Breaking News

ଆକାଶରେ ଦେଖା ଦେଲେ ମହାଦେବ ଏବଂ JCB ରେ ମାଟି ଖୋଳୁ ଖୋଳୁ ବାହାରିଲା ଶିବ ଲିଙ୍ଗ ଏହାକୁ ଦେଖିଲା ପରେ ଲାଗିଲା ଲୋକଙ୍କ ଭିଡ… ଦେଖନ୍ତୁ କେଉଁ ଜାଗାରେ !

ନମସ୍କାର ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଦେଖିବେ କେମେରାରେ ରେକଡ଼ ହୋଇଥିବା ଭଗବାନ ଶିବଙ୍କର କିଛି ଏମିତି ଚମତ୍କାର ଯାହାକୁ ଦେଖିଲେ ଭଗବାନ ଶିବ ଶଙ୍କରଙ୍କର ବିଶ୍ୱାସ ଆହୁରି ବଢ଼ିଯିବ | ଆଜି ଠାରୁ 4 ବର୍ଷ ତଳେ ଖବରଟି ଆପଣ ମାନେ ମଧ୍ୟ ଦେଖିଥିବେ ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇଥିଲା ଏହି ଭିଡ଼ିଓ ରେ ଶିବଙ୍କର ଦର୍ଶନ ମିଳିଛି ବୋଲି କୁହାଯାଇଥିଲା | କୁହାଯାଇଥିଲା କୈଳାସ ପର୍ବତରେ ଭଗବାନ ଶିବ ଶଙ୍କରଙ୍କୁ ଦେଖି ଆପଣ ମାନେ ସହି ଫୋଟର ଦେଖିପାରୁଥିବେ | ଯଦି ମହାଦେବଙ୍କୁ ଭକ୍ତି କରନ୍ତି ତେବେ କମେଣ୍ଟ ରେ ହର ହର ମହାଦେବ ଲେଖିବାକୁ ଜମାରୁ ଭୁଲିବେ ନାହିଁ |

ଏହି ଫୋଟ ଭାଇରଲ ହୋଇଥିବା ବର୍ଷ 2016 ର ବୁଲିବାକୁ ଆସିଥିବା ଭକ୍ତ ମୋବାଇଲିରେ ଭିଡ଼ିଓ ରେକଡ଼ କରୁଥିଲେ ଭିଡ଼ିଓ ରେକଡ଼ କରିବା ସମୟରେ କିଛି ଏମିତି ହୋଇଥିଲା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଫୋଟର ଦେଖିପାରୁଥିବେ ଶ୍ରୀ କୃଷ୍ଣ ଓ ରାଧା ଓ ଗୋପୀଙ୍କର ମାରୁତି ରହିଛି ଏକ ମୂର୍ତ୍ତିର ହାତ ହଲୁଥିଲା ଆପଣ ମାନେ ଭାବୁଥିବେ ଏଇ କେଉଁ ମେସିନୀ ଦ୍ୱାରା ହଉଛି କିନ୍ତୁ ଏ କୌଣସି ମେସିନୀ ଦ୍ୱାରା ହେଉନାହିଁ |

ଆପଣ ମାନେ ତ ଜାଣିଥିବେ ମା ଦୁର୍ଗାଙ୍କୁ ସାରା ଭାରତରେ ପୂଜା କରାଯାଇଥାଏ ମା ଦୁର୍ଗାଙ୍କ ଏହି ଚମତ୍କାର ଦେଖିଲେ ଆପଣଙ୍କ ଭକ୍ତି ଅଧିକ ବଢ଼ିଯିବ ଏହି ଫୋଟ ଦେଖନ୍ତୁ ମା ଦୁର୍ଗାଙ୍କୁ ପୂଜା କଲା ସମୟରେ ମା ଙ୍କ ମୁହଁ କେମିତି ବଦଳୁଛି ପୂଜାରୀଙ୍କ କହିବା କଥାକି ମା ପୂଜାରେ ଖୁସିହେଲେ ଏମିତି ହୋଇଥାଏ |

ଆପଣ ମାନେ ଏହା ଫୋଟର ଦେଖିପାରୁଥିବେ ଏକ JCB ରେ ପଥର କାଢିଲ ସମୟରେ ଏକ ସାପ JCB କୁ ସାମ୍ନା କରି ରହିଛି ଜମାରୁ ଅନ୍ୟ କୁଆଡେ ଯାଉନାହିଁ ସାପ ବହୁତ ସମୟ ଏମିତି ରହିଲା ପରେ ଲୋକ ସେହି ଜାଗାକୁ ହାତରେ ପରିସ୍କାର କରିଥିଲେ ଦେଖିବାକୁ ପାଇଥିଲେ ଏକ ଶିବ ଲିଙ୍ଗ ଆପଣ ମାନେ ଦେଖି ପାରୁଥିବେ ଏହି ଶିବ ଲିଙ୍ଗ ଠାରୁ ଏହି ସାପ କୁଆଡେ ଯାଉନାହିଁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.