Breaking News

ଆଜି ଠାରୁ ବଦଳି ଯିବା ଏହି ୫ଟି ବଡ଼ ନିୟମ, ଜାଣି ରଖନ୍ତୁ କଣ ଏହି ସବୁ ନିୟମ ବଦଳିଯିବ !

ବର୍ତମାନ ବଡ଼ ଖବର ଜୁନୁ ୧ରୁ ମାନେ ଆଜି ଠାରୁ ବଦଳିଯିବ ଏହି 5ଟି ନିୟମ | ଜୁନୁ ମାସ ଆରମ୍ଭ ହୋଇଯାଇଛି ଆଉ ଏଇ ମାସର ପ୍ରଥମ ତାରିଖ ହିଁ ଆପଣଙ୍କ ଜୀବନ ସହିତ ଅନେକ ବଡ଼ ବଡ଼ ପରିବର୍ତନ ହେବାକୁ ଯାଉଛି ଏହି ପରିବର୍ତନ ଆପଣଙ୍କ ଜୀବନ ଉପରେ ଏବଂ ଆପଣଙ୍କ ପକେଟ ଉପରେ ସିଧା ପ୍ରଭାବ ପକାଇବା ଏହା ସହିତ ଏହି ପରିଵର୍ତନ ଆପଣଙ୍କୁ ଅଧିକ ଆର୍ଥିକ ବୋଝ ଲଦି ପରେ |

ଆଜିଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ଅନୁସାରେ ଅନେକ ରାଜ୍ୟରେ ମାଗଣାରେ ମିଳୁଥିବା ଗହମ କୋଟା ହ୍ରସ କରାଯିବ ଏହି ଅନୁସାରେ ୟୁପି ବିହାର କେରଳ ରେ ୧ ଜୁନୁରୁ ୩ କିଲୋ ଗହମ ଦୁଇ କିଲୋ ଚାଉଳ ସ୍ଥାନରେ ୫କିଲୋ ଚାଉଳ ହିଁ ମିଳିବ | ଆଜିଠାରୁ ଦେଶର ସବୁଠାରୁ ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କ SBI ନିୟମରେ ପରିବର୍ତନ ଆଣିଛି ଏହି ଅନୁସାରେ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଘର ଲୋନ ପାଇଁ ଯାହାକି EB ଏବଂ LR 7.05 ପ୍ରତିଶତ ହୋଇଯାଇଛି |

ଆଜିଠାରୁ ସୁନା ଲୋନ ପାଇଁ ଦ୍ୱତୀୟ ପ୍ରଯାୟ ଲାଗୁ ହୋଉଛି ହେଲେ ଏଇଥର ଏଥିରେ ଅନେକ ପରିବର୍ତନ କରାଯାଇଛି ୧ ଜୁନୁରୁ ହାଲମାର୍କ 14 18 20 22 23 ଓ 24 କେରେଡ ର ଗହଣା ବିକ୍ରି ହୋଇପାରେ ଅର୍ଥାତ ବିନା ହଳ ମାର୍କେ ସୁନା ବିକ୍ରି କରିବା ସମ୍ଭବ ହେବ ନାହିଁ | ଏଥିରେ 20 22 22 କେରେଡ କୁ ସାମିଲୀ କରାଯାଇଛି |

ତେବେ ଆଜିଠାରୁ କାର ଓ ବାଇକି ଇନ୍ସୁରାନ୍ସ ମାହାଙ୍ଗା ହୋଇଯିବ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୃତୀୟ ପ୍ରଜାୟା ମଟର ଭାଇକିଲି ପ୍ରିମିୟମ ରେ ବୃଦ୍ଧି କରାଯାଇଛି | ୧ ଜୁନୁ ରୁ ଆପଣଙ୍କର କାର ଇଂଜିନି ଖେମତା ହିସାବରେ ପ୍ରିମିୟମ ଏବକୁ ହେବ |

10.2.2020 – Rajasthan, India : State bank of India shutter closed on holiday

ସେହି ପରି ଜୁନୁ ୧ ଏବଂ ଆଜିଠାରୁ axis bank ରେ ବଡ଼ ନିୟମ ବଦଳୁଛି axis ବ୍ୟାଙ୍କ ଗ୍ରାମୀଣ ଓ ସହରୀ ଅଞ୍ଚଳ ପାଇଁ ମିନିୟମ ପଇସା ରଖିବା 15000 ବୃଦ୍ଧି ପାଇ 25 ଟଙ୍କା କରି ଦିଅ ଯାଇଛି ଏହା ସହିତ ଅଟ ଡେବିଡ଼ି ନହେବାରୁ ଲାଗୁଥିବା ଫାଇନି ବଢ଼ାଇ ଦିଆଯାଇଛି |

ପରି ମାସ ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡର ଦାମର ସମୀକ୍ଷା କରାଯାଏ ଆଣେ ପଟେ ଏଥିରେ ମଧ୍ୟ ବୃଦ୍ଧି କରାଯାଇଥାଏ ଅନେକ ଥର ଏହାର ଦାମରେ ହ୍ରସ ପାଏ ୧ ଜୁନୁ ରୁ ଗ୍ୟାସ ପରିବର୍ତନ ହେବାର ସମ୍ଭାବନା ରହିଛି |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.