ଯେପରିକି ଆପଣ ମାନେ ଜାଣିଥିବେ ଯେ, ଆମ ବଲିଉଡ ଜଗତ ନିଜ ବହୁତ ଫେମସ କଳାକାର ମାନଙ୍କ ପାଇଁ ଦେଶ ବିଦେଶ ରେ ବହୁତ ଚର୍ଚ୍ଚିତ ଅଟେ, ବଲିଉଡ ଜଗତ ଆମ ଦୁନିଆ କୁ ଏପରି କଳାକାର ଦେଇଛି ଯାହାକୁ ଲୋକେ ଆଜିବି ସବୁବେଳେ ମନେ ପକାଉଛନ୍ତି । ବଲିଉଡ ଇନଡସ୍ଟ୍ରି ର ନମ୍ବର ୱାନ ଖଳନାୟକ ଅମ୍ରିଶ ପୁରୀଙ୍କୁ ଆପଣ ମାନେ ଜାଣିଥିବେ ତାଙ୍କ ଅଭିନୟ ଆଉ ଖଳନାୟକ ପାଇଁ ତାଙ୍କୁ ବହୁତ ଲୋକ ପସନ୍ଦ କରୁଥିଲେ ଆଉ ଯେଉଁ ଫିଲ୍ମରେ ତାଙ୍କୁ କାମ ମିଳୁଥିଲା ସେ ବହୁତ ନିଷ୍ଠା ସହ ତାକୁ କରୁଥିଲେ ।
ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସେ ପାକିସ୍ତାନ ରେ ଜନ୍ମ ଗ୍ରହଣ କରିଥିଲେ | ଆଜ୍ଞା ହଁ, ଅମ୍ରିଶ ପୁରିଙ୍କ ଜନ୍ମ ପାକିସ୍ତାନ ଲାହୋର ରେ ହୋଇଥିଲା ଆଉ ଭାରତ ପାକିସ୍ତାନ ବଣ୍ଟା ହବା ପରେ ତାଙ୍କ ପରିବାର ଭାରତରେ ଆସି ରହି ଯାଇଥିଲେ । ଅମ୍ରିଶ ପୂରୀଙ୍କ ଅଭିନୟ ଯେତେ ଖଳନାୟକ ଭଳି ଥିଲା ଅସଲ ଜୀବନରେ ସେ ସେତେ ଭଲ ବ୍ୟକ୍ତି ଥିଲେ ।
ଅମ୍ରିଶ ପୂରିଙ୍କ ଜନ୍ମ ସ୍ଥାନ ଲୋକେ କେବେ ଭାବି ନଥିଲେ ଜେ ତାଙ୍କ ଜୀବନରେ ଏମିତି ମଧ୍ୟ ସ୍ଥାନ ଆସିବ ଯେତେବେଳେ ସେ ବଲିଉଡ ଜଗତର ଜୀବନ ହୋଇଯିବେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଲା ଯେ ଗୋଟେ ଟାଇମ ଏମିତି ଆସିଲା ଯେତେବେଳେ ତାଙ୍କ ଫିସ କୋଟିଏ ଟଙ୍କା ହୋଇଥିଲା କିନ୍ତୁ ସେତେବେଳେ ବି ସେ ବହୁତ ଭଲ ଲୋକ ଥିଲେ ଚିହ୍ନା ଥିବା ଲୋକଙ୍କ ପାଇଁ ସେ ତାଙ୍କ ଫିସ କମ ମଧ୍ୟ କରି ଦେଉଥିଲେ।
ଅମ୍ରିଶ ପୁରୀଙ୍କ ଅଭିନୟ ଯେତେ ଭଲ ଥିଲା ତାଙ୍କ ପୁଅ ରାଜୀବ ପୁରୀ ଅଭିନୟ ଦୁନିଆରେ ବିଶେଷ କିଛି କରି ପାରିଲେ ନାହିଁ । ରାଜୀବ ପୁରିଙ୍କୁ କ୍ୟାମେରା ଆଗକୁ ଆସିବାର ବିଶେଷ କିଛି ଇଛା ନଥିଲା ଯାହା ଦ୍ଵାରା ସେ କିଛି ଭଲ ପ୍ରସିଦ୍ଧି ପାଇ ନଥିଲେ ।
ତେବେ ଆମ୍ରିଶ୍ ପିରୀଙ୍କ ନାତି ଦେଖିବାକୁ ବହୁତ ସୁନ୍ଦର ଅଛନ୍ତି ତାଙ୍କ ନାମ ବରଦାନ ପୁରି ଅଟେ । ବରଦାନ ୯୦ ଠାରୁ ଅଧିକ ଜାଗାରେ କାମ କରିଛନ୍ତି ଆଉ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ପସନ୍ଦ ମଧ୍ୟ ଆସିଛି କିନ୍ତୁ କ୍ୟାମେରା ଆଉ ରିଲ ଉପରେ ତାଙ୍କ ପ୍ରଥମ ଅଭିନୟ ଆସିଛି ଯାହା ଏକସନ୍ ଆଉ ରୋମାନ୍ସ ର ଅଛି ଆପଣ ଦେଖିଲେ ମଧ୍ୟ କହିବେ ଯେ ବହୁତ ଭଲ ଅଭିନୟ ହେଇଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ