Breaking News

ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ହେଛିକି କରନ୍ତୁ ଏହି ଉପାୟ ସବୁଦିନ ପାଇଁ ଭଲ ହୋଇଯିବ !

ବନ୍ଧୁଗଣ ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏକ ଚମତ କର ଘେରେଇ ଉପଚାର ନେଇଆସିଛି ଯାହାର ପ୍ରୟଗ କରି ଆପଣଙ୍କ ଶରୀରର ସମସ୍ତ କଷ୍ଟ ଦୂର କରିପାରିବେ ସେ ହାତର କଷ୍ଟ ହେଇଥାଉ କିମ୍ବା ମାଂସ ପେଶୀର କଷ୍ଟ କେବଳ 15 ଦିନରେ ଏହା ଆପଣଙ୍କ କଷ୍ଟରୁ ମୂଳରୁ ଶେଷ କରିଦେବ | ବନ୍ଧୁଗଣ ଏଥିପାଇଁ ଆପାଣଙ୍କୁ ଅରଖ ଗଛର ଆବଶକ୍ୟ ପଡିବ ଯଦି ଅରଖ ଗଛର ପପ୍ରୟଗ ବିଷୟରେ କହିବି ଏହା ବହୁତ ପ୍ରଚୀନ କାଳର ବେବହାର ହୋଇଥାଏ ବନ୍ଧୁଗଣ ଏହି ଗଛ ସୂର୍ଯ୍ୟର ତେଜ ସହିତ ବଢିଥାଏ ଆଉ ପ୍ରଭାବ କାମ ହୋଇ ଥାଏ ଏହାର ଗୁଣ କାମ ହୋଇଥାଏ |

ଏହି ଗଛ ଆପଣଙ୍କୁ ମିଳିଯିବ ଆପଣ ଏହି ଗଛର ପ୍ରୟଗ ଆକରି ଆପାନ ବହୁତ ଅଳ୍ପ ସମୟ ଭିତରେ ଆପଣଙ୍କର ଆଣ୍ଠୁ ଗାଣ୍ଡି ବିନ୍ଧା ଗୋଇଠି କଷ୍ଟ କମର କଷ୍ଟ ସମସ୍ତ ପ୍ରକାରର ମାଂସ ପେଷିୟ କଷ୍ଟ ହାଡ଼ କଷ୍ଟ ଦୂର କରିପାରିବେ | ଏହା ଭିତରେ ଏମିତି କିଛି ଗୁଣ ଅଛି ଯାହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ ସେହି ଗୁଣ ସହାୟତାରେ ଆପଣଙ୍କ ଶରୀର ଏହି ସବୁ କଷ୍ଟକୁ ନିବାରଣ କରିଥାଏ | ଏହି ଅରଖରେ କିଛି ସାବଧାନ ରହିଛି ବନ୍ଧୁଗଣ ଏହି ଗଛରୁ ବାହାରୁ ଥିବା କ୍ଷୀର ଯଦି ଅପାଙ୍କ ଆଖି ସା ପଡେ ତାହାଲେ ଆପାନ ଅନ୍ଧ ହୋଇପାରନ୍ତି | ଏହାକୁ କରିଲା ବେଳେ ସାବଧାନ ନିହାତି ଅବଲମ୍ବନ କରନ୍ତୁ |

ସର୍ବ ପ୍ରଥମେ ଆମେ ଆରମ୍ଭ କରିବା ଗୋଇଠିର ବିଷୟରେ | ଏଥିପାଇଁ ଆପଣଙ୍କୁ ଅରଖ ଗଛର ଫୁଲ ଆବଶକ୍ୟ ପଡିବ ବନ୍ଧୁଗଣ ଆପଣକୁ 15 ଟି ଅରଖ ଫୁଲର ଅବଶକ୍ୟତା ପଡିବ ଏବଂ ତାହାକୁ ଏକ ତାଟିଆ ପଣିଆରେ ଫୁଟାଇବାକୁ ହେବ ଏହାକୁ ଆପଣ 5ରୁ 7 ମିନିଟି ଗ୍ୟାସ ର୍ରେ ଫୁଟାନ୍ତୁ ନଭଃଲା ଭାବରେ ଫୁଟାନ୍ତୁ ଏହାକୁ ହାଲୁକା ଉଷୁମୁ ହେବାକୁ ଛାଡି ଦିଅନ୍ତୁ ପାଣି ହାଲୁକା ଉଷୁମୁ ଥିଲା ବେଳେ ଫୁଲ ଗୁଡାକୁ କାଢି ଦିଅନ୍ତୁ | ତେବେ ଏହି ପାଣି ଦ୍ୱାରା ଆପଣଙ୍କ ଗୋଡ଼ର ଯେଉଁ ଜାଗାରେ କଷ୍ଟ ହେଉଅଛି ସେହି ଯାଗାରେ ପାଣିରେ ଧୋଇ ଦିଅନ୍ତୁ |

ଏଥିପାଇଁ ଆପଣଙ୍କୁ ଅରଖ ପତ୍ର ଆବଶକ୍ୟତା ପଡିବ ଏବଂ ସୋରିଷ ତେଲର ଆବଶକ୍ୟତା ପଡିବ ଏହି ପତ୍ରକୁ ଆପଣଙ୍କୁ ଗରମ କରିବାକୁ ହେବ ଏବଂ ଏଥିରେ ବାକୁ ପଡିବ ଏଥିରେ ସୋରିଷ ତେଲ ଲଗେଇ ସେକି ବାକୁ ହେବ ପ୍ରଥମେ ଆପଣ ଗୋଟେ ତାୱା କୁ ଗ୍ୟାସରେ ବସାନ୍ତୁ ତାୱା ହାଲୁକା ଗରମ ହେଲା ପରେ ଏହି ଅରଖ ପତ୍ରକୁ ହାଲୁକା ଗ୍ରାମ କରିବକି ପଡିବ ବନ୍ଧୁଗଣ ଏହି ପତ୍ରକୁ ନିଜ ଗୋଇଠି ରେ ସୁତା କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ |

About odisha news

Check Also

ଥଣ୍ଡା ଜ୍ୱର କାଶ ବନ୍ଦନାକ ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ Upachara ଥରେ କରନ୍ତୁ ଉପଚାର 1 ଘଣ୍ଟାରେ ଆପଣଙ୍କ ଦେହ ହୋଇଯିବ ଭଲ, ବିଶ୍ୱାସ ହେଉନି ତ ଥରେ କରିକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଜଳ ବାୟୁର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ,କାଶ ବା କମ୍ଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ …

Leave a Reply

Your email address will not be published.