Breaking News

ଅଣ୍ଡା ଖାଇବା ପାପ କି ? ଶାସ୍ତ୍ରରେ କଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା …

ଦର୍ଶକବନ୍ଧୁ ବହୁତ ଲୋକ ବହୁତ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ଆଉ ତାଙ୍କର ମୁତାବକ ଅନେକ ପୁଷ୍ଟି କର ହୋଇଥାଏ | କଣ ଆପଣଙ୍କୁ ଜଣ ଅଛି ଅଣ୍ଡା ଖାଇବା ଦ୍ୱାରା ଆପଣ ଏକ ବଡ ପାପର ଭାଗ୍ୟ ଧାର ହୋଇପାରନ୍ତି | ଆପଣଙ୍କ ମନରେ ଉଠୁଥିବ ଯେ ଅଣ୍ଡା ଖାଇବା ଦ୍ୱାରା ପାପ ସହିତ କଣ ସମ୍ପର୍କ ଅଛି ଅଣ୍ଡା ଖାଇବା ଦ୍ୱାରା କଣ କହିଛନ୍ତି ଧର୍ମ ଗ୍ରନ୍ଥ | ବନ୍ଧୁଗଣ ଆମର ଖାଦ୍ୟ ଖାଇବାର ଆମର ବିଚାର ଅନେକ ପ୍ରଭାବ ପଡିଥାଏ ଆମର ଗୁରୁଜନ ମଧ୍ୟ କହୁଛନ୍ତି | ଯେମିତି ଖାଇବା ଅର୍ଣ୍ଣ ସେମିତି ରହିବ ମନ ଆଜିକାଲି ମଣିଷ ମାନେ ଅଣ୍ଡା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି |

ଧାର୍ମିକ ଦୃଷ୍ଟିରୁ ଅଣ୍ଡାକୁ ଦେଖିଲେ ଅଣ୍ଡା ମାଂସାହାରୀ ଶ୍ରେଣୀରେ ଆସିଥାଏ କାରଣ ଆଗକୁ ଯାଇ ସେହି ଅଣ୍ଡର ଏକ ନୂଆ ଯିବା ଉତୁପର୍ଣ୍ଣ ହୋଇଥାଏ ଶ୍ରିମତ ଭଗବତ 17 ଅଧୟାରେ ଆହାରକୁ 3ଟି ଶ୍ରେଣୀରେ ବିଭକ୍ତି କରାଯାଇଛି ସ୍ଵାତିକି ରାଷିକି ଓ ତୃତୀୟଟି ତାମସୀକି ସ୍ଵାତିକି ଖାଦ୍ୟ ଖାଇବା ଦ୍ୱାରା ଆମ ମନ ସମ୍ପୂର୍ଣ ସୁଦ୍ଧା ଓ ନିସ୍ଟାଲ ରହିଥାଏ ଏମିତି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ମନରେ ଶାନ୍ତି ମିଳିଥାଏ କାରଣ ଏହି ଖାଦ୍ୟ ଶରୀର ଓ ମାତିଷ୍କ ପେରିତ କରିଥାଏ କିନ୍ତୁ ଏହାକୁ ଅତ୍ୟଧିକ ସେବା କଲେ ଶରୀରରେ ଅତି ସକ୍ରିୟତା କରନ୍ତା କ୍ରୋଧ ଚିଡି ଚିଡ଼ା ପନ ଓ ଅନିଦ୍ରା ଇତ୍ୟାଦି ଆସିଥାଏ |

ଆଉ ରାଷିକି ଖାଦ୍ୟର କଥା ହେଲେ ଏହା ଏକ ଏପରି ଖାଦ୍ୟ ହୋଇଥାଏ ଯାହାକୁ ଖାଇବା ପରେ ଶରୀର ଓ ମନ ସୁସ୍ତ ହୋଇଥାଏ | ଏଠାରେ କୁହାଯାଇଅଛି ଯେ ଯଦି କିଏ ଭୁଲୁରେ ଭୋଜନ କରିଥାଏ ସେ ମହା ପାପି ହୋଇଥାଏ କାରଣ ସେ ଜୀବକୁ ଧରା ପୁଷ୍ଟରେ ଆସିବା ପୂର୍ବରୁ ତାକୁ ମାରି ଦେଇଥାଏ ସେହି ପ୍ରକାରର ଅଣ୍ଡା ସେହି ଅବସ୍ତାରେ ଜୀବନ୍ତ ଥାଏ ଆଉ ଜୀବର ହତ୍ୟା ମହାପାପ ଅଟେ |

ଆମର ହିନ୍ଦୁ ଧର୍ମରେ ଛୋଟରୁ ଛୋଟ ଯିବ ମାରିବା ମନା କରାଯାଇଅଛି ଯଦି ଆପଣ କେବେ ଅଜାଣତରେ ଭୁଲୁ ବଶତଃ କୌଣସି ଛୋଟ ଯିବ ଆମ ଦ୍ୱାରା ମରି ଯାଏ ଆମେ ପ୍ରଭୁଙ୍କୁ ସ୍ମରଣ କରି ତୁରନ୍ତ ଖେମା ମାଗିଆବ ଦରକାର ଅଛି ଆମେ କାହାରି ଜୀବନକୁ ନେବା ଆମର ଅଧିକାର ନାହିଁ | ବନ୍ଧୁଗଣ ଆପଣ ମାନେ କେବେ ଦେଖିଥିବେ ସାଧୁ ଶାନ୍ତ ଚାଲୁଥିଲା ବେଳେ ମଝିରେ ମଝିରେ ଧରା ପୁଷ୍ଟକୁ ଦେଖି ଚଳୁଥାନ୍ତି କାରଣ ତାଙ୍କର ପାଦ ତଳେ କୌଣସି ଜୀବ ନଆସିଯାଉ ଯଦି ଅଜାଣତରେ କୌଣସି ଜୀବ ଆସିଯାଏ ତେବେ ସେ ପ୍ରସ୍ତ୍ୟତାପ କରି ତୁରନ୍ତ ପ୍ରଭୁଙ୍କୁ ଖେମା ପର୍ଥନା କରନ୍ତି |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.