Breaking News

ଆମ ପ୍ରେମ ଦୁନିଆ ଦେଖିବ ତୋର ମୋର ଯୋଡି ସୁନ୍ଦର, ତୋର ଏ ବୁଢାଟା ୭ ଜନ୍ମ ଯାଏଁ ତୋ ସାଥିରେ ଏମିତି Rahib…. ଦେଖନ୍ତୁ ଏହି ଦୁଃଖ ଭରା କାହାଣୀ !

ଦର୍ଶକବନ୍ଧୁ ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ଲୋକଙ୍କ ମଧ୍ୟରେ ସେହ୍ନ ଭଲପାଇବା ଥାଏ ସେହି ଘରର ଲୋକ ମାନେ ପୃଥିବୀରେ ଥାଇ ମଧ୍ୟ ସର୍ଗ ସୁଖ ଲାଭ କରନ୍ତି ସମସ୍ତଙ୍କ ପ୍ରତି ସମସ୍ତଙ୍କର ସେହ୍ନ ଥିବା ଘରକୁ ବୈକୁଣ୍ଠ ସମାନ ବୋଲି କୁହାଯାଏ ଜୀବନ ବାଟରେ ଚାଲିବାପରେ ପଡି ଯାଉଯାଉ ଧରି ପକାଇଲେ ଇହେଉଛି ସ୍ତ୍ରୀ ଆଉ ଗୋଟେ ନାରୀ କୁ ସାରା ଜୀବନ ଭଲପାଇ ଯିଏ ସାହାରା ଦିଏ ସେ ହେଉଛି ସ୍ୱାମୀ | ସ୍ୱାମୀ ସ୍ତ୍ରୀର ସମ୍ପର୍କ ସଂସାରର ସବୁଠାରୁ ମଧୁର ସମ୍ପର୍କ ଠାରେ ଏଇ ସମ୍ପର୍କ ବାନ୍ଧି ହୋଇ ସାରିବା ପରେ କେବଳ ସେହି ଗୋଟେ ଜନ୍ମ ନୁହେଁ ସାତ ଜନ୍ମ ହୋଇଯାଏ ନିଜର |

ଜଣଙ୍କ ନାଁ ସହ ମନକୁ ମନ ଯୋଡି ହୋଇଯାଏ ଜଣଙ୍କ ନାଁ ମରିସାରିବା ପରେ ମଧ୍ୟ ଏହି ସମ୍ପର୍କ ସେଇମିତି ରହିଥାଏ ଆଉ ଜଣେ ମାରିବା ଯାଏଁ କୁହାଯାଏ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସବୁଠାରୁ ସହଜ ସବୁଠାରୁ ସରଳ ଫୁଣି ଏହା ସବୁଠାରୁ ଜଟିଳ ମଧ୍ୟ ଏହି ସମ୍ପର୍କ ଭିତରେ କିଛି ଲୁଚା ଚୋରା ନଥାଏ କିଛି ଗୋପନିଅତା ନଥାଏ ବିନା ବିଶ୍ୱାସ ବିନା ସନ୍ଦେହରେ ମନଖୋଲା ମନ କାଠ ପ୍ରକାଶ କରି ହୁଏ ଜଣକର ଦୁଃଖ ଆଉ ଜଣଙ୍କୁ ଲାଗେ ଜଣେ ସୁଖରେ ମଧ୍ୟ ଉଭୟଙ୍କର ସମାନ ଭାଗ ରହିଥାଏ ପରସ୍ପର ଯତ୍ନ ନେବା ଆଉ ଦରକାର ବେଳେ ସେବା କରିବା ଏହି ସମ୍ପର୍କର ସବୁଠାରୁ ଭଲ ଲକ୍ଷଣ |

ଆଜିର ଏହି ସ୍ୱାର୍ଥ ବାଦି ଅହଂକାରୀ ସମାଜରେ ସ୍ୱାମୀ ସ୍ତ୍ରୀଙ୍କର ଏହି ପବିତ୍ର ସମ୍ପର୍କ ଦିନକୁ ଦିନ ମାରି ମାରି ଯାଉଥିବା ବେଳେ ଏହି ଦୃଶ୍ୟ ସତରେ ଅତି ବିରଳ ଅତି ମନଲୋଭା ଭଲ ଭାବରେ ଦେହନ୍ତୁ ଏହାକୁ ଜଣେ ବୃଦ୍ଧ ମଉସା କେମିତି ମିଡ଼ିକାଲରେ ପଡିଥିବା ନିଜ ପ୍ରଣ ପ୍ରିୟ ପତ୍ନୀଙ୍କର ସେବା କରୁଛନ୍ତି | ତାଙ୍କର ଯତ୍ନ ନେଉଛନ୍ତି ତାଙ୍କ ଚୁଟିକୁ ହାତରେ ସଜାଇ ଦେଉଛନ୍ତି ସତରେ ଏମିତି ଦୃଶ୍ୟର ତୁଳନା ନାହିଁ | ଜାଇର ଯୁଗରେ ଏପରି ଦୃଶ୍ୟର ମୂଲ୍ୟ ଅତୁଳନୀୟ ଏହି ଦୃଶ୍ୟର ସୁନ୍ଦରତା ଶବ୍ଦରେ ବର୍ଣ୍ଣନା କରି ହେବନି |

ବୟସ ଗାଡି ଗଲା ପରେ ମଧ୍ୟ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା କମି ଯାଇନାହିଁ ବରଂ ଭଲପାଇବା ବାଡ଼ିଥିବାର ଏହେଉଛି ଦୃଶ୍ୟ | ଏହି ବୟସରେ ପରସ୍ପର ଠାରୁ କିଛି ପାଇବାର ସ୍ୱାର୍ଥ ନାହିଁ ତଥାପି ବିବାହ ବେଦିରେ କରିଥିବା ସପତକୁ ପାଳନ କରୁଛନ୍ତି ଆଜିର ଦିନରେ ପ୍ରେମ ମରି ମରି ଯାଉଥିଲା ବେଳେ ତାହା ଏହି ସମୟରେ ପ୍ରେମ ଭରା ଦୃଶ୍ୟ ସମାଜକୁ ବାଟ ଦେଖାଇବ | ଆଜିର ଯୁବ ପିଡି ମାନେ ପ୍ରେମ ସମ୍ପର୍କ ବାନ୍ଧି ହୋଇ ଦିନ କେଇଟା ଗଲା ପରେ ସ୍ୱାର୍ଥ ସରିଗଲା ପରେ ଭଲପାଇବା ସାରି ଯାଉଛି |

ଗୋଟେ ପରି ଗୋଟେ ସାଥି ପରିବର୍ତନ କରିଚାଲିଛନ୍ତି ଏହି ସ୍ୱାମୀ ସ୍ତ୍ରୀ ପ୍ରେମ ଭରା ଏହି ଦୃଶ୍ୟ ଆଜିର ଯୁବ ପୀଡ଼ିଙ୍କୁ କିଛ ଶିକ୍ଷା ଦେଉଛି ଦେହ ସର୍ବସ୍ୱ ଆଜିର ଏଇ ଦୁନିଆର ମନ ଓ ହୃଦୟର ମୂଲ୍ୟ ବୁଝୁଚି କିଏ ଆଜିର ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେମ କହିଲେ କେବେଳ ସୁନ୍ଦର ଶରୀର ସୁନ୍ଦର ଶରୀର ଥିବା ଯାଏଁ ଆଜିର ପ୍ରେମ ରହିଥାଏ ମନ ଓ ହୃଦୟର ପ୍ରେମକୁ ଏଠି ଅଣଦେଖା କରାଯାଏ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.