ବନ୍ଧୁଗଣ ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ପୂନ୍ୟର ପର୍ବ ଭାବେ ଅକ୍ଷୟ ତୃତୀୟା ପାଳନ କରଯାଏ ଶାସ୍ତ୍ର ଅନୁଯାଇ ଏହା କୁହାଯାଇଛି ଅକ୍ଷୟ ତୃତୀୟା ଧନ ପ୍ରାପ୍ତିର ଉପାୟ ପାଇଁ ବେଶେଷ ହୋଇଥାଏ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହାଯାଇଛି ଅକ୍ଷୟ ତୃତୀୟା ଦିନ ବିନା କୌଣସି ମୁହୁର୍ତରେ ଆପଣ ମାନେ କିଛିବି କିଣା କିଣି କରିପାରିବେ ତେବେ ଏହି ଦିନ ଆପଣ ମାନେ ଘର ଗାଡି ନୂଆ ବସ୍ତ୍ର ଆଭୁଷଣ ଓ ସୁନା ଗହଣା ଆଦି କିଛିବି କିଣା କିଣି କରିପାରିବେ | ଏହି ଦିନ କିଛି କିଣିବା ପାଇଁ ଅତ୍ୟନ୍ତ ଶୁଭ କାରିହୋଇଥାଏ |
ତେବେ ଅକ୍ଷୟ ତୃତୀୟା ଦିନ ଏମିତି କିଛି ଦିନିଷ ରହିଛି ଯାହାକୁ ଆପଣ ମାନେ କିଣିରେ ଧନ ବାନ ହୋଇଯିବେ | ଅକ୍ଷୟ ତୃତୀୟା ଦିନ ସୁନା ଆଉ ରୁପା ଛଡା କଣ କିଣିଲେ ଆପଣଙ୍କୁ ଶୁଭ ଲାଭ ପ୍ରାପ୍ତି ହୋଇଥାଏ ଏମ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ବାସ କରିଥାନ୍ତି | ବନ୍ଧୁଗଣ ଏହି ବର୍ଷର ଅକ୍ଷୟ ତୃତୀୟା 3 ମଇ ମଙ୍ଗଳ ବାରଦିନ ପଡୁଅଛି ଏହି ଦିନ ଶ୍ରୀ କ୍ଷେତ୍ରରେ ରଥ କାର୍ଯ୍ୟ ଅନୁକୂଳ କରାଜିଥାଏ | ଏହି ପବିତ୍ର ଦିନରେ ଆପଣ ମାନେ କଣ ସବୁ ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବେଶେଷ କୃପା ଦୃଷ୍ଟି ଆପଣଙ୍କ ଘର ପରିବାର ଉପରେ ପଡିଥାଏ |
ଲକ୍ଷ୍ମୀ ଚରଣ ପାଦୁକା
ଆଖ୍ୟ ତୃତୀୟା ଦିନ ସୁନା ରୂପା ଦିନିଷ କିଣା କିଣି କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଯଦି ଆପଣ ଏହି ଦିନ ସୁନା ରୂପା ବା ଅନ୍ୟ ଧାତୁ ଦ୍ୱାରା ନୀରିମିତ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଘରକୁ ଆଣିଥାନ୍ତି ତେବେ ଆପଣ ମାନଙ୍କ ଘରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ରହିଯାଇଥାନ୍ତି |
ଶ୍ରୀ ଯନ୍ତ୍ର
ଆପଣମାନେ ସମସ୍ତେ ଏହି କଥା ବେଶେ ଭଲ ଭାବରେ ଜାଣନ୍ତି ଯେ ମାତା ଲକ୍ଷ୍ମୀଙ୍କୁ ଶ୍ରୀ ଯନ୍ତ୍ର ବହୁତ ପସନ୍ଦ ହୋଇଥାଏ ତେବେ ଅକ୍ଷୟ ତୃତୀୟା ଦିନ ଯଦି ଆପଣ ମାନେ ଶ୍ରୀ ଯନ୍ତ୍ର ଘରକୁ ଆଣିଥାନ୍ତି ଆଉ ନିୟମିତ ଭବରେ ପୂଜା ଅର୍ଚନା କରିଥାନ୍ତି ତେବେ ଆପଣାକୁ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ |
କୌଡୀ
ଆପଣ ମାନେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ଭଗବାନ ସମୁଦ୍ର ଦେବଙ୍କର ଝିଅ ଅଟନ୍ତି ତେବେ ଅକ୍ଷୟ ତୃତୀୟା ଦିନ ଘରକୁ କୌଡୀ ଆଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସଦ୍ଧା ସର୍ବଦା ରହିଥାଏ ଏବଂ ଆପଣଙ୍କର ଘର ପରିବାର ପାଇଁ ଏହା ବହୁତ ଶୁଭ ହୋଇଥାଏ |
ଏକ ଆଖିଥିବା ନିଡିଆ
ଆପଣ ମାନେ ଗୋଟେ ଆଖିଥିବା ନିଡିଆ ନିଶ୍ଚୟ ଭବରେ ଦେଖିଥିବେ ଏହି ଭଳି ନଡ଼ିଆ ଘରକୁ ଆଣିଲେ ବହୁତ ଶୁଭ ହୋଇଥାଏ ଏବଂ ସମସ୍ ଆର୍ଥିକ ସମସ୍ୟା ମଧ୍ୟ ଆପଣ ମାନଙ୍କର ଦୂର ହୋଇଥାଏ | ବନ୍ଧୁଗଣ ଆପଣ ମାନେ ଅକ୍ଷୟ ତୃତୀୟା ଦିନ ଏହି 4ଟି ଦିନିଷ ମଧ୍ୟରୁ ଯେ କୌଣସି ଗୋଟେ ଦିନିଷ ନିଶ୍ଚୟ ଘରକୁ ଅଣାନ୍ତୁ ଦେଖିବେ ମାତା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କ ଘର ପରିବାର ଉପରେ ସଧ୍ୟା ସର୍ବଦା ରହିବ
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …