Breaking News

ଆଜିର ରାଶିଫଳ : 07 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | କିଛି ବି ଯୋଜନାରେ ଆଗକୁ ବଢିବା ଆଗରୁ ନିଜ ଘର ଲୋକଙ୍କ ପରାମର୍ଶ ନେବା ଅଧିକ ଲାଭକାରୀ ହେବ | ଘରର ପରିବେଶ ଖୁସି ଓ ମଧୁର ରଖିବାକୁ ଚେଷ୍ଟା କରନ୍ତୁ ତାହା କଲେ ଫଳ ଭଲ ମିଳିବ | ନିଜର ପ୍ରେମର ଭାବନାକୁ ସମସ୍ତଙ୍କ ସାମନାରେ ପ୍ରକାଶିତ କରନ୍ତୁ ନାହିଁ | କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ |

ବୃଷ ରାଶି
ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ଲାଭ ଦେବ | ପ୍ରେମ,ମିଳାମିଶା ଓ ବନ୍ଧନରେ ବୃଦ୍ଧି ହେବ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ |
ସବୁ ଜିନଷ ଆପେ ଠିକ ହେବା ପାଇଁ ଅପେକ୍ଷା କରନ୍ତୁ ନାହିଁ, ନିଜେ ନୂଆ ସୁଯୋଗ ଖୋଜନ୍ତୁ |

ମିଥୁନ ରାଶି
ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ବେଳେ ବୁଲିବାକୁ ନିହାତି ଯାନ୍ତୁ,ଏହା ଦ୍ୱାରା ଆପଣଙ୍କୁ ବହୁତ ପ୍ରିୟା ଓ ସହଯୋଗ ଦେବେ | ପ୍ରେମ ସମ୍ଭନ୍ଧରେ ଟିକେ ବାଧା ଆସି ପାରେ | ଆସୁଥିବା ଦିନରେ କାର୍ଯ୍ୟାଳୟରେ ଆପଣଙ୍କ ଆଜିର କାମ ବହୁତ ସାରା ଜିଗର ଆପଣଙ୍କୁ ପ୍ରଭାବିତ କରିବା |

କର୍କଟ ରାଶି
ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ପରିବାର ଲୋକଂକ ସଂପର୍କରେ ନୂତନ ଜୀବନ ଦେବା ପାଇଁ ଉଚିତ ସମୟ ଆସିଛି | ସାମାନ୍ୟ ଦ୍ଵନ୍ଦ ହେଲେ ମଧ୍ୟ ଆପଣଙ୍କ ପ୍ରେମ ସମ୍ପର୍କ ଆଜି ଭଲ ରହିବ ଓ ଆପଣ ଆପଣ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କୁ ଖୁସି କରାଇ ପାରିବେ |

ସିଂହ ରାଶି
ସ୍ୱାସ୍ଥ୍ୟ ଭଲ ରହିବ | ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ | ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ | ପ୍ରେମ ସଦା ବେଳେ ଭାବପୂର୍ଣ୍ଣ ହୋଇ ଥାଏ ଓ ତାହା ଆଜି ଆପଣ ଅନୁଭବ କରିବେ |

କନ୍ୟା ରାଶି
ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳିଆ ଅନୁଭବ କରିବେ | ହଠାତ ନୂତନ ସୂତ୍ରରୁ ଧାନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | କିଛି ଲୋକଙ୍କ ବାହାଘର ଠିକ ହୋଇ ପାରେ ଓ କିଛି ଲୋକଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବା ଯୋଗୁଁ ମନ ଖୁସିରେ ଭରି ଉଠି ପାରେ |

ତୁଳା ରାଶି
ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି | ଯେଉଁ ମାନଙ୍କୁ ଭାବନାତ୍ମକ ସାହାଯ୍ୟର ଆବଶ୍ୟକତା ଅଛି, ତାହା ସେମାନଙ୍କୁ ତାଙ୍କର ଘରର ବଡ ଲୋକ ମାନଙ୍କ ଠୁ ମିଳିବ |

ବିଛା ରାଶି
ଭାବିବା ଆଗରୁ ଦୁଇ ଥର ଭାବନ୍ତୁ | ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ | ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି | ଆପଣଙ୍କ ଅଭଦ୍ର ସ୍ଵଭାଵ ଆପଣଙ୍କ ମତ-ପିତାଙ୍କ ଶାନ୍ତି ନଷ୍ଟ କରି ଦେବ | ଆପଣଙ୍କୁ ତାନ୍କର ପରାମର୍ଶ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଛି | ସକରାତ୍ମକ କଥା ଉପରେ ବିଚାର କରିବାରେ କିଛି ଖରାପ ନାହିଁ |

ଧନୁ ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | କୌଣସି ଦୂରର ବନ୍ଧୁ ବାନ୍ଧବ ଆଡୁ ଆଜି ହଠାତ କୌଣସି ଖବର ଶୁଣି ପୁରା ପରିବାର ଉତ୍ତେଜିତ ରହିବ | କାହା ସହିତ ଆଖିରେ ଆଖି ମିଶିବାର ବହୁତ ସମ୍ଭାବନା ଅଛି | ଆପଣଙ୍କୁ ଉତ୍ତମ ପରିଣାମ ପାଇବା ପାଇଁ ନିଜ ଆଡୁ ପ୍ରୟାସ କରିବା ଆବଶ୍ୟକ |

ମକର ରାଶି
ଅସନ୍ତୋଷ ଭାବନାକୁ ନିଜ ଉପରେ ଅବୈଧ ହବାକୁ ଦିଅନ୍ତୁ ନାହିଁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ଆପଣଙ୍କ ନିଷ୍ପତିରେ ମତ-ପିତାଙ୍କ ସାହାଯ୍ୟ ମହତ୍ଵପୁର୍ଣ ପ୍ରମାଣିତ ହେବ | ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ |

କୁମ୍ଭ ରାଶି
ସୁଶୁପ୍ତ ଅସୁବିଧା ପୁଣି ଥରେ ଉପରକୁ ଆସି ପାରେ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ପଡ଼ି ପାରେ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ | ପ୍ରେମର ପୁରା-ପୁରୀ ମଜା ନିଅନ୍ତୁ | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ |

ମୀନ ରାଶି
ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇ ପାରେ ଓ ତାଙ୍କୁ ଚିକିଶ୍ୟାର ଆବଶ୍ୟକତା ଅଛି | ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି | ବୈବାହିକ ନିଷ୍ପତି ନେବା ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ |

About odisha news

Check Also

ଆଜିର ରାଶିଫଳ : 14 ମେ 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ | ହଠାତ ଆଜି …

Leave a Reply

Your email address will not be published.