Breaking News

ଆଖି ଡେ଼ଇଁଲେ କଣ ସଙ୍କେତ ଦେଇଥାଏ..

ଆପଣ ମାନେ ଜାଣିଥିବେ ଆମ ଶରୀରର କିଛି ଏମିତି ଲକ୍ଷଣ ହୋଇଥାଏ ତାହା ଆଗକୁ କଣ ହେବ ସୂଚନା କରିଥାଏ।ଏମିତି ବହୁତ ଜିନିଷ ଆମ ଶରୀର ରେ ହୋଇଥାଏ ଯେମିତି ଆଖି ଡେଇଁବା ।ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବାସ୍ତୁ ଶାସ୍ତ୍ର ବିଷୟରେ ଏମିତି କିଛି ରୋଚକ କଥା ଯାହା କି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ଆମ ମାନଙ୍କ ଜୀବନରେ ଯେତେ ବି ଅସୁବିଧା ହେଲେ ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାଇ ନିଜ ଘର ଜିନିଷ କୁ ଆମେ ରଖିବା ଉଚିତ।ନେହେଲେ ଆମ ମାନଙ୍କ ଜୀବନରେ ସମସ୍ୟା କେଉଁ ଆଡୁ ବି ଆସିପାରେ ଆମେ ତାହା ଜାଣିପାରିବାନାହିଁ। ଶାସ୍ତ୍ର ଅନୁଯାଇ ରୋଷେଇ ଘର ଉତ୍ତର ଦକ୍ଷିଣ ଦିଗରେ ରହିଲେବ ଶୁଭ ହୋଇଥାଏ।


ଆପଣ ମାନେ ଜଣିଛନ୍ତି କି ରୋଷେଇ ଘର ର ମୁଖ ପୂର୍ବ ଦିଗକୁ କଲେ ଅତ୍ୟନ୍ତ ସୁଭ ଦାୟକ ହୋଇଥାଏ।ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବାସ୍ତୁ ଶାସ୍ତ୍ର ବିଷୟରେ କହିବୁ ଯାହାକି ଅପଣଙ୍କ ଜୀବନରେ ସୁଖ ଭରି ଦେବ।


ଆପଣ ମାନେ ଯଦି କୁନି ପିଲାଟିକୁ ଜନ୍ମ ଦେବା ପାଇଁ ସମ୍ବନ୍ଧ ରଖୁଛନ୍ତି ତେବେ ଭୁଲ ରେ ବି ସ୍ୱାମୀ ଙ୍କୁ ସମ୍ବନ୍ଧ ପୂର୍ବରୁ ପିଆଜ ଖାଇବାକୁ ଦିଅନ୍ତୁ ନାହିଁ କାରଣ ପିଆଜ ଖାଇବା ଦ୍ୱାରା ଶୁକ୍ରାଣୁ ଦୁର୍ବଳ ହୋଇଯାଇଥାଏ।ଆଉ ଆଗକୁ ବହୁତ ଅସୁବିଧା ମଧ୍ୟ ସୃଷ୍ଟି ହୁଏ।

ଆପଣ ମାନଙ୍କ ଛୋଟ ହେଉ ଅବା ବଡ଼ ପିଲା ତାଙ୍କର ଯଦି ଶୁଖିଲା କାଶ ହେଉଛି ତେବେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ପିଆଜ ରସ ପିଇବାକୁ ଦିଅନ୍ତୁ ଓ ସେଥିରେ ଟିକେ ମହୁ ମିଶାନ୍ତୁ।ଓ ଦେଇ ସାରିଲା ପରେ 1 ଘଣ୍ଟା ଯାଏ ପାଣି ଭୁଲ ରେ ଦିଅନ୍ତୁ ନାହିଁ।


ଆପଣ ମାନେ ଯଦି ଦୁର୍ବଳ ଅନୁଭବ କରୁଛନ୍ତି ।ଆପଣ ମାନେ ଜାଣିଥିବେ ଦୁର୍ବଳତା ହେଉଛି ସାଧାରଣ କଥା।ସେ ବୁଢ଼ା ହେଉ ଅବା ଯୁବ ସମସ୍ତେ ଦୁର୍ବଳତା ର ଶିକାର ହେଉଛନ୍ତି। ତେବେ ଆପଣ କଞ୍ଚା ପିଆଜ ରସ ସହ ଗୁଡ ଲଗାଇ ଖାଆନ୍ତୁ।ଆପଣ ଏହି ଦୁର୍ବଳତା ରୁ ମୁକ୍ତି ପାଇପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ …

Leave a Reply

Your email address will not be published. Required fields are marked *