Breaking News

ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ଜିନିଷ ! ହୋଇଥାଏ ବଡ କ୍ଷତି

ଦର୍ଶକବନ୍ଧୁ ଆପଣ ମାନଙ୍କୁ ଆମ୍ବ ଖାଇବାକୁ ନିଶ୍ଚୟ ଭଲ ଲାଗୁଥିବ। ଆମ୍ବ ଏମିତି ଗୋଟିଏ ଫଳ ଯାହାର ବ୍ୟବହାର ଆମେ କଞ୍ଚା ଥିଲା ବେଳେ ବି କରିଥାଉ ପାଚିଲା ପରେ ବି କରିଥାଉ। ବିଶେଷ କରି ଝିଅ ମାନଙ୍କୁ କଞ୍ଚା ଆମ୍ବ ଖାଇବକୁ ବହୁତ ପସନ୍ଦ।କଞ୍ଚା ଲଙ୍କା ଲୁଣ ସାଙ୍ଗକୁ ଆମ୍ଭ ଶୁଣିଲେ କେତେଜଣଙ୍କ ପାଟିରେ ଲାଳ ଆସିଯାଉଥିବା। କିଛି ଲୋକଙ୍କ ଘରେ ଏହି କଞ୍ଚା ଆମ୍ବ କୁ ନେଇ ଆମ୍ବୁଲ କିମ୍ବା ଆଚାର ତିଆରି କରି ବର୍ଷ ବର୍ଷ ଧରି ରଖି ଖାଇଥାନ୍ତି। ଇଏତ ଗଲା କଞ୍ଚା ଆମ୍ବ। ଆମ୍ବ ପାଚିଲା ପରେ ବି ଖାଇବାକୁ ବହୁତ ସ୍ୱାଦିଷ୍ଟ। ବେସି କରି ଖରା ଦିନେ ଭାତ ଖାଇଲା ବେଳେ ଯଦି ଗୋଟିଏ ପାଚିଲା ଆମ୍ବ ହେଇଯିବ ତାହାଲେ ଆଉ କିଛି ତରକାରୀ ର ଆବଶ୍ୟକ ନାହିଁ।ଆଉ କିଛି ଜଣ ଏହି ପାଚି ଯାଇଥିବା ଆମ୍ବ କୁ ଯୁସ କରି ମଧ୍ୟ ପ୍ରତିଦିନ ପିଅନ୍ତି।

ଆହୁରି ମଧ୍ୟ ଆମ୍ବ କୁ ଫଳ ର ରାଜା ବି କୁହାଯାଏ।ଇଏ ତ ଗଲା ଆମ୍ବ ର ବ୍ୟବହାରୀ ତା ଏବେ ଆସନ୍ତୁ ଜାଣିବେ ଏହି ଫଳ କୁ ଖାଇଲା ପରେ ଏମିତି କେଉଁ କେଉଁ ଜିନିଷ କଲେ ଆମ ଶରୀରକୁ ହାନି ପହଞ୍ଚିଥାଏ। ତାହାଲେ ଆସନ୍ତୁ ଜାଣିବେ ସେଗୁଡିକ କଣ କଣ –
ପ୍ରଥମରେ ଆମ୍ବ ଖାଇଲା ପରେ ପାଣି ପିଇବା ଆଦୌ ଉଚିତ ନୁହେଁ କାରଣ ଆପଣ ଯଦି ଏହା ଖାଇ ସାରିଲା ପରେ ପାଣି ପିଇ ଦିଅନ୍ତି ତାହାଲେ ଆପଣଙ୍କ ଖାଦ୍ୟ ହଜମ ବା ପାଚନ ପ୍ରକ୍ରିୟା କୁ ଉପରେ ଏହା ପ୍ରଭାବ ପକାଇଥାଏ ହଜାଫଳରେ ଗ୍ୟାସ ,ଏସିଡିଟି, ବଦହଜମି ଆଦି ସମସ୍ୟା ଦେଖାଯାଇଥାଏ।

ଦ୍ୱିତୀୟରେ ଆମ୍ବ ଖାଇଲା ପରେ କୌଣସି ଟାଣ ଜାତୀୟ ଖାଦ୍ୟ ବିଲକୁଲ ଖାଅନ୍ତୁ ନାହିଁ କାରଣ ଆପଣ ଯଦି ଆମ୍ବ ଖାଇଲେ ପରେ କିଛି କଠିନ ଖାଦ୍ୟ ଖାଆନ୍ତି ତେବେ ଏହା ଆପଣଙ୍କର ଫୁସଫୁସ ଉପରେ ପ୍ରଭାବ ପକାଇଥାଏ। ଏମିତି ଯଦି ବହୁତ ଥର କରିନିଆନ୍ତି ତାହାଲେ ଦେହ ଖରାପ ହେବାର ବହୁତ ସମ୍ଭାବନା ରହିଥାଏ।

ତୃତୀୟରେ ଆମ୍ବ ଖାଇଲା ଆଦୌ ଖାଅନ୍ତୁ ନାହିଁ ମସଲା ଯୁକ୍ତ ଖାଦ୍ୟ ଏମିତି ଯଦି ସବୁଦିନ କରିବେ ପ୍ରାୟ କରିବେ ତାହାଲେ ପେଟ ଜନିତ ସମସ୍ୟା ବହୁତ ଦେଖାଯିବ। ଯେମିତିକି ପେଟ କାଟିବା ଦରଜ ହେବା ଏସିଡିଟି ଆଦି ଅନେକ ଅସୁବିଧା ହୋଇଥାଏ। ତେଣୁ ଏସବୁ ଠାରୁ ଦୁରେଇ ରୁହନ୍ତୁ।

ଚତୁର୍ଥରେ ଆମ୍ବ ଖାଇଲା ପରେ ଥଣ୍ଡା ପିଇଲେ ଏହା ଶରୀରକୁ ବହୁତ ମାତ୍ରାରେ କ୍ଷତି ପହଂଚାଇ ଥାଏ। ବିଶେଷ କରି ମଧୁମେହ ରୋଗୀ ମାନଙ୍କୁ ଏପରି କରିବା ବିଲକୁଲ ମନା କାରଣ ଏହା ସେମାନଙ୍କ ପାଇଁ ବିଷ ସାବ୍ୟସ୍ତ ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *