Breaking News

ଆମେରିକାରେ ରହି ଅର୍ଚ୍ଚିତା ଦେଲେ ବହୁତ ବଡ଼ ଖୁସି ଖବର, ମା ହେବ ପାଇଁ ଯାଉଛନ୍ତି Archita ସାହୁ….ଦେଖନ୍ତୁ ଏହି ବିଷୟରେ କଣ କହିଲେ ଡାକ୍ତର !

ନମସ୍କାର ବନ୍ଧୁଗଣ ମା ହେବ ପାଇଁ ଯାଉଛନ୍ତି ଓଲିଉଡ଼ର ଜବରଦସ୍ତ ଅଭିନେତ୍ରୀ ଅର୍ଚିତା ଏହି ଭଳି ଗୋଟେ ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ତ ଫ୍ରେଣ୍ଡସେ ଆହରି ଭିତରେ କଣ ରହିଛି ସମ୍ପୂର୍ଣ ବିବରଣୀ ଜଣାନ୍ତୁ |

ଫ୍ରେଣ୍ଡସେ ଆପଣ ମାନେ ଅର୍ଚ୍ଚିତା ସାହୁଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା 2005 ମସିହାରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମ କରିବା ଆରମ୍ଭ କରିଛନ୍ତି ତାହାଲେ ସୁଟିଙ୍ଗ ସେଟରୁ ଭଲ ପାଇ ସେ ସବ୍ୟସାଚୀ ଙ୍କୁ ସେ ବିବାହ କରିଥିଲେ ଆଉ ତାଙ୍କ ବାହାଘର ଗତ ବର୍ଷ ହୋଇଥିଲା ବର୍ତମାନେ ଦୁହେଁ ଏକାଠି ବହୁତ ଖୁସିରେ ରହୁଥିବାର ନଜର ଆସିଛନ୍ତି |

ଏହାରି ମଧ୍ୟରେ ହୋତେ ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି କି ମା ହେବାକୁ ଯାଉଛନ୍ତି ଅର୍ଚିତା | ଏହି ଖବରଟି ବାହାରକୁ ଆସିଲା ପରେ ସାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଖୁସିର ଲହରୀ ଖେଳି ଯାଇଛି ଏହାକୁ ସ୍ପଷ୍ଠତି କରିନାହାନ୍ତି ଅର୍ଚ୍ଚିତା ସାହୁ ଅର୍ଚ୍ଚିତା ଓ ସବ୍ୟସାଚୀ ବର୍ତମାନେ ସମୟରେ ଆମେରିକା ରେ ଛୁଟି ମନାଉଥିବାର ନଜର ଆସିଛନ୍ତି | ଗତ ଦିନ ମାନଙ୍କରେ ଗୋଟେ ଇଭେଣ୍ଟ ଯୋଗ ଦେବା ପାଇଁ ସେ ଆମେରିକା ଯାଇଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ |

ତାଙ୍କ ସହିତ ଏଲିନା ଓ ଅସୀମ ପଣ୍ଡା ମଧ୍ୟ ତାଙ୍କ ସହିତ ଯାଇଥିଲେ ଆମେରିକାରେ ସମସ୍ତେ ବହୁତ ମଜା ମସ୍ତି ଆସିଛନ୍ତି ଆଉ ଏହାରି ମଧ୍ୟରେ ଗୋଟେ ବହୁତ ବଡ଼ ଖୁସିର ଖବର ଶୁଣିବାକୁ ମିଳୁଛି ମା ହେବ ପାଇଁ ଯାଉଛନ୍ତି ଅର୍ଚ୍ଚିତା ଏହାକୁ ନେଇ ଏପର୍ଯ୍ୟନ୍ତ କିଛିବି ହେଲେ କହି ନାହାନ୍ତି | ହେଲେ ମାନଙ୍କରେ ଏହାରି ତଥ୍ୟ ନିଆଯାଉ ବୋଲି ଜଣ ପଡିବ ତେବେ ଫ୍ରେଣ୍ଡ ମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଯୋଡି କେମିତି ଲାଗେ ଆଉ ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ କମେଣ୍ଟ କରନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.