Breaking News

ଆସନ୍ତୁ , ଜାଣିବା ଆମ ଓଲିଉଡ ହୀରୋ ମାନଙ୍କର ପ୍ରକୃତ ସ୍ତ୍ରୀ କିଏ ??? . . .

ବନ୍ଧୁଗଣ ଆପଣମାନେ ତ ନିଶ୍ଚିନ୍ତ ଭାବରେ ଆମ ଓଲିଉଡ଼ ଇନଡସ୍ଟ୍ରି ବିଷୟରେ ଭଲଭାବରେ ଜାଣିଥିବେ |ଏବଂ ଓଡିଆ ଫିଲ୍ମ କୁ ମଧ୍ୟ ପସନ୍ଦ କରୁଥିବେ | ତେବେ ଆପଣମାନେ ମାନେ ଆମ ଓଲିଉଡ ହୀରୋ ସବ୍ୟସଚୀ, ଅରିନ୍ଦମ, ବାବୁଶାନ,ଆକାଶ ଏମିତିକି ସମସ୍ତଙ୍କୁ ଆପଣମାନେ ବେସ ଭଲଭାବେ ଜାଣିଥାନ୍ତି | ତେବେ କଣ ଆପଣମାନେ ଜାଣିଛନ୍ତି କି ରିୟଲ ଲାଇଫ ରେ ଏମାନଙ୍କର ପ୍ରକୃତ ସ୍ତ୍ରୀ କିଏ ??? ଯଦି ଜାଣିନାହାନ୍ତି ତେବେ ଆପଣମାନେ ଏହି ଆର୍ଟିକ୍ଲ କୁ ସମ୍ପୂର୍ଣ ଭାବେ ପଢନ୍ତୁ |

ତେବେ ଆମ ଲିଷ୍ଟରେ ପ୍ରଥମରେ ଆସୁଛନ୍ତି ଆପଣମାନଙ୍କର ପାଗଳପ୍ରେମୀ ସୁପରଷ୍ଟାର ସବ୍ୟସଚୀ | ସେ ସବ୍ୟସଚୀଙ୍କର ପ୍ରଥମ ସ୍ତ୍ରୀ ଥିଲେ ସୀମା ମିଶ୍ର |ତେବେ ଟଙ୍କାଶାହ ବିବାହର ୨ ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଥିଲା | ଏବଂ ସେ ବର୍ତ୍ତମାନ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି |

ଏହାପରେ ଆମ ଲିସ୍ଟରେ ଆସୁଛନ୍ତି ଅରିନ୍ଦମ ରୟ | ଯାହାକୁ ଆପଣମାନେ ପରସୁରମ ଭାବରେ ମଧ୍ୟ ନିଶ୍ଚୟ ଜାଣିଥିବେ | ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ରହିଛି ଅନୁପା ରୟ | ଏହା ପରେ ଆମ ଲିସ୍ଟରେ ତିନି ନମ୍ବର ରେ ଆସୁଛନ୍ତି ଶ୍ରୀତମ ଦାସ | ତେବେ ସେ ଯାହାକୁ ବିବାହ କରିଛନ୍ତି ତାଙ୍କର ନାମ ରହିଛି ପୁନମ ଦାସ |


ତେବେ ଏହାପରେ ଆମ ଲିସ୍ଟରେ ଚାରି ନମ୍ବର ରେ ଆସୁଛନ୍ତି ଆକାଶ ଦାସ | ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଶୁଭ୍ରଜ୍ଯୋତି | ତେବେ ଯାହା ସୂଚନା ରହିଛି ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ସମାଜସେବୀ |

 

ଏହାପରେ ଆସୁଛନ୍ତି ଓଲିଉଡ ଇନଡସ୍ଟ୍ରି ର କମେଡୀ କିଂ ହରି | ତେବେ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ମୋନାଲିସା ମହାପାତ୍ର |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *