Breaking News

ଆଜିଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏହି 4ଟି ରାଶିର ଖୋଲିଯିବ ଭାଗ୍ୟ, MIliba ଅପାର ଧନ, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ !

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ 9 ଟି ଗ୍ରହ ମାନଙ୍କର ନିଜର ସ୍ଵଭାଵ ଅଲଗା ଅଲଗା ରହିଛି ବୈଦିକ ଜ୍ୟୋତିଷ ରେ ମଙ୍ଗଳ ଗ୍ରହ ଅନ୍ୟ ସବୁ ଗ୍ରହ ସେନାପତି ର ମାନ୍ୟତା ପାଇଛନ୍ତି ଏହା ସହ ମଙ୍ଗଳ ଗ୍ରହ କୁ ଭୂମି ପୁତ୍ର ବୋଲି କୁହାଯାଏ ମଙ୍ଗଳ ଗ୍ରହ ଭୂମିର ସୈନ ଶକ୍ତି କ୍ରୋଧ ଆଦିର କାରକ ଅଟନ୍ତି |

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ଯେଉଁ ବ୍ୟକ୍ତିର ଜାତକରେ ମଙ୍ଗଳ ଗ୍ରହର ସୁଭାସବ ରହିଥାଏ ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ ପ୍ରତାପୀ ଓ ଉର୍ଜାମାନ ହୋଇଥାନ୍ତି ମଙ୍ଗଳ ଗ୍ରହ କୁ ମେଷ ବିଛା ରାଶିର ସ୍ୱାମୀ କୁହାଯାଏ ମଙ୍ଗଳ ଗ୍ରହ କର୍କଟ ରାଶିରେ ନୀଚ ଓ ମକର ରାଶିରେ ଉଚ୍ଚ ରହିଥାଏ |

ବନ୍ଧୁଗଣ ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରେ ତେଣୁ ଏହି 4 ଟି ରାଶିର ଲୋକମାନଙ୍କୁ ଶୁଭ ପରିଣାମ ମିଳିବାର ସମ୍ଭାବନା ରହିଛି |

ବୃଷ ରାଶି
ତେବେ ପ୍ରଥମେ ରେ ଆସୁଛି ବୃଷ ରାଶି ବୃଷ ରାଶି ର ଲୋକମାନଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି ଓ ଚାକିରୀ ରେ ପଦ ଉନ୍ନତି ହେବ ବ୍ୟବସାୟରେ ଲାଭ ହେବ ଆପଣଙ୍କ ପରିବାରରେ ସୁଖ ଶାନ୍ତି ରହିବ |

ମିଥୁନ ରାଶି
ଦର୍ଶକବନ୍ଧୁ ଆପଣଙ୍କୁ କର୍ମ କ୍ଷେତ୍ରରେ ଭାଗ୍ୟର ସାଥ ମିଳିବ ଚାକିରୀ ବିଏବସାୟ ପରିସ୍ଥିତି ରେ ଆପଣଙ୍କ ସପକ୍ଷରେ ରହିବ ପାରିବାରିକ ଜୀବନ ସୁଖଦ ହେବ ଦାମ୍ପତ୍ୟ ଜୀବନ ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ଧନ୍ୟ କରିବ ସମାଜରେ ମାନସନମାନ ବଢିବ |

ବିଛା ରାଶି
ବନ୍ଧୁଗଣ ଏହି ରାଶିର ଜାତକରେ ଲାଭ ପ୍ରାପ୍ତି ରହିଛି ସମାଜରେ ମାନସନମାନ ମିଳିବ କର୍ମ କ୍ଷେତ୍ରରେ ପରିସ୍ଥିତି ଭଲ ରହିବ ଜୀବନ ସାଥି ସବୁ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବେ ଓ ମାନସନମାନ ବୃଦ୍ଧି ହେବ |

କୁମ୍ଭ ରାଶି
ଦର୍ଶକବନ୍ଧୁ ଆପଣଙ୍କ ବ୍ୟବସାୟରେ ଲାଭ ହେବ ଆପଣଙ୍କ ଆର୍ଥିକ ବ୍ୟବସ୍ତା ମଜବୁତ ରହିବ ବିଭିନ୍ନ ଉତ୍ସ ରୁ ଧନ ଲାଭ ହେବାର ସମ୍ଭାବନା ରହିଛି ଜୀବନ ସାଥିଙ୍କ ସହ ଭଲ ସମୟ ବିତାଇବେ ତେବେ ବନ୍ଧୁଗଣ ଏହା ମଧ୍ୟରୁ ଆପଣଙ୍କ କେଉଁ ରାଶି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.