Breaking News

ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ୨ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ପତ୍ର

ବନ୍ଧୁଗଣ ପୁରାତନ କାଳରେ ଦେଖା ଯାଉଥିଲା ଲୋକ ମାନେ ବୁଢା ହେବ ପରେ ସେମାନଙ୍କ ଆଣ୍ଠୁ ଗଣ୍ଠି କମର ଆଦିରେ ବହୁତ ଯନ୍ତ୍ରଣ ଅନୁଭବ କରୁଥିଲେ ହାଡ଼ ରୁ କଟ କଟ ଆବାଜ ଆସୁଥିଲା କିଛିବି କାମ କରିବାକୁ ମନ ହଉ ନଥିଲା ଶରୀରେ ଦୁର୍ବଳତା ରହୁଥିଲା 60,70 ବର୍ଷ ବୟସ ପରେ ଏମିତି ସମସ୍ୟା ହଉଥିଲା କିନ୍ତୁ ଆଜିକାଲି ଆମ ଜୀବନ ଶୈଳୀ ଖରାପ ହେବା କାରଣରୁ ଟାଇମି ରେ ଆମେ ଶୋଉ ନାହାନ୍ତି ବ୍ୟାୟାମ କରୁନାହାନ୍ତି ଓ ଯୋଗ ପ୍ରଣୟମ କରୁ ନାହାନ୍ତି |

ଯାହାବି ଖାଉ ଛନ୍ତି ସମୟରେ ବି ଖାଉନାହାନ୍ତି ଏହା ଚଫଡା ଜଙ୍ଘ ଫୁଡ ଖାଉଛନ୍ତି | ବେଶି ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛୁ ଏହା ବେତିତ ଚାହା ଆଦି ଅଧିକ ପିଉଛନ୍ତି ଏହି କାରଣରୁ ଶରୀର ବୁଢା ବୟସ ଶୀଘ୍ର ଆସୁଅଛି ବୟସ ପୂର୍ବରୁ ଛୁଟି ଧାଡି ଧଳା ହେଇଯାଉଛି ଏହି ସବୁ ସମସ୍ୟା ରୁ ବଞ୍ଚିବା ପାଇଁ ମୁ ଆଜି ପାନ ପତ୍ରର ଉପକାରିତା ବିଷୟରେ କହିବି |

ଆପଣଙ୍କର ଯଦି ଆଣ୍ଠୁ ଗଣ୍ଠି ରେ କଷ୍ଟ ହଉଛି ବା କମର ରେ କଷ୍ଟ ହେଉଅଛି ସେଥି ପାଇଁ ମୁଁ ଆପଣଙ୍କୁ ପାନ ପତ୍ରର ବହୁତ ଉପକାରିତା ବିଷୟରେ କହିବି ଅଧିକାଂସ ସମୟରେ ଲୋକ ମାନଙ୍କ ମନରେ ବହୁତ ଭୁଲ ଧାରଣା ରହିଥାଏ ସେମାନେ ଭାବି ଥାନ୍ତି ବହୁତ ବେକାର ଲୋକ ଯିଏ ହୋଇଥାଏ ସେହି ହିଁ ପାନ ଖାଇଥାଏ ଚାଲନ୍ତୁ ଜାଣିବା ବାତ,ଥଣ୍ଡା,କଫ ଅନୁସାରେ ଆପଣ ପାନ ପତ୍ରର କିପରି ପ୍ରୟାଗ କରିବେ ଆସନ୍ତୁ ସର୍ବେ ପ୍ରଥମେ ଜାଣିବା |

ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଯଦି କଷ୍ଟ ହେଉଅଛି କିମ୍ବା କମର ରେ କଷ୍ଟ ହେଉଅଛି ଏବଂ ହାଡ଼ରେ କଷ୍ଟ ହେଉଅଛି କିଛିବି କାମ କରିବାକୁ ମନ ହେଉନାହିଁ ଶରୀରେ ଦୁର୍ବଳତା ବହୁତ ହେଉଅଛି ଏବଂ ରକ୍ତର ଅଭାବ ହେଉଅଛି ଶରୀର ମୁଣ୍ଡ ଠୁ ଗୋଡ଼ ପର୍ୟ୍ଯନ୍ତ ଯଦି କଷ୍ଟ ଅନୁଭବ ହେଉଅଛି ତେବେ ଏମିତିରେ ଆପଣ ପାନ ପତ୍ରରର କେଉଁ ପ୍ରକାରର ପ୍ରୟଗ କରିବାକୁ ପଡିବ |

ପ୍ରଥମେ ଆପଣାକୁ ମିଠା ପାନ ପତ୍ର ଯୋଗାଡ଼ କରିବାକୁ ପଡିବ ଗୋଟିଏ ପାନ ପତ୍ର ନିଅନ୍ତୁ ତାପରେ ଆପଣାକୁ ଚୂନ ଦରକାର ହେବ ଆପଣଙ୍କୁ ଗୋଟି ଚାଉଳ ସର୍ଦୁସ୍ୟ ଟିକେ ଚୂନ ନେବାକୁ ହେବ ପାନ ଦୋକାନ ରେ ଚୂନ ବହୁତ ସହଜରେ ମିଳିଯିବ | କିନ୍ତୁ ଗୋଟିଏ କଥାରେ ଧନ୍ୟ ରଖିବେ ଶରୀର ପାଇଁ ପାନରେ ଯେଉଁ କଢ଼ା ମସଲା ବେବହାର କରାଯାଏ ତାହା ହାନି କାରକ ହାଇଥାଏ ପାନରେ ବେବହାର ହେଉଥିବା ଚୂନ ଶରୀର ପାଇଁ ବହୁତ ଶୁଭ ହୋଇଥାଏ |

ଆପଣ ଗୋଟିଏ ପାନ ପତ୍ର ନିଅନ୍ତୁ ସେଥିରେ ଚାଉଳ ଦାନା ସଦୃଶ୍ୟ ଚୂନ ଲଗାନ୍ତୁ ଧୀରେ ଧୀରେ ଏହାକୁ ଚୋବାଇ ଖାଇ କି ଢ଼ୋକି ନିଅନ୍ତୁ ଏହାର ପ୍ରୟାଗ ପ୍ରତିଦିନ ନକରି ଦିନେ ଛଡା ଦିନେ କରନ୍ତୁ ଅର୍ଥାତ ମାସକରେ 18 ଦିନ କରନ୍ତୁ | ଧ୍ୟାନ ରଖିବେ ଏହାକୁ ଏକ ମାସରୁ ଅଧିକ ପ୍ରୟାଗ କରିବେ ନାହିଁ ଏହା ବହୁତ ଚମତ୍କାରୀ ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.