Breaking News

ଅକ୍ଷୟ ତୃତୀୟା ରେ ଘରକୁ ଆଣନ୍ତୁ ଏହି ଜିନିଷ, ମା ଲକ୍ଷ୍ମୀ ଧନ ରେ ଭରିଦେବେ ଆପଣଙ୍କ ଘର …

ଦର୍ଶକବନ୍ଧୁ ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ | ଏହି ତିଥିର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ଏହି ଦିନ ଦାନ କର୍ମକୁ ବହୁତ ପୁଣ୍ୟ କର୍ମ ବୋଲି କୁହାଯାଇଥାଏ ଏହି ଦିନ କୌଣସି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଶ୍ରେଷ୍ଟ ଦିନ ହୋଇଥାଏ ଏହି ଅକ୍ଷୟ ତୃତୀୟା ଦିନ ଏହି ଦିନର ପ୍ରତେକ ମୁହୂର୍ତ ଅର୍ଥାତ ଏପରି ମୁହୂର୍ତରେ ଯେ କୌଣସି ଶୁଭ କାର୍ଯ୍ୟର ଆରମ୍ଭ ବା ଅନୁକୂଳ କଲେ ଏହା ଭୁତ ଶୁଭ ଫଳ ଦାୟକ ହୋଇଥାଏ | ଅକ୍ଷି ଅର୍ଥ ଯାହାର କ୍ଷୟ ହୁଏ ନାହିଁ ବା ତାହା କେବେ ସରେ ନାହିଁ ଅନନ୍ତ ଫଳ ଦାୟକ ହୋଇଥାଏ ତୃତୀୟା ଅର୍ଥ ମାସର ତୁତୀୟ ତିଥି ଅଟେ ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଅଛି ଏହି ଦିନ ନୂଆ ଗାଡି କିଣିବା ଓ ନୂତନ ଗୃହକୁ ପ୍ରଵେବସ କରିବା ଘର ଅନୁକୂଳ କରିବା ସୁନା ରୂପା ଆଦି କିଣିବା ବିବାହ କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ |

ମାନ୍ୟତା ଅଛି ଏହି ଦିନ ହରି ଶ୍ରୀ ବିଷ୍ଣୁ ଙ୍କର ଷଷ୍ଠ ଅବତାର ପଶୁରାମ ଙ୍କର ଜନ୍ମ ହୋଇଥିଲା ଏହା ଛଡା ଶାସ୍ତ୍ର ରେ ଉଲେଖ ଅଛି ଏହି ଦିନ ମତ ଗଙ୍ଗା ଧରିତ୍ରୀ ରୂପ ପଦର୍ପନ କରିଥିଲେ ଏବଂ ସତ୍ୟ ଯୁଗ ତୃତୀୟା ଯୁଗ ଓ ଦୋପର ଯୁଗ ଆରମ୍ଭ ଏହି ଦିନ ହୋଇଥିଲା ଏହି ଦିନ ଶ୍ରୀ ହରି ବିଷ୍ଣୁ ଙ୍କୁ ପୂଜା କଲେ କୌଣସି ନକରତ୍ମକ ଶକ୍ତି କିଛି ଖେତୀ କରିପାରିବ ନାହିଁ ଜୀବନରେ ସୁଖ ଶାନ୍ତି ଶମୄଟିର ପ୍ରାପ୍ତି ହୋଇଥାଏ ଏହି ଶୁଭ ଦିନଟିରେ ଜୀବ ଜନ୍ତୁଙ୍କର ସେବା କରିବା ଭୋଜନ ଦେବା ବସ୍ତ୍ର ଦାନ କରିବା ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ |

ଏହି ଦିନ ବାବା ବଦ୍ରୀନାଥ ଙ୍କର ଦ୍ୱାର ମଧ୍ୟ ଖୋଲିଥାଏ ଏବଂ ବୃନ୍ଦାବନ ରେ ବଙ୍କା ବିହାରୀଙ୍କର ପାଦ ଦର୍ଶନର ସୂର୍ଯ୍ୟ ଗୋଟେ ଦିନ ପାଇଁ ରଖା ଯାଇଥାଏ ହିନ୍ଦୁ ଶାସ୍ତ୍ର ରେ ଏହା ବାନିତ ଅଛି ଏହି ଦିନ ଯେ କୌଣସି କାର୍ଯ୍ୟ କରିଥାନ୍ତି ତାହା ଅନେକ ଫଳ ମିଳିଥାଏ ଏହି ଅକ୍ଷୟ ତୃତୀୟା ପର୍ବ ଆମ ଓଡ଼ିଶାର ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଥାଏ | ଏହି ଦିନ ଶ୍ରୀ ଜଗନ୍ନାଥ ଙ୍କର ରଥ କାଠ ଅନୁକୂଳ ମଧ୍ୟ ହୋଇଥାଏ ଏବଂ ଚାଷୀ ଭାଇ ମାନେ କ୍ଷେତରେ ପୂଜା ପାଠ କରି ଭୋଗ ଲଗାଇ ହାତରେ ଶସ୍ୟ ମୁଠା ଧରି ବୁଣୁଥାନ୍ତି ଏହାର ନାମ ଅକ୍ଷୟ ତୃତୀୟା ମୁଠି ବୋଲି ରହିଅଛି |

ଏହି ଦିଵନ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଜୀବନରେ ଉର୍ନତି କରିବା ପାଇଁ ଧନ ବହିଭବ ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ପାଇବା ସହିତ ଅକ୍ଷୟ ତୃତୀୟା ଧନର ପ୍ରାପ୍ତି ହୋଇଥାଏ | ଯାହା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦରିଦ୍ରତା ଦୂର ହୋଇଥାଏ ସୁଖ ଶାନ୍ତିର ଜୀବନ ବିତାଇବାରେ ସୁଯୋଗ ମିଳିଥାଏ ଏବଂ ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପୂର୍ଣ ହେବାରେ ଲାଗିଥାଏ ଅଟକି ରହିଥିବା ଟଙ୍କା ପଇସା ବା ଧନ ମିଳିବାକୁ ଲାଗିବ ଏହି ଅକ୍ଷୟ ତୃତୀୟା ଦିନ ଅକ୍ଷୟ ପୁର୍ଣିମା ର ପ୍ରାପ୍ତି କରିବା ପାଇଁ ଗରିବ ଲୋକଙ୍କୁ ଅଟା ଗହମ କ୍ଷୀର କ୍ଷୀରି ଏବଂ ଖାଦ୍ୟ ଦେବା ସହିତ ବସ୍ତ୍ର ଦାନ କରନ୍ତୁ |

ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଅକ୍ଷୟ ତୃତୀୟା ଦିନ ସୁନାର କିମ୍ବା ରୁପାର ମାତା ଲକ୍ଷ୍ମୀଙ୍କର ପଦାକୁ ଆଣିବା ନିୟମ ରହିଛି ଏହି ଦିନ ସୁନାର କିମ୍ବା ରୁପାର ମାତା ଲକ୍ଷ୍ମୀଙ୍କର ଚରଣ ପାଦକୁ ଆଣି ଅବଶ୍ୟ ଆଣନ୍ତୁ | ମାତା ଲକ୍ଷ୍ମୀଙ୍କର କଉଡ଼ି ଅତ୍ୟନ୍ତ ପ୍ରିୟ ହୋଇଥାଏ ଏଣୁ ଏହି ଦିନ ଘରକୁ କିଛି କଉଡି ଆଣି ହଳଦୀରେ ଗୋଳାଇ ପୂଜା ସ୍ତନରେ ରଖି ଏହାର ନିମିତ ପୂଜା ଅବଶ୍ୟ କରନ୍ତୁ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.