Breaking News

ଆଜିଠାରୁ ଖୋଲିଲା ସମସ୍ତ ବିଶ୍ୱ ବିଦ୍ୟାଳୟ, ପୁଣି ବଢ଼ିବକି ଖରା ଛୁଟି ଦେଖନ୍ତୁ ସରକାରଙ୍କ ବଡ଼ ଘୋଷଣା…

ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଲାଗି ଆସୁଛି କିଛି ବଡ଼ ଖବର ଯେମିତି କି ଆପଣ ମାନେ ଜାଣି ଛନ୍ତି କି ସାରା ରାଜ୍ୟରେ ସମସ୍ତ ଵିଦ୍ୟାଳୟରେ ସ୍କୁଲ ଛୁଟି ରହିଛି | ଆଜି ଜୁନ 17 ତାରିଖ ଠାରୁ ସ୍କୁଲ ଖୋଲିବାକୁ ଥିଲା ବେଳେ ଜାରି ହୋଇଛି କିଛି ନୂଆ ନିୟମ | ସମଗ୍ର ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଏବେ ଖରା ଛୁଟି ଲାଗି ରହିଛି ଖରା ଛୁଟି ସାରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ ନୂଆ ଶିକ୍ଷା ବର୍ଷରେ ଯେପରି ଶତପ୍ରତିଶତ ପାଠ୍ୟ ଖସଡ଼ା ଶେଷ ହେବ ଏବଂ ପିଲାଙ୍କୁ ଠିକି ଢଙ୍ଗରେ ଶିକ୍ଷା ଦିଆଯିବ |

ଓଡିଶା ଶିକ୍ଷା ବିଭାଗ ପାଠ୍ୟ କରଣ ଓସେପା ପକ୍ଷରୁ ଏହି ନିୟମ ବଳି ଜାରି କରାଯାଇଛି ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଙ୍କୁ ନିର୍ଦେଶ କା ଚିଠି ଲେଖିଛନ୍ତି | ଚଇତିରେ ଉଳ;ଉଲେଖ ଅଛି କୋରନ କାଳରେ ପାଠ ପଢ଼ାରେ ହୋଇଥିବା ଖେତୀ ଭରଣ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟ କ୍ରମର ପୁସ୍ତକ ପଠା ଯିବା | ସବୁ ବିଦ୍ୟର୍ଥୀ ଯେପରି ଦୁଇ ପ୍ରକାର ପୁସ୍ତକ ପାଇବେ ସେହି ଭଳି ପ୍ରଧାନ ଶିକ୍ଷକ ଧ୍ୟାନ ଦେବେ |

ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପଦର୍ଶନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ | ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢା ଯିବା ସହିତ ନିୟମିତ ପାଠ ପ୍ରଦାନ କରିଯିବା ବୋଲି ଚିଠିରେ ଦର୍ଶାଯାଇଛି | ତେବେ କୋରନ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ସିଲାବସ ଶତପ୍ରତିଶତ ପଢା ହୋଇନ ପାରୁଥିବାରୁ ପାଠ ପଢା ଏକ ବିପ୍ରଜନ ହୋଇ ପଡିଥିଲା ତେବେ ଚଳିତ ଶିକ୍ଷା ବର୍ଷରେ ସ୍କୁଲ ପାଠପଢା ସମ୍ପୂର୍ଣ ସୋଭଵିକା ହେବ ବୋଲି ଆସ ଥିଲା ବେଳେ ସତପ୍ରତିଶତ ପାଠ ପଢା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଓ ମାନଙ୍କୁ ନିର୍ଦେଶ ଦିଆ ଯାଇଛି |

ଏହା ପରେ ପାଠ ପଢ଼ାରେ ହୋଇଥିବା ଖେତୀ ପାଇଁ ଶିକ୍ଷକ ଶତନ୍ତ୍ର ଯୋଜନା କରିବେ ତେବେ ଛାତ୍ର ଛାତ୍ରୀ ଙ୍କ ନିରାପଦ ଲାଗି ଶିକ୍ଷା ଅନୁଷ୍ଠାନ କତୃପକ୍ୟ ପ୍ରଥମିକତା ଦେବେ ପ୍ରତି ପାଠ୍ୟ କର୍ମର ପୁସ୍ତକ ନୋଟ ପ୍ରଦାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ତାର ଯାଞ୍ଚ କରିବେ |

About odisha news

Check Also

ଆସିଲା ବଡ଼ ଖବର ସେପ୍ଟେମ୍ବର ମାସରେ ବନ୍ଦ ହେବ ରାସନ କାର୍ଡ, ଏହି ଲୋକ ମାନଙ୍କର କଟିଯିବ ରାସନ କାର୍ଡ…ଆପଣଙ୍କର ରାସନ କାର୍ଡ ଅଛି ଯଦି ଜଲଦି ଦେଖନ୍ତୁ !

ବର୍ତମାନର ବଡ଼ ଖବର ଯାହାକି ଆପଣ ମାନେ ସମସ୍ତେ ରାସନ କାର୍ଡ ଜାଣିଥିବେ ଯଦି ଆପଣ ମାନଙ୍କର ରାସନ କାର୍ଡ …

Leave a Reply

Your email address will not be published.