Breaking News

ଆମ ଦେଶର ଏହି ଜାଗାରେ ୧ ବର୍ଷ ପାଇଁ ଭଡାରେ ମିଳନ୍ତି ସ୍ତ୍ରୀ, କେମିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆଜି ଆମେ କିଛି କଥା ବିଷୟରେ ଜଣେଇବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚଯ୍ୟ ହୋଇଯିବେ | ମହିଳା ମାନଙ୍କୁ ମାତା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ କିନ୍ତୁ ଆଜି କାଲି ମହିଳା ମାନେ ବହୁତ ଶୋଷଣର ଶିକାର ହେଉଛନ୍ତି | ଆଗରୁ ମଧ୍ୟ ଏମିତି ହେଉଥିଲା ବର୍ତ୍ତମନ ଆମର ଏତେ ଆଇନ ସୁବିଧା ଥାଇ ମଧ୍ୟ ଏହାକୁ ବନ୍ଦ କରାଯାଇପାରୁନାହିଁ |

ଆଜିବି ଆମ ଦେଶରେ ଖରାପ କାମ ହେଉଛି ଯାହାକୁ ପରିବର୍ତନ କରାଯାଇପାରୁନାହିଁ | ମହିଳା ମାନଙ୍କ ଶୋଷଣ ଆଜିବି ସେମିତି ହେଉଛି ଯେମିତି ଆଗରୁ ହେଉଥିଲା | ଦେଶର ମହିଳା ମାନଙ୍କର ସୁରକ୍ଷା ପାଇଁ ଅନେକ ଆଇନ ବହିରେ ମଧ୍ୟ ଉଲେଖ ହେଲେ ବର୍ତମାନ ମହିଳା ମାନଙ୍କୁ ଖରପ କାମ ପାଇଁ ଅଳ୍ପ କିଛି ଟଙ୍କାରେ ବିକି ଦିଆଯାଉଛି |

ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠିକି ମହିଳା ମାନଙ୍କୁ ଗୋଟିଏ ବର୍ଷ ପାଇଁ ନିଜର ସ୍ତ୍ରୀ ଭାବେ କିଣା ଯାଉଛି | ଏହା ଶୁଣି ଆପଣ ନିହାତି ଭାବେ ଆଶ୍ଚଯ୍ୟ ହୋଇଯାଇଥିବେ କିନ୍ତୁ ଏହି ଖବର ସମ୍ପୂର୍ଣ ଭାବେ ସତ ଅଟେ | ଏମିତି କାମ ଆମ ଦେଶର ମଧ୍ୟ ପ୍ରଦେଶରେ ହିଁ କରା ଯାଉଛି | ମଧ୍ୟ ପ୍ରଦେଶର ଶିବପୁର ନାମର ଜାଗାରେ ଖଡ଼ିଜ ପ୍ରଥା ପ୍ରଚଳିତ ଅଛି ସେଠାରେ ବର୍ଷକୁ ଗୋଟିଏ ଥର ମେଳା ଲାଗିଥାଏ ଏବଂ ସେଠାରେ ସବୁ ମହିଳା ମାନଙ୍କୁ ଠିଆ କରି ଗୋଟିଏ ବର୍ଷ ପାଇଁ ସେମାନଙ୍କର ସୌଦା କରାଯାଇଥାଏ |

ସେଠାରୁ ପୁରୁଷ ମାନେ ଆସି ନିଜ ପସନ୍ଦର ମହିଳାଙ୍କୁ ଟଙ୍କା ଦେଇ ଗୋଟିଏ ବର୍ଷ ପାଇଁ ନିଜର ସ୍ତ୍ରୀ ଭାବେ କିଣି ନେଇଥାନ୍ତି | ସେଠାରେ 15 ହଜାରୁ 25 ହଜାର ପର୍ଯ୍ୟନ୍ତ ଦାମ ଲଗାଯାଇଥାଏ | ଏହି ପ୍ରଥା ଅନୁସାରେ ଝିଅ ମାନଙ୍କର ଘର ଲୋକ ପୁରୁଷମାନଙ୍କ ଠାରୁ ଟଙ୍କା ଆଣି ସେମାନଙ୍କୁ ତାଙ୍କ ସହିତ ବିବାହ କରିଦେଇଥାନ୍ତି |

ଯେଉଁ ପୁରୁଷ ଅଧିକ ଦେଇଥାଏ ସେ ସେହି ମହିଳାଙ୍କୁ ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପାଖରେ ରଖିଥାଏ | ବୋହୁ ବର୍ଷ ପୂର୍ବରୁ ଏଠାରେ ଏହି କୁ ପ୍ରଥା ଚାଲିଆସିଛି | କିନ୍ତୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୁ ପ୍ରଥା ବିରୁଦ୍ଧରେ କୌଣସି ଦଣ୍ଡ ବିଧାନ କରିନାହାନ୍ତି | ତେବେ ଏହି ପ୍ରଥା ଉପରେ ଆପଣ ମତ କଣ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.