ଦର୍ଶକବନ୍ଧୁ ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ମନା ଯାଏ ଏହି ଶୁଭ ମୁହୂର୍ତ ରେ ଯେଉଁ ଦାନ କରିବେ ଓ ଯେଇଁ ବସ୍ତ୍ର ଆପଣ ସେବନ କରିବେ ଅକ୍ଷୟ ପୂର୍ଣ୍ଣ ଫଳ ପ୍ରଦାନ ହେବ | ଅକ୍ଷୟ ତୃତୀୟା ଦିନ ଆପଣାକୁ ଦାନ କରିବା ଦରକାର ବୁଣା ବସ୍ତୁର କିଣା କିଣି କରିପାରିବେ ଏହି ଦିନ ଯେଉଁ କାର୍ଯ୍ୟ କରିବେ ତାହା ଅପାଙ୍କ ଶୁଭ ବା ଅକ୍ଷୟ ପୂର୍ଣ୍ଣ ପ୍ରାପ୍ତ ହେବ ଏହି ଦିନ ଦୁଧିଷ୍ଟିର ଙ୍କୁ ଅକ୍ଷୟ ପାତ୍ରର ପ୍ରାପ୍ତ ହୋଇଥିଲା | ଅକ୍ଷୟ ତୃତୀୟା ଦିନ ଦାନ ଧର୍ମ କଲେ ଆପଣଙ୍କ ଜୀବନରେ ସବୁ ପାପ ଖେୟ ହୋଇଥାଏ |
ମକର ରାଶି
ଏହି ମକର ରାଶିର ଲୋକଙ୍କ ଜୀବନରେ ବହୁତ ଯୋଗ ଦାନ ମିଳିବ ମହତ୍ୱ ପୂର୍ଣ୍ଣ ଲାଭ ଦେଖା ଯିବ ଜୀବନରେ ଚାଲୁଥିବା ସମସ୍ୟା ସମାପ୍ତ ହେବ ଧନ ସମ୍ବଧିତ ସମସ୍ତ ସମସ୍ୟ ଦୂର ହେବ ଅଚାନକ ଧନର ଲାଭ ହେବ ଏବଂ ବହୁତ ଭଲ ମୌକା ମିଳିବ ବେପାର ବାଡେଇବା ପାଇଁ ଅଟକି ଯାଇଥିବା ସସବୁ କାର୍ଯ୍ୟ ଆରମ୍ଭ ହେବ |
ମୀନ ରାଶି
ମୀନ ରାଶି ବ୍ୟକ୍ତି ମାନଙ୍କ ଭାଗ୍ୟ ଏବେ ସୂର୍ଯ୍ୟ ଭଳି ଚମକିବ ମାତା ଲକ୍ଷ୍ମୀ କୃପା ଦୁଷ୍ଟି ବର୍ଷିବ ମା ଲକ୍ଷ୍ମୀଙ୍କ କୃପାରୀ ଏହି ଥର ଅକ୍ଷୟ ତୃତୀୟାରେ ଆପଣଙ୍କୁ ଧନରେ ମାଳା ମଲେ ହେବାକୁ ଯାଉଛି | ଆପଣ ଯେଉଁ ଚାକିରୀ କରୁଛନ୍ତି ସେହି ଚାକିରୀରେ ପଦ ଉର୍ନତି ହେବ ବଡ କମ୍ପନିରୁ ଅଫର ଆସିବା ସରକାର କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଶ୍ରେଷ୍ଟ ଫଳ ମିଳିବ ପରିବାର ଓ ସନ୍ତାନକୁ ନେଇ ଉତ୍ତମ ଶୁଭ ପ୍ରାପ୍ତ ହେବ ଜୀବନ ସାଥିର ସହଯୋଗ ପ୍ରାପ୍ତି ହେବ |
କନ୍ୟା ରାଶି
କନ୍ୟା ରାଶି ବ୍ୟକ୍ତଙ୍କ ଭାଗ୍ୟ ଚମକିବ ଭଜିଆ ଆପଣଙ୍କ ସତେ ଦେବ ମାତା ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ଆପଣଙ୍କ ଘର ପରିବାରରେ ବର୍ଷିବ ମହତ୍ୱ ପୂର୍ଣ୍ଣ ଯୋଜନାର ଲାଭ ମିଳିବ ଯେଉଁ କାମ ବନ୍ଦ ପଡିଥିଲା ସେହି ସବୁ କାମ ପୁରା ହେବ | ମାତା ଲକ୍ଷ୍ମୀଙ୍କ କୃପାରୁ ଅପାର ଧନ ସମ୍ପତିର ଲାଭ ହେବ ଏହା ସହିତ ନୂଆ କାର୍ଯ୍ୟ ଓ ନୂଆ ବେପାର ଆରମ୍ଭ କରିପାରନ୍ତି ଆପଣ କୌଣସି ପ୍ରତିଯୋଗୀ ରେ ଭାଗ ନେଇପାରନ୍ତି ଯେଉଁ ଠାରୁ ଆପଣଙ୍କୁ ଭଲ ଫଳ ମିଳିବାକୁ ଯାଉଛି ସ୍ୱାସ୍ଥ୍ୟ ଆପଣଙ୍କ ଭଲ ରହିବ ଘର ପରିବାରରେ ଶୁଭ ମଙ୍ଗଳ କାର୍ଯ୍ୟ ଆରମ୍ଭ ହେବ |
ତୁଳା ରାଶି
ଏହି ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟାରେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ ଏହି ଠାର ଅକ୍ଷୟ ତୃତୀୟା ଆପଣଙ୍କ ପାଇଁ ବହୁତ ଶୁଭ ସ୍ରେଷ୍ଟ କରି ରହିବାକୁ ଯାଉଛି ଅନେକ ସ୍ଥାନରୁ ଆପଣଙ୍କୁ ଧାନର ଲାଭ ହେବ ଅଧୁରା କାମକୁ ପୁରା କରିବା ପାଇଁ ପ୍ରୟାସ କରିବେ ଭୂମିର କିଣା ବିକା କିଣିପାରନ୍ତି |
ମେଷ ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକି ଉଠାଵ ଧନର ଲାଭ ହେବ ଧନ ସମ୍ପତିର ମାଳା ମାଲେ ଆପଣ ଲକି ରହିବେ ମାତା ଲକ୍ଷ୍ମୀଙ୍କ ଅପାର କୃପା ଦୁଷ୍ଟି ଏବେ ଆପଣ ଉପରେ ରହିବ ଆଣେ ସ୍ତନରୁ ଧନ କମାଇବାର ଲବାହ ହେବ ଏହା ସହିତ ସମାଜରେ ମାନସନମାନ ବଢିବ ସମାଜରେ ଆପଣଙ୍କର ଲୋକ ପ୍ରିୟ ବଢିବ ଆପଣ କୌଣସି ମହତ୍ୱ ପୂର୍ଣ୍ଣ କାମ କରିବେ ଯେଉଁ ସମସ୍ୟା ଆସୁଥିଲା ସେ ସବୁ ଦୂର ହୋଇଯିବ ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭ ହେବ |
ମିଥୁନ ରାଶି
ଏହି ରାଶିର ବ୍ୟକ୍ତି ମାନେ ବିଶେଷ ସଫଳତା ପ୍ରାପ୍ତ ହେବ ଭଲ କାର୍ଯ୍ୟ ପାଇଁ ଆପଣଙ୍କୁ ଜାଣିବେ ଅଧୁରା କାମକୁ ପୁରା କରିବା ପାଇଁ ପ୍ରୟାସ କରିବେ ଏବଂ ଆପଣ ଅନେକ ଜାଗାରୁ ମହତ୍ୱ ପୂର୍ଣ୍ଣ ସଫଳ ପାଇବେ ଆପଣଙ୍କ ପ୍ରେମ ଯିବା ବହୁତ ଖୁସିରେ କଟିବ ପ୍ରେମ ସମ୍ବଦ୍ଧ ବହୁତ ସୁଦୃଡ଼ ରହିବ | ଆପଣଙ୍କର ଯେଉଁ ସମସ୍ୟା ସବୁ ଲାଗି ରହିଥିଲା ଏହି ଅକ୍ଷୟ ତୃତୀୟା ଠାରୁ ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହେବ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …