Breaking News

ଆମେରିକାରେ ସବ୍ୟସାଚୀ ଙ୍କୁ ଗିରଫ କଲା ପୋଲିସ୍….ଦେଖନ୍ତୁ କଣ ପାଇଁ sabyasachi ଙ୍କୁ ଆରେଷ୍ଟ କଲା ପୋଲିସ !

ଦର୍ଶକବନ୍ଧୁ ଓଡ଼ିଆ ହିରୋ ସବ୍ୟସାଚୀ ଙ୍କୁ ଗିରଫ କରିଛି ଆମେରିକା ପୋଲିସ ଫ୍ରେଣ୍ଡସ ଏହି ଭଳି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ରେ ଭାଇରଲ ହେବାରେ ଲାଗିଛି ତାହାଲେ ଏହା ପଛରେ କଣ ରହିଛି ସମ୍ପୂର୍ଣ କାହାଣୀ ଜାଣିରଖନ୍ତୁ |

ତ ଫ୍ରେଣ୍ଡସ ଓଲିଉଡର ଜବରଦସ୍ତ ଅଭିନେତା ସବ୍ୟସାଚୀ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଆଉ ସୁନ୍ଦର ଅଭିନେତା କରିବାରୁ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ଭୁତ ଅଧିକ ଭଲ ପାଇବା ଦେଇଥିଲେ | ତାହାଲେ ପ୍ରତିଦିନ ମାନଙ୍କରେ ସବ୍ୟସାଚୀ ତରଙ୍ଗ ଚେନାଲର ତରପରୁ ଆମେରିକା ଯାଇଥିଲେ | ଓ ତାଙ୍କ ସହିତ ଅର୍ଚିତା ଏଲିନା ଅସୀମ ପଣ୍ଡା ଓ ଯୋଗେଶ ଯୋଜ ମଧ୍ୟ ଯାଇଥିଲେ |

ଆମେରିକାରେ ସେ ଭୁତ ଧୁମ ଧାମରେ ବୁଲା ବୁଲୁଇ କରିଥିଲେ ଅର୍ଚିତା ଓ ସବ୍ୟସାଚୀ ଓ ଆମେରିକାର ଓଡ଼ିଆ ଲୋକ ମାନକୁ ବହୁତ ଅଧିକ ମଜା ଆସିଥିଲା ସମସ୍ତେ ଅର୍ଚିତାଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି | ତେବେ ଏହି ପାଟି ସରିଲା ପରେ ସବ୍ୟସାଚୀ ପୋଲିସ ମାନଙ୍କ ସହିତ ଫୋଟ ଉଠେଇ ଥିଲେ |

ବର୍ତମାନ ସମୟରେ ଏହି ଫୋଟ ସୋସିଆଲ ମିଡିଆରେ ବହୁ ସାରା ଭିରଲ ହୋଇଥିଲା ସବ୍ୟସାଚୀ ପୋଲିସ ମାନଙ୍କ ସହିତ ଫୋଟ ଉଠାଉଛନ୍ତି ଆଉ ଏହି ଫୋଟ କାରଣରୁ ସମସ୍ତେ ଭାବି ଛନ୍ତି ଅର୍ଚିଡ଼ ଆଉ ସବ୍ୟସାଚୀ ଙ୍କୁ ପୋଲିସ ଆରେଷ୍ଟ କରିଛନ୍ତି | ପ୍ରକୃତ ଘଟଣାଟି ଏହି ପୋଲିସ ମାନେ ମଧ୍ୟ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କର ବହୁତ ବଡ଼ ଫ୍ୟାନ ଅଟନ୍ତି ସେଥିପାଇଁ ସବ୍ୟସାଚୀ ସହିତ ଫୋଟ ଉଠାଇବାର ନଜର ଆସିଛନ୍ତି ଆମେରିକା ପୋଲିସ ତାହାଲେ ଫ୍ରେଣ୍ଡସ ଅର୍ଚିତା ଓ ସବ୍ୟସାଚି କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.