Breaking News

ଆମେରିକାରେ Sabyasachi ଙ୍କର ଏଲିନା ଏମିତି ଅବସ୍ଥା କଲେ, ସବ୍ୟସାଚୀଙ୍କୁ ପିଟିଲେ ଏଲିନା ତାପରେ ଅର୍ଚ୍ଚିତା ପ୍ରତିକ୍ରିୟା କଣ ଦେଖନ୍ତି…. Video

ନମସ୍କାର ବନ୍ଧୁଗଣ ଆମେରିକାରେ ସବ୍ୟସାଚୀଙ୍କୁ ଏଲିନା ଅବସ୍ଥା କଲେ ତେବେ ଏଲିନା ସବ୍ୟସାଚୀ ଙ୍କୁ ଏମିତି କାହିଁକି ଅବସ୍ତା କଲେ | ଆପଣ ମାନେ ନିହାତି ଜାଣିଥିବେ ଗତ କିଛି ଦିନ ହେବ ଆମେରିକାରେ ରହୁଛନ୍ତି ସବ୍ୟସାଚୀ ଏଲିନା ଏବଂ ଅର୍ଚିତା ଆମେରିକାରେ ଇଭେଣ୍ଟ କରିବା ସହିତ ସେଠାରେ ଦୀର୍ଘ ଦିନ ଧରି ରହିଯାଇଛନ୍ତି ସବ୍ୟସାଚୀ ଏଲିନା ଏବଂ ଅର୍ଚିତା |

ଆମେରିକାରେ ମସ୍ତି କରୁଛନ୍ତି ସବ୍ୟସାଚୀ ଓ ଏଲିନା ଓ ତାପରେ ଏଲିନା ଅର୍ଚ୍ଚିତାଙ୍କ ବହୁ ମଜା କରିବାର ନଜର ଆସିଛନ୍ତି ଦେଖିବାକୁ ମିଳୁଛି ସବ୍ୟସାଚୀ ଏଲିନା ଏବଂ ଅର୍ଚିତା ନିର୍ମାଣ ସରିଥିବା ଏହି ଚିତ୍ର ଖୁବୁ ଶୀଘ୍ର ମୁକ୍ତି ଲାଭ କରିବ ଓଡ଼ିଆ ଚଳଚିତ୍ରର ସୁପର ଷ୍ଟାର ସବ୍ୟସାଚୀ ନୂଆ ଓଡ଼ିଆ ଚାଳଚିତ୍ରରେ ନାୟକ ଏବଂ ଟଙ୍କା ବିପକ୍ଷରେ ନାଇକା ସାଜିବେ ଏଲିନା |

ଏହି ଚଳଚିତ୍ରରେ ନେଦେଶନା ଦେଇଛନ୍ତି ଚିଣ୍ଟୁ ଏବଂ ସଂଗୀତ ନିଦେଶନା ଦେଇଛନ୍ତି ବିଭୁତି ଗଡ଼ନାୟକ | ଆସିବାକୁ ଯାଉଛି ଆଉ ଏକ ଚଳଚିତ୍ର ଗୋଟେ ଥିଲା ରାଜା ଏଥିରେ ସ୍ତିତି ପ୍ରଜ୍ଞା ନାଇକା ଏବଂ ବାବୁସାନ ନାୟକ ସାଜିଛନ୍ତି | ତେବେ ଏହି ଫୋଟ ଯୋଉ ଆପଣ ମାନେ ଦେଖୁଛନ୍ତି ଏଇ କୌଣସି ରିଏଲ ଲାଇଫି କଥା |

ଓଲିଉଡର ସୁପର ଷ୍ଟାର ସବ୍ୟସାଚୀ ଏଲିନାଙ୍କୁ ନେଇ ଆସିବାକୁ ଯାଉଛି ଓସିଏ ନୂଆ ଚଳଚିତ୍ର ଏହି ଚଳଚିତ୍ର ନ ପ୍ରକାଶ କରାଯାଇ ନାହିଁ | ଫ୍ରେଣ୍ଡ ଆପଣ ମାନଙ୍କୁ ସବ୍ୟସାଚୀ ଅର୍ଚ୍ଚିତା ଓ ଏଲିନା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.