Breaking News

ଏହି ଉପାୟ କୁ ଆପଣାଇ ପାଆନ୍ତୁ ଆଣ୍ଟୁଗଣ୍ଠି ବିନ୍ଧା,ଅଣ୍ଟା ବିନ୍ଧା,ହାତଗୋଡ ବିନ୍ଧା ରୁ ମୁକ୍ତି . . .

ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ମାନେ ଜାଣିଥିବେ ଆମ ଆଖପାଖ ରେ ପ୍ରାୟ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀ ରେ କଷ୍ଟ ଭଳି ଆଦି ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବନ୍ଧୁଗଣ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ମାନେ ନିଜର ଆଣ୍ଠୁ ଗଣ୍ଠି ବ୍ୟଥା ବା ଅଣ୍ଟା ବ୍ୟଥା ଆଦି ସମସ୍ତ ପ୍ରକାରର ସମସ୍ଯାକୁ ସଂପୂର୍ଣ୍ଣ ଜଡରୁ ଦୂର କରିପାରିବେ ।


ଏହା ହେଉଛି ଏକ ପ୍ରକାରର ଘରୋଇ ଉପାୟ ଯାହାକୁ ଶିଖି ଆପଣ ମାନେ ବହୁତ ସହଜରେ ନିଜ ଘରେ ମଧ୍ୟ ବନେଇ ପାରିବେ ଓ ଏଥିପାଇଁ ଆପଣଙ୍କର ଅଧିକ ଟଙ୍କା ମଧ୍ୟ ଖର୍ଚ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣଙ୍କ ଅରଖ ଗଛର ଆବଶ୍ୟକତା ରହିଛି, ଯାହା ଆପଣଙ୍କୁ ନିଜ ଘର ପାଖରେ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ଏହି ଗଛର ବହୁତ ଔଷଧୀୟ ଗୁଣ ରହିଛି, ଯାହା ବହୁତ ମାରାତ୍ମକ ରୋଗ ଆଦିକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ଆପଣ ଅରଖ ଗଛର ୧୫ଟି ଫୁଲ ନିଅନ୍ତୁ ଓ ଏକ ପାତ୍ରରେ ଅଳ୍ପ ପାଣି ନିଅନ୍ତୁ ।


ଏହାପରେ ଆପଣ ଏକ ପାତ୍ର ଗ୍ଯାସ ଚୁଲାରେ ବସେଇ ଦିଅନ୍ତୁ ଓ ଏଥିରେ ସେହି ପାତ୍ରରେ ଥିବା ପାଣିକୁ ରଖି ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ସେହି ଅରଖ ଫୁଲକୁ ଗରମ ପାଣିରେ ପକାଇ ଦିଅନ୍ତୁ । କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଆପଣ ଏହି ଫୁଲକୁ ଗରମ କରନ୍ତୁ । ଏହାପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହି ଫୁଲକୁ ପାଣିରୁ ଅଲଗା କରିଦିଅନ୍ତୁ ।


ବନ୍ଧୁଗଣ ଆପଣଙ୍କର ଯେଉଁ ମାଂସ ପେଶୀ ବା ଶରୀରର ଯେଉଁ ସ୍ଥାନରେ ବିନ୍ଧା ହେଉଥିବ ସେହି ସ୍ଥାନରେ ଏହି ଗରମ ପାଣିକୁ ଅଳ୍ପ ଉଷୁମ ଥିବା ସମୟରେ ପକାନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଅରଖ ଗଛର ଦୁଇଟି ପତ୍ରକୁ ନେଇ ରାଶି ତେଲର ସହାୟତାରେ ତାୱାରେ ଗରମ କରନ୍ତୁ । ୧୦ ମିନିଟ ଧିମା ଆଞ୍ଚରେ ଗରମ କରିବା ପରେ ଆପଣ ଏକ କାପ୍ଡା ଦ୍ଵାରା ନିଜର ଗଣ୍ଠି ବା ମାଂସ ପେଶି ସ୍ଥାନରେ ଏହି ପତ୍ରକୁ ଲଗାଇ ବାନ୍ଧି ଦିଅନ୍ତୁ । ମାତ୍ର ୧୦ ମିନିଟରେ ଆପଣଙ୍କୁ ଆରମ ମିଳିଯିବ ।

ବନ୍ଧୁଗଣ ଏହି ଉପଚାରକୁ ଥରେ ପ୍ରୟୋଗ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା ଓ ମାଂସ ପେଶୀରେ ହେଉଥିବା ସମସ୍ତ କଷ୍ଟ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *