ବନ୍ଧୁଗଣ ଆପଣ ମାନେ ସମସ୍ତେ ତେଲୁଗୁ ଫିଲ୍ମ ଜଗତର ସୁପର ଷ୍ଟାର ଅଲୁ ଅର୍ଜୁନ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ। ତେବେ ବନ୍ଧୁଗଣ ଅଲୁ ଅର୍ଜୁନ ଏବେ କୋରୋନା ରେ ଆକ୍ରାନ୍ତ ହୋଇଛନ୍ତି ତେବେ ଆସନ୍ତୁ ଜାଣିବା ସେ ଏବେ କେମିତି ଅଛନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ ଏହି କୋରୋନା ମହାମାରୀ ଏବେ ଆମ ଦେଶରେ ତାଣ୍ଡବ ରଚିବାରେ ଲାଗିଛି ।ଯାହା କି ଏବେ କିଛି ଦିନ ହେବ ବହୁତ୍ ଲୋକ ଙ୍କୁ ଆକ୍ରାନ୍ତ କରି ମୃତ୍ୟୁ ମୁଖରେ ପକାଉଛି ।ପ୍ରତି ମିନିଟ୍ ରେ ଶତାଧିକ ଲୋକ ପ୍ରାଣ ହରାଉଥିବାରୁ ଖବର ଆମେ ସମସ୍ତେ ପାଉଛୁ।
ତେବେ ଏହାକୁ ଆଖି ଆଗରେ ରଖି ସରକାର ବହୁତ ଗୁଡିଏ କଟକଣା ମଧ୍ୟ ଲଗାଉଛନ୍ତି। ତେବେ ବହୁତ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେଡିକାଲ ମାନଙ୍କରେ ବେଡ଼ ଓ ଅକ୍ସୀଜେନ ର ଅଭାବ ଦେଖିବାକୁ ମିଳିଛି।
ତେବେ ବନ୍ଧୁଗଣ ଦୁଃଖଦ ଖବର ହେଉଛି ତେଲୁଗୁ ଫିଲ୍ମ ଜଗତର ସୁପର ଷ୍ଟାର ଅଲୁ ଅର୍ଜୁନ ଙ୍କୁ କୋରୋନା ହୋଇଛି ।
ଅଲୁ ଅର୍ଜୁନ ଙ୍କ ଫ୍ୟାନ ମାନଙ୍କ ପାଇଁ ବହୁତ ବଡ଼ ଦୁଃଖ ଖବର ତେବେ ଏହି ଖବର ପାଇବା ମାତ୍ରେ ତାଙ୍କ ଫ୍ୟାନ ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ ଏହି ମହାମାରୀ ରୁ କେହି ବି ବାଦ ପଡୁନାହାନ୍ତି ବହୁତ ଲୋକ ଏଏହି ମହାମାରୀ ରେ ଆକ୍ରାନ୍ତ ହେଉଛନ୍ତି।
ଏହା ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ,ରାଜ ନେତା ଓ ସେଲିବ୍ରିଟ ମାନେ ସମସ୍ତେ ଏଥିରେ ପ୍ରଭାବିତ ହେଉଛନ୍ତି। ଅଲ୍ଲୁ ଅର୍ଜୁନ ତାଙ୍କର କୋରନା ପୋଜେଟିଭ ହୋଇଥିବା ଖବର ଟି ନିଜେ ନିଜର ଇନଷ୍ଟଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିବା ସହ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଥିଲେ ଓ ଏହି ଖବର ପାଇ ତାଙ୍କ ଫ୍ୟାନ ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ