Breaking News

ଅକ୍ଷୟ କୁମାର ଙ୍କ ପୁଅ ଦେଖିବାକୁ ଅକ୍ଷୟ କୁମାରଙ୍କ ଠୁ ଆହୁରି ସୁନ୍ଦର ଥରେ ଦେଖନ୍ତୁ …

ଦର୍ଶକବନ୍ଧୁ ଆପଣମାନେ ଖିଲାଡୀ ଅକ୍ଷୟ କୁମାର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଆପଣମାନେ ଜାଣିଥିବେ ଯେ ଅକ୍ଷୟ କୁମାର ଗୋଟେ ସୁପରଷ୍ଟାର ସହ ପ୍ରଡୁସର ମଧ୍ୟ ସେ ତାଙ୍କର ଜବରଦସ୍ତ ଷ୍ଟଣ୍ଟ ଓ ଅଭିନୟ ଦ୍ୱାରା ଆଜି ବୋଲିଉଡ଼ ରେ ନିଜର ନାଁ ବନାଇବାରେ ସଫଳ ହୋଇପାରିଛନ୍ତି ଅକ୍ଷୟ କୁମାର ଙ୍କ ଜନ୍ମ ଅମ୍ରିତସର ରେ ହୋଇଥିଲା ଓ ତାଙ୍କର ପୁରା ନାଁ ହେଉଛି ରାଜୀବ ହରି ଓମ ଭାଟିଆ |

ବନ୍ଧୁଗଣତାଙ୍କର ପଥମ ଫିଲ୍ମ ଟି ଥିଲା ସୌଗନ୍ଦ ଆଜିର ଦିନ ରେ ଅକ୍ଷୟ କୁମାର ଙ୍କୁ କିଏ ବା ନଜାଣେ ତାଙ୍କର ଫିଲ୍ମ କ୍ୟାରିଅର ପ୍ରଥମରୁ ଏତେ ଭଲ ଚାଲିପାରିନଥିଲା ଯେଉଁ କାରଣରୁ ତାଙ୍କୁ ଫିଲ୍ମ ମିଳିବ ବନ୍ଦ ହୋଇଗଲା କିନ୍ତୁ କିଛିଦିନ ପରେ ତାଙ୍କର ଏକ ନୂଆ ଫିଲ୍ମ ଆସିଲା ଯାହାର ନାଁ ଥିଲା ଖିଲାଡୀ ଏଇ ଫିଲ୍ମ ରେ ଅକ୍ଷୟ କୁମାର ଙ୍କୁ ବହୁତ ସଫଳତା ମିଳିଥିଲା |

ଏହାପରେ ତାଙ୍କର ସବୁ ଫିଲ୍ମ ହିଟ ପରେ ହିଟ ହେବାକୁ ଲାଗିଲା ଯାହା ଫଳରେ ସେ ଆଜି ବଲିଉଡ ର ବେଶ ଲୋକପ୍ରିୟ ଅଭନେତା ପରିଚିତ ହୋଇପାରିଛନ୍ତି | ଅକ୍ଷୟ କୁମାର ଙ୍କ ପୁଅଙ୍କ ନାମ ହେଉଛି ଆରବ କୁମାର ଏବେ ଆରବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି |

ତାଙ୍କୁ ଦେଖି କିଛି ମାଧ୍ୟା କହୁଛନ୍ତି କି ସେ ଆଗାମୀ ଦିନରେ ବୋଲିଉଡ଼ ରେ ଏଣ୍ଟ୍ରି ମଧ୍ୟ କରିବାକୁ ଯାଉଛନ୍ତି ଆରବ ଙ୍କୁ ବର୍ତ୍ତମାନ ସମୟରେ ମାତ୍ର 16 ବର୍ଷ ବୟସ ହୋଇଛି ଆଉ ଏବେ ଠୁ ସେ ବେଶ ଚର୍ଚ୍ଚାରେ ରହିବ ଆରମ୍ଭ କରିଦେଇଛନ୍ତି ଓ ଆଗାମୀ ଦିନମାନଙ୍କରେ ସେ ଏକ ଫିଲ୍ମ ରେ ଅଭିନୟ କରିବେ ବୋଲି ସୂଚନା ମିଳୁଛି |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.