକ ଅଟେ ।
ପ୍ରଥମେ ଏକ ଗ୍ଲାସ୍ ପାଣି ଏକ ପାତ୍ରକୁ ନିଅନ୍ତୁ ଓ ସେଥିରେ 3 ରୁ 4 ଟି ତେଜପତ୍ର ଭଲ ଭାବରେ ଧୋଇ ପାକାନ୍ତୁ | ଆପଣମାନେ ଚାହିଁଲେ ଏହି ପତ୍ରକୁ ଏକ ଗ୍ଲାସ୍ ପାଣି ରେ ରାତି ସାରା ଭେଦେଇ ଦେଇ ପାରିବେ | ତାହା ପର ଦିନ ସକାଳୁ ଆପଣ ଏହାକୁ ଗ୍ୟାସରେ ଫୁଟାନ୍ତୁ | ଏହାକୁ ଛାଣି ଅଳ୍ପ ଥଣ୍ଡା କରି ଏହାକୁ ଆପଣ 15 ଦିନ ପ୍ରଯ୍ୟଣ୍ଟ ପିଅନ୍ତି | ସର୍ବଦା ଏହାକୁ ସକାଳୁ ଖାଲି ପେଟରେ ନିଅନ୍ତୁ | ତେବେ ଯାଇ ଶରୀରରେ ଜମା ହୋଇଥିବା ଚର୍ବି ଶୀଘ୍ର କମିଯାଏ ଏବଂ ଓଜନ କମ କରିବ । ତେଜପତ୍ରର ପାଣି ୱେଟ ଲସ ପାଇଁ ଏକ ଚମତ୍କାରି ହୋମ ରେମେଡି ଅଟେ | ତାହା ସହିତ ଏହା ଆପଣଙ୍କର ଜଏଣ୍ଟ ପେନ୍ ବା ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ମଧ୍ୟ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ ।ଆଣ୍ଠୁ ଗଣ୍ଠି ବିନ୍ଧା ହେଉ ଅଣ୍ଟା ବିନ୍ଧା ବା ମାଂସ ପେଶିରେ କଷ୍ଟ ହେଉ |
ତେଜପତ୍ର ପାଣିର ଯଦି ଆପଣ ସେବନ କରିବେ ତେବେ ପୁରୁଣା ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ରୁ ଆରାମ ମିଳିବ ଆଜି ଆପଣମାନଙ୍କୁ ଦୁଇରୁ ତିନି ଟି ଉପାୟ କହିବୁ ଯାହା ଦ୍ୟାରା ପ୍ରତି ଦିନ ଆପଣମାନେ ତେଜପତ୍ରର ପ୍ରୟୋଗ କରି ପାରିବେ | ପ୍ରତିଦିନ ଭୋଜନରେ ତେଜପତ୍ର ସାମିଲ କରନ୍ତୁ ଏବଂ ଯଦି ଆପଣ ଏହାର ଚୂର୍ଣ୍ଣ ବନେଇ ସେବନ କରିବେ ତେବେ ଆପଣଙ୍କର ଆଲଯାଇମ୍ ଭଳି ରୋଗ ଠିକ୍ ହୋଇଥାଏ । ଯେଉଁ ମାନଙ୍କୁ ଭୁଲିବା ରୋଗ ଅଛି ସ୍ମରଣ ଶକ୍ତିର ଅଭାବ ଅଛି କିମ୍ବା ଯେଉଁ ମାନଙ୍କର ମେମୋରି ବାୱାର କାମ ହୋଇଯାଇଛି ସେମାନଙ୍କ ପାଇଁ ଏହା ବୋହୁତ ଅଧିକ ଲାଭ ଦାୟକ ଅଟେ | ଏକ ଚାମଚ୍ ତେଜପତ୍ରର ଚୂର୍ଣ୍ଣ ନେଇ ଦହି ସହିତ ମିଶାଇ ପିଅନ୍ତି | ଦେଖିବେ ଭୁଲିବା ରୋଗ ଠିକ୍ ହୋଇଯିବ ଓ ଇନ୍ ଫେର୍ତିଲିଟୀ ଇମ୍ପ୍ରୋଭ କରିଥାଏ |
ତେଜପତ୍ରର ତେଲ ମଧ୍ୟ ମାର୍କେଟରେ ମିଳେ ତାହାକୁ ଯଦି ଆପଣ ନିଜ ଆଣ୍ଠୁଗଣ୍ଠିରେ ମାଲିସ କରିବେ ତେବେ ବୋହୁତ ଆରାମ ମିଳି ଥାଏ | ଥଣ୍ଡା କାଶରୁ ମଧ୍ୟ ତେଜପତ୍ର ବୋହୁତ ଅଧିକ ଲାଭ ଦାୟକ ଅଟେ | 10 ରୁ 15 ଟି ତେଜପତ୍ର କୁ ଗ୍ରିଣ୍ଡିଙ୍ଗ କରି ତାହାର ଗୁଣ୍ଡ ତିଆରି କରି ଚାକେଇ ଦେଇ ଏହାକୁ କୌଣସି ଦବାରେ ଭର୍ତୀ କରି ରଖନ୍ତୁ | ପ୍ରତିଦିନ ଅଧା ଚାମଚ୍ ରୁ ଏକ ଚାମଚ୍ ତେଜପତ୍ର ଗୁଣ୍ଡର ନିହାତି ସେବନ କରନ୍ତୁ । ଯେଉଁ ମାନଙ୍କୁ ଦାନ୍ତରେ କଷ୍ଟ ହେଉ ଅଛି ବା ଦାନ୍ତ ସଫା କରିବାକୁ ଚାହୁଁଛନ୍ତି | ତେବେ ତେଜପତ୍ର ଚୂର୍ଣ୍ଣ ରେ ଦାନ୍ତ ସଫା କରନ୍ତୁ ଦେଖିବେ ସମ୍ବର୍ଦ୍ଧିତ ଅନେକ ରୋଗ ଦୂର ହୋଇଯିବ |
Check Also
ମଦ ପାନ ବିଡି ଓ ସିଗାରେଟ ପୁଡିଆ ଛାଡ଼ିବେ କେବଳ ୧ ଦିନରେ, ଥରେ କରନ୍ତୁ ଏହି ଉପାୟ …
ଦର୍ଶକବନ୍ଧୁ ଆଜି କାଲି ବହୁତ ସାରା ଲୋକ ବିଡି ସିଗାରେଟ ମଦ ଭଳି ଜିନିଷ ପାଇଁ ଫାଲୁତୁ ଖର୍ଚ କରୁଛନ୍ତି …