Breaking News

ଆକାଶରେ ଦେଖାଯିବ ମହା ଜାଗତିକ ଦୃଶ୍ୟ ! ଖାଲି ଆଖିରେ ଦେଖାଯିବେ ଗୁରୁ, ଶୁକ୍ର ଓ ଶନିଗ୍ରହ

ଏବେ ସ୍ପେସ ଉପରେ ଆଗ୍ରହ ରଖୁଥିବା ଲୋକମାନଙ୍କ ପାଇଁ ଆସିଲା ଖୁସି ଖବର। ତେବେ ଏହି ଫେବୃଆରୀ ମାସ ରେ ଆକାଶରେ ଦେଖିବାକୁ ମିଳିବ ଏହି ସର୍ବବୃହତ୍ତ ଓ ଗୁରୁତ୍ୱପୂର୍ଣ୍ଣ ଖଗୋଳୀୟ ଘଟଣା । ଏଥିପାଇଁ ଆମେମାନେ ଖାଲି ଆଖିରେ ମଧ୍ୟ ପୃଥିବୀରୁ ବୃହସ୍ପତି, ଶୁକ୍ର ଓ ଶନିଗ୍ରହଙ୍କୁ ଦେଖିପାରିବା। ଯେଉଁଥି ପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ର ର ଆବଶ୍ୟକତା ପଡିବ ନାହିଁ ଆବଶ୍ୟକତା ପଡିବ ନାହିଁ।


ତେବେ ଯେପରିକି ଆପଣ ମାନେ ଜାଣିଥିବେ , ସୂର୍ଯ୍ୟଙ୍କୁ ପରିକ୍ରମା କରିବାରେ ପୃଥିବୀରୁ ଶୁକ୍ର ଆଗରେ ରହୁଛନ୍ତି। ତେବେ ବୃହସ୍ପତି ଓ ଶନି ଲକ୍ଷଲକ୍ଷ ମାଇଲ ଦୂରରେ ସୂର୍ଯ୍ୟଙ୍କୁ ପରିକ୍ରମ କରୁଛନ୍ତି। ଯଦିଓ ସ୍ୱଳ୍ପ ସମୟ ଲାଗି ଗ୍ରହମାନେ ଦୃଶ୍ୟଗୋଚର ହେବେ ତେବେ ଏହା ଅତ୍ୟନ୍ତ ନୈସର୍ଗିକ ହେବ।ଏହି ମନୋରମ ଦ୍ରୁଶ୍ଯ ରେ ୩ ଗ୍ରହଙ୍କୁ ପୂର୍ବ ଆକାଶରେ ରେ ଫେବୃଆରୀ ୧୦ ତାରିଖ ସକାଳେ ସ୍ପଷ୍ଟ ରୂପେ ଦେଖିହେବ। ଶୁକ୍ର ଗ୍ରହ ଯେହେତୁ ପୃଥିବୀ ର ପାଖରେ ଅଛି ତେବେ ଏହି ସମୟରେ ଶୁକ୍ରଗ୍ରହ ବହୁତ ଉଜ୍ଜଳ ଦେଖାଯିବ | ତେବେ ବୃହସ୍ପତି ଓ ଶନି ମଧ୍ୟ ଚମକଦାର ହେବେ। କେବଳ ଭାରତରେ ନୁହେଁ ପୃଥିବୀର ଅନେକ ଦେଶରେ ଗ୍ରହଙ୍କ ଏପରି ଜ୍ଯୋତି ଦେଖିବାକୁ ମିଳିବ।


ଗତ ୯ ଓ ୧୦ ଜାନୁୟାରୀ ଅପରାହ୍ନରେ ସୂର୍ଯ୍ୟଙ୍କ ଅସ୍ତ ପରେ ପଶ୍ଚିମ ଆକାଶରେ ବୃହସ୍ପତି ଓ ଶନିଙ୍କ ସହ ଯୁକ୍ତ ହୋଇ ବୁଧ ତ୍ରିକୋଣ ସୃଷ୍ଟି କରିଥିଲେ। ନିକଟରେ କିଛିଦିନ ପୂର୍ବରୁ ୨୧ ଡିସେମ୍ବର ୨୦୨୦ରେ ବୃହସ୍ପତି ଓ ଶନି ଅନ୍ତରୀକ୍ଷରେ ବହୁତ ପାଖାପାଖି ହୋଇ ଅତିକ୍ରମ କରିଥିଲେ । ତେବେ ପାଖାପାଖି ୪୦୦ ବର୍ଷ ପରେ ଏପରି ମହାଜାଗତିକ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିଥିଲା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *