Breaking News

ଆଜିଠାରୁ ଏହି ଜିଲ୍ଲା ଗୁଡିକ ରେ କାଳ ବୈଶାଖୀ ପ୍ରଚଣ୍ଡ ପବନ ସାଙ୍ଗକୁ ହେବ କୁଆ ପଥର ବର୍ଷା ପାଣିପାଗ ବିଭାଗ କଲା ପୂର୍ବାନୁମାନ…

ଆପଣ ମାନେ ଜାଣିଥିବେ ଏହି ଖରା ଦିନରେ ବହୁତ କାଳ ବୈଶାଖୀ ହୁଏ।ଏବେ ଖରା ଦିନ ହୋଇଗଲାଣି ।ତାଣ୍ଡବ କଲା କାଳ ବୈଶାଖୀ ପ୍ରବଳ ଧୂଳି ଝଡ ସହ ବର୍ଷା ତା ସାଙ୍ଗକୁ ଭୟଙ୍କର ବଜ୍ରପାତ।ତେବେ କେଉଁଠି ରଚିଛି ଏହି ତାଣ୍ଡବ ଲୀଳା ଭୟଙ୍କର ପବନ ସାଙ୍ଗକୁ ବଜ୍ରପାତ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଆମର ଏହି ଲେଖା ମାଧ୍ୟମରେ।


ପ୍ରଚଣ୍ଡ ପବନ ସାଙ୍ଗକୁ ଭୟଙ୍କର କୁଆ ପଥର ବର୍ଷା ହୋଇଛି।ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।ଟ୍ଵିନ ସିଟି ରେ ଯାନ ବାହାନ ଚଳା ଚଳ ବାଧାପ୍ରାପ୍ତ ହୋଇଛି।ଲୋକେ ଭୟବିତ ହୋଇଯାଇଛନ୍ତି।ମିଳିଥିବା ସୁଚନା ଅନୁଯାଇ କାଳ ବୈଶାଖୀ ରେ ଉଡିଯାଇଛି ସତାଧିକ ଆଜବେଷ୍ଟ ଘର ଓ ଦୋକାନ ଓ ବିଭିନ୍ନ ସ୍ଥାନ ରେ ବଡ ବଡ ହୋଡିଂ ମଧ୍ୟ ଉଡି ଯାଇଛି।ବସ୍ତି ଗୁଡିକରେ ଉଡି ଯାଇଛି ବହୁତ ଗୁଡିଏ ପଲିଥିନ ଘର।


ପ୍ରବଳ ଅସହାୟ ତାତିରେ ଲୋକ ହତସନ୍ତ ହେଉଥିବା ବେଳେ ଏହି କାଳ ବୈଶାଖୀ ତାଣ୍ଡବ ରଚିଛି।କେତେକ ଲୋକଙ୍କର କ୍ଷତି ହୋଇଥିବା ବେଳେ କେତେକ ଲୋକଙ୍କୁ ଅସ୍ବସ୍ତି ମିଳିଛି।ପବନ ବର୍ଷା ସହ ଘଡଘଡି ପଥ ଚାରି ଙ୍କୁ କରିଛି ଅତ୍ୟନ୍ତ ଭୟବିତ ସନ୍ଧ୍ୟା 5:30 ସମୟ ପରେ ବର୍ଷା ହୋଇଛି।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ କଟକ ଜଗତସିଂହପୁର.କେନ୍ଦ୍ରାପଡା.ଭଦ୍ରକ.କୋରାପୁଟ ,ଗଞ୍ଜାମ,ଗଜପତି,ଜିଲ୍ଲା ରେ ବଜ୍ରପାତ ସାଙ୍ଗକୁ ଝଡ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

ସେହିପରି ଆଜିଠାରୁ ଆସନ୍ତା କାଲି ମୟୁରଭଞ୍ଜ ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।28 ତାରିଖ 8:30 ରୁ 29 ତାରିଖ 8:30 ପର୍ଯ୍ୟନ୍ତ ଏହି ଜିଲ୍ଲା ଗୁଡିକ ରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇପାରେ।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଦଶମ ଶ୍ରେଣୀ ଛାତ୍ର ରାଜର ଶେଷ ଭିଡିଓ ଦେଖିଲେ ଆଖିରୁ ଲୁହ ଝରି ଯିବ, ଏବେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି

ଦର୍ଶକ ବନ୍ଧୁ ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣା ନଥାଏ , ଯେମିତି ବର୍ତ୍ତମାନ ସମୟ ରେ ଖେଳୁଥିବା …

Leave a Reply

Your email address will not be published. Required fields are marked *