Breaking News

ଆମାଜନ ଜଙ୍ଗଲ ର ରହସ୍ୟ ଜାଣିଲା ପରେ ଆପଣଙ୍କ ଛାତି ଥରି ଉଠିବ

ଦର୍ଶକବନ୍ଧୁ ଆପଣ ମାନେ ତ ଆମାଜନ ଜଙ୍ଗଲ ବିଷୟରେ ଶୁଣିଥିବେ ଯଦି ଆମେ ପୃଥିବୀ ବିଷୟରେ କହିବା ତେବେ ଆମାଜନ ଜଙ୍ଗଲ ହେଉଛି ପୃଥିବୀର ହାଟ ଅର୍ଥାତ ପୃଥିବୀର 20 ପ୍ରତିଶତ ଅମ୍ଳଜାନ ଆମାଜନ ଜଙ୍ଗଲ ହିଁ ପ୍ରଡୁସୁ ହୋଇଥାଏ ଆସନ୍ତୁ ଜାଣିବା ଆମାଜନ ଜଙ୍ଗଲ ବିଷୟରେ କିଛି ରହସ୍ୟ | ଆମାଜନ ଜଙ୍ଗଲ ବିଶ୍ୱରେ ଗୋଟିଏ ନୁହେଁ ବରଂ 9 ଟି ଦେଶରେ ରହିଛି |

ଏହାର ଅଧିକ ଭାଗ ଵର୍ଜିଲିଂ 60 ପ୍ରତିଶତ ତେରୁରେ 13 ପ୍ରତିଶତ କଲମ୍ପିୟା 10 ପ୍ରତିଶତ ଏହା ପରେ ବି ଆହୁରି 5 ଟି ଦେଶରେ ମଧ୍ୟ ରହିଛି | ଏହା ସହ ଏଠାରେ ଥିବା ବୃକ୍ଷ ଗୁଡିକ ଅଧିକ ଲମ୍ବା ଏବଂ ଘନ ହୋଇଥାଏ ଫଳରେ ସୂର୍ଯ୍ୟଙ୍କ କିରଣ ମାଟିରେ ପଡେ ନାହିଁ ବିଶ୍ୱର 60 ପ୍ରତିଶତ ଅମ୍ଳଜାନ ଆମାଜନ ଜଙ୍ଗଲ ରୁ ହିଁ ମିଳିଥାଏ ଆପଣ ଜାଣିଛନ୍ତି କି ଏହି ଜଙ୍ଗଲ 5.5 ମିଲିଅନ ବର୍ଗରେ ଅବସ୍ତିତ ଯାହା ଆମ ଭାରତର କ୍ଷେତ୍ର ଫଳ ଠାରୁ ବି ଅଧିକ |

ଏଥିରୁ ଆପଣ ବୁଝି ପାରୁଥିବେ ଯେ ଏହା କେତେ ବଡ଼ ଜଙ୍ଗଲ ଯାହା ସାରା ପୃଥିବୀର 4 ପ୍ରତିଶତ ସ୍ଥାନରେ ରହିଛି ଏହାକୁ ବାଦେ ଦେଲେ ଆପଣ ଆଉ ଗୋଟେ କଥା ଜାଣିଛନ୍ତି କି ଆମାଜନ ନଦୀ ଦୁନିଆର ସବୁଠାରୁ ଦ୍ୱତୀୟ ବଡ଼ ନଦୀ ଦୁନିଆର 20 ପ୍ରତିଶତ ନଦୀ ଆମାଜନ ନଦୀରେ ହିଁ ମିଶିଥାଏ |

ଏହା ଛଡା ଆମାଜନ ଜଙ୍ଗଲ 17 ପ୍ରକାରର ଗଛ ରହିଥିଲା ବେଳେ 30000 ରୁ ଅଧିକ ପ୍ରଜାତିର କୀଟ ଦେଖା ଯାଆନ୍ତି ଆଉ ଆମାଜନ ନଦୀ ରେ 5000 ପ୍ରଜାତିର ମାଛ ରହିଥିବାର ଦେଖିବାକୁ ମିଳେ ହେଲେ ଏସବୁକୁ ବଡେ ଦେଲେ ଅପ ଆଉ ଗୋଟେ କଥା ଶୁଣି ଆଚାର୍ଯ୍ୟ ହୋଇଯିବେ ଏହି ଜଙ୍ଗଲ ରେ 3000 ପ୍ରଜାତିର ସ୍ପାଇଡର ଦେଖିବାକୁ ମିଳିଥାଏ |

ଆମାଜନ ଜଙ୍ଗଲ ରେ ମଧ୍ୟ 120 ପ୍ରକାର ପ୍ରଜାତିର ବିଷାକ୍ତ ବେଙ୍ଗ ମଧ୍ୟ ରହିଥାନ୍ତି ରଙ୍ଗ ବେରଙ୍ଗର ଏହି ବେଙ୍ଗ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି 10ଜଣ ଲୋକଙ୍କୁ ମରିବାର ଖେମତା ଗୋଟିଏ ବେଙ୍ଗ ଦେହରେ ହିଁ ରହିଥାଏ ସାଧାରଣତଃ ବର୍ଷା ଦିନରେ ବେଙ୍ଗ ମାନେ ଅଧିକ ମାତ୍ରାରେ ଦେଖା ଯାଆନ୍ତି ସେଥି ପାଇଁ ସ୍ଥାନୀୟ ଲୋକେ ଯଦି ଏହି ଜଙ୍ଗଲ କୁ ବୁଲିବାକୁ ଯାଆନ୍ତି ତେବେ ଏହି ବେଙ୍ଗକୁ ଦେଖିବା ମାତ୍ରେ ଦୁରେଇ ଯାଆନ୍ତୁ |

ଆପଣ ମାନେ ହଲିଉଡ଼ ଫିଲ୍ମ ରେ ଆନାକଣ୍ଡ ସାପ ଅନେକ ଥର ଦେଖିଥିବେ ସେମାନେ ଗୋଟିଏ ସ୍ଥାନରେ ମଣିଷକୁ ସିଧା ଗିଳି ଦେଉଥିବାର ଦେଖିଥିବେ ଏହା ରିଏଲରେ ଆମାଜନ ଜଙ୍ଗଲରେ ଏତେ ବଡ଼ ଆନାକଣ୍ଡ ଦେଖିବାକୁ ମିଳିନଥାଏ ସେଠାରେ ଥିବା ଆନାକଣ୍ଡ ସାପ ଲମ୍ୱ ପ୍ରାୟ 30ରୁ 40 ଫୁଟ ରହିଥାଏ ଏମାନେ ବିଷଧର ହୋଇନଥାନ୍ତି ସେମାନେ ଛୋଟ ବଡ଼ ଜୀବଙ୍କୁ ସିଧା ଆହାର ବନାଇଥାନ୍ତି ଆଉ ଯଦି କାହାକୁ ଆହାର କରିଥାନ୍ତି ସେମାନେ ମାସ ମାସ ପର୍ଯ୍ୟନ୍ତ ବିନା ଖାଇବାରେ ବଞ୍ଚି ପାରନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.