Breaking News

ଅକ୍ଷୟ ତୃତୀୟା ପାଇଁ କମିଲା ସୁନା ଓ ରୁପା ଦର, ଏତେ ଟଙ୍କା କମିଲା ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ବର୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ଅକ୍ଷୟ ତୃତୀୟାରେ କମିଲା ସୁନା ରୁପା ଚମକ ଦାମରେ ବଡ଼ ଧରଣର ହ୍ରସ ଘଟିଛି ଗ୍ରହକଙ୍କ ପାଇଁ ଆସିଛି ଫୁଣି ଖୁସି ଖବର | ଅକ୍ଷୟ ତୃତୀୟା ଉପଲକ୍ଷ କମିଲା ଋଣ ରୁପା ଚମକ ସୁନା ରୁପା ଦରରେ ବଡ ଧରଣର ହ୍ରସ ପାଇଛି ଆଜି ସୁନା ରୂପ ଅଳଙ୍କାର କିଣିବାକୁ ଯାଉଥିବା ଗ୍ରହକଙ୍କୁ ଏହାର ଫାଇଦା ମିଳିବ ଭଲ ଦାମରେ କିଣିପାରିବେ ଗହଣା |

ତେବେ ଅକ୍ଷୟ ତୃତୀୟା ଉପଲକ୍ଷ ବଡ ଧରଣରେ ସୁନା ରୂପ ହ୍ରସ ଘଟିଛି ଏହି ଦିନ ସୁନା କିଣିଲେ ଶୁଭ ଫଳ ମିଳିବ ସହିତ ଅନେକ ଫାଇଦା ମିଳିଥାଏ ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ଲାଭ କରିଥାନ୍ତି ଗ୍ରାହକ ଆଜି ଅକ୍ଷୟ ତୃତୀୟା ଥିଲା ବେଳେ ସୁନା ରୁପା ଦର ତଳକୁ ଖସିଛି ଆଂଶିକ ପ୍ରତି ୧0 ଗ୍ରାମ ପିଛା 674 ଟଙ୍କା ରହିଥାଏ ଯାହା ଆଜି ସୁନା 1.30 ପ୍ରତିଶତ ହ୍ରାସ ପାଇଛି |

ଫଳରେ 10 ଗ୍ରାମ ପ୍ରତି ସୁନାର ମୂଳ 51080 ପହଞ୍ଚିଛି | ଅନ୍ୟ ପଟେ ରୁପା ଦର 9011 ତାଙ୍କ ହ୍ରାସ ପାଇଛି ଆଜି ରୁପା 1.43 ପ୍ରତିଶତ ଦ୍ରୁବଲତା ସହିତ କାରବାର କରୁଛି ରୁପା ଅଦଳ ବଦଳରେ କିଲୋ ଗ୍ରାମ ପିଛା 62645 ଟଙ୍କା ମୂଲ୍ୟରେ କାରବାର କରୁଛି ଏହା ନୂଆ କାରବାର ପାଇଁ ଜଣା ପଡିଛି | 24 କେରେଡ ସୁନା 10 ଗ୍ରାମ ପିଛା 1280 ଟଙ୍କା ହ୍ରାସ ପାଇ 51510 ଟଙ୍କା ରେ କାରାବାର କରୁଛି |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.