Breaking News

ଆଜିଠାରୁ କାଳବୈଶାଖୀ ଆରମ୍ଭ || ଏହି ସବୁ ଜିଲ୍ଳା କୁ ସତର୍କ ସୂଚନା ଦେଲା ପାଣିପାଗ

ଆଜି ଠାରୁ ରାଜ୍ୟ ରେ ବିଭିନ୍ନ ଜିଲ୍ଲା ରେ କାଳ ବ୍ୟେଶାଖୀ ଆରମ୍ଭ ହେବାକୁ ଯାଉଛି |ଏ ନେଇ ଆଜି ଆଭ୍ୟନ୍ତରୀଣ ଓଡିଶା ର ନ’ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ରାଜ୍ୟ ର ଆଞ୍ଚଳିକ ପାଣି ପାଗ ବିଭାଗ |ଯଥା ଶୀଘ୍ର ଏ କାଳ ବ୍ୟେଶାଖୀ ଆରମ୍ଭ ହେବାକୁ ଯାଉଛି |ତେବେ କେଉଁ କେଉଁ ଜିଲ୍ଲା କୁ ସତର୍କ ସୂଚନା ଦିଆ ଯାଇଛି ଜାଣିବା ପାଇଁ ଆମ ଲେଖା ଟିକୁ ସମ୍ପୂର୍ଣ୍ଣ ଭାବେ ପଢନ୍ତୁ |ଏବଂ ଭଲ ଲାଗିଲେ ଲାଇକ ଏବଂ ସେୟାର କରନ୍ତୁ |ଆଜି ରାଜ୍ୟ ରେ କିଛି ଜିଲ୍ଲା ରେ ଘଡ ଘଡି ସହ ବର୍ଷା ହବାର ସମ୍ଭାବନା ଅଛି |

ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ତିରିଶ ରୁ ଚାଳିଶ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆ ଯାଇଛି |ତେବେ କୋରାପୁଟ ,ନବରଙ୍ଗପୁର ,ମାଲକାନଗିରି ,ନୂଆପଡା,କଳାହାଣ୍ଡି ,ବଲାଙ୍ଗୀର ,କନ୍ଧମାଳ ,ରାୟଗଡା ଓ ଗଜପତି ଜିଲ୍ଲା ଭଳି ନ ‘ଟି ଜିଲ୍ଲା ରେ ବର୍ଷା ସହିତ ଘୂର୍ଣ୍ଣୀ ଝଡ ର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା କୁ ୟେଲ୍ଲୋ ୱାର୍ନିଙ୍ଗ ଜାରି କରା ଯାଇଛି |ସେହି ପରି ଷୋଳ ତାରିଖ ରେ ମଧ୍ୟ କାଳ ବ୍ୟେଶାଖୀ ର ସମ୍ଭାବନା ଅଛି |

ମାଲକାନଗିରି ,ଗଞ୍ଜାମ ,କେନ୍ଦୁଝର ,କୋରାପୁଟ ,ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲା ରେ ବର୍ଷା ହବାର ସମ୍ଭାବନା ଅଛି |ସେହିପରି ସତର ତାରିଖ ରେ ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର ,କଳାହାଣ୍ଡି ,ନୂଆପଡା ,ବଲାଙ୍ଗୀର ,ଗଜପତି ,ରାୟଗଡା ଆଦି ଜିଲ୍ଲା ରେ କାଳ ବ୍ୟେଶାଖୀ ର ସମ୍ଭାବନା ଅଛି |ଏହା ପରେ ରାଜ୍ୟ ର ପାଗ ଶୁଖିଲା ରହିବ |ତେବେ ରାଜ୍ୟ ର ତାପମାତ୍ରା ଧୀରେ ଧୀରେ ବଢି ବୟାଳିଶ ଡିଗ୍ରୀ ଅତିକ୍ରମ କରିବ ବୋଲି ସୂଚନା ମିଳିଛି |

ତେବେ ଗତ କାଲି ଭୁବନେଶ୍ଵର ର ସର୍ବୋଚ୍ଚ ତାପମାତ୍ରା ଅଠ ତିରିଶ ଡିଗ୍ରୀ ରେକର୍ଡ ହେଇଛି |ଆଜି ଅଧିକାଂଶ ଜିଲ୍ଲା ରେ ଆକାଶ ମେଘୁଆ ରହିବା ସହ ଅପରାହ୍ନ ଆଡ କୁ ବର୍ଷା ହେବା ର ସମ୍ଭାବନା ଅଛି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *