Breaking News

Janiba Katha: ଆଣ୍ଠୁଗଣ୍ଠି ବିନ୍ଧା,ଅଣ୍ଟାବିନ୍ଧା,ହାତବିନ୍ଧା ଗୋଟେ ରାତିରେ ଭଲ ହେବ, କରନ୍ତୁ ଏହି ଘରୋଇ ଉପାୟ…

ହେଲୋ ଫ୍ରେଣ୍ଡ୍ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଏମିତି ଏକ ସାଧାରଣ ସମସ୍ୟା ହୋଇଗଲାଣି ଯାହା ଫଳରେ ବଡଠୁ ଆରମ୍ଭ କରି ଛୋଟ ପିଲାଙ୍କର ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଅଛି । ଆଣ୍ଠୁ ଗଣ୍ଠି ବିନ୍ଧିବାର ଅନେକ ପ୍ରକାରର କାରଣ ହୋଇଥାଏ କିନ୍ତୁ ଆଜି ଆମେ ଜାଣିବା ସେହି ଆଣ୍ଠୁ ଗଣ୍ଠି ବିନ୍ଧାକୁ କିପରି ଦୂର କରିବେ ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ଘରେଇ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା କୁ ସବୁ ଦିନ ପାଇଁ ଦୂର କରି ପାରିବେ ।

ଏହି ଉପଚାର କୁ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଟିର ଆବଶ୍ୟକ ପଡ଼ିବ ତାହା ହେଉଛି ପିଆଜ ଯଦି ଆପଣଙ୍କର ଦୁଇଟି ଜାଙ୍କ ଆଣ୍ଠୁ ବିନ୍ଧୁଅଛି ତେବେ ଆପଣ ଦୁଇଟି ପିଆଜର ପ୍ରୟୋଗ କରନ୍ତୁ ଯଦି ଆପଣଙ୍କର ଗୋଟିଏ ଆଣ୍ଠୁ ବିନ୍ଧୁଛି ତେବେ ଆପଣ ଗୋଟିଏ ପିଆଜର ପ୍ରୟୋଗ କରନ୍ତୁ ପ୍ରଥମେ ପିଆଜରୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ ଓ ଏହାକୁ କୁଟି ଦେଇ ତାକୁ ଏକ ପାତ୍ର କୁ କାଢି ଦିଅନ୍ତୁ |

ଏଥିରେ ଆସୁ କିଛି ଜିନିଷ ମିଶାଇବା ଏଥିରେ ମେଥିକୁ ଗୁଣ୍ଡ କରି ଆପଣ ଏଥିରେ ଏକ ଚାମଚ୍ ମେଥି ଗୁଣ୍ଡ ମିଶାଇ ପାରିବେ ଏକ ଚାମଚ୍ ମେଥି ଗୁଣ୍ଡ ଏଥିରେ ମିଶାନ୍ତୁ ତୃତୀୟରେ ଏଥିରେ ମିଶାନ୍ତୁ ସୁଣ୍ଠି ପାଉଡର ଏକ ଚାମଚ୍ ସୁଣ୍ଠି ପାଉଡର ଆପଣ ଏଥିରେ ମିଶାନ୍ତୁ ସୁଣ୍ଠି ଆପଣଙ୍କୁ କୌଣସି ବି ପୁଟୁଳି ବଣିଆ ଦୋକାନ ରୁ ବୋହୁତ ସହଜରେ ମିଳି ଯିବ ସେଠାରୁ ସୁଣ୍ଠି ଆଣି ଗୁଣ୍ଡ କରି ଏଥିରେ ମିଶାନ୍ତୁ ।

ଚତୁର୍ଥ ସାମଗ୍ରୀ ଏଥିରେ ମିଶାଇବା ହଳଦୀ ଗୁଣ୍ଡ ଏହା ଆପଣଙ୍କର ରୋଷେଇ ଘରୁ ମିଳିଯିବ ହଳଦୀ ଗୁଣ୍ଡ ଅଧା ଚାମଚ୍ ଆପଣ ଏଥିରେ ମିଶାନ୍ତୁ ପଞ୍ଚମ ସାମଗ୍ରୀ ଏଥିରେ ମିଶାଇବା ତାହା ହେଉଛି ଜଡ଼ା ତେଲ ବା ଯାହାକୁ ଆମେ କ୍ୟାଷ୍ଟର ଅଏଲ କହିଥାଉ ଆପଣ ଏଥିରେ ଏକ ଚାମଚ୍ ଜଡ଼ା ତେଲର ପ୍ରୟୋଗ କରନ୍ତୁ ଓ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏହା ପରେ ଆପଣଙ୍କୁ ଆବଶ୍ୟକ ପଡ଼ିବ ଗହମ ଅଟା ଚରି ଚାମଚ୍ ନେଇ ଯେମିତି ଅଟା ଗୁଳା ତିଆରି ହୁଏ ସେହି ପରି ଅଳ୍ପ ପାଣି ଦେଇ ଅଟା ଚକୁଟି ଗୁଳା ପ୍ରସ୍ତୁତି କରନ୍ତି । ଏହା ପରେ ଗ୍ୟାସ ଉପରେ ଏକ ତାୱା ରଖି ଅଟା ଗୁଳାକୁ ହାତରେ ରୁଟି କରି ଅଳ୍ପ ଗରମ କରନ୍ତି ଏହା ପରେ ଯେଉଁ ମିଶ୍ରଣ ପ୍ରସ୍ତୁତ ହୋଇ ରହିଥିଲା ତାହାକୁ ହାଲୁକା ଗରମ କରି ନିଅନ୍ତୁ ।

ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବେ ପ୍ରଥମେ ଆପଣ ସେହି ମିଶ୍ରଣକୁ ହାତରେ ନେଇ ପିଠା ଭଳି କରି ଆପଣଙ୍କର ଆଣ୍ଠୁ ଯେଉଁ ଜାଗାରେ ବିନ୍ଧୁ ଅଛି ଏଠାରେ ଲଗେଇ ଦିଅନ୍ତୁ ଏବଂ ପୂର୍ବରୁ ତିଆରି କରି ରଖିଥିବା ରୁଟି କୁ ତାହା ଉପରେ ଲଗେଇ ଏକ ସୂତା କପଡା ସାହାଯ୍ୟରେ ଏହାକୁ ବାନ୍ଧି ଦିଅନ୍ତୁ ଏହା ଆପଣ ରୋଇବା ପୂର୍ବରୁ ରାତିରେ କରିବେ ଏବଂ ଏହାକୁ ରାତି ସାରା ରହିବାକୁ ଦିଅନ୍ତୁ । ଏହାର ପ୍ରୟୋଗ କେବଳ 15 ଦିନ କରିବେ ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଯିବ ଆପଣ ନିହାତି ଥରେ ଏହାକୁ ବ୍ୟବହାର କରନ୍ତୁ

About odisha news

Check Also

ଚନ୍ଦା ମୁଣ୍ଡରେବି ଉଠିବ (ବାଳ) କେଶ ଝଡ଼ିବା ସମସ୍ୟା ଦୂର ହେବ, ପ୍ରତି ଦିନ କରନ୍ତୁ ଏହି କାମ ଦେଖିବେ ଆପଣଙ୍କର ଫୁଣି ଉଠିବ ନୂଆ କେଶ !

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକ ଚନ୍ଦା ହେଇ ଯାଉଛନ୍ତି | ବନ୍ଧୁଗଣ ସମୟ ପୂର୍ବରୁ ଯେଉଁ ଲୋକ ମାନେ …

Leave a Reply

Your email address will not be published.