Breaking News

ଆଜିର ରାଶିଫଳ : ୩୧ ମାର୍ଚ୍ଚ ୨୦୨୨ ଗୁରୁବାର କେମିତି କଟିବ ଆଜିର ଦିନ |

ମେଷ ରାଶି – ନିଜର ଓଜନ ଉପରେ ନଜର ରକଃନ୍ତୁ ଓ ଆବଶ୍ୟକତାରୁ ବେଶୀ ଖାଇବା ପରିହାର କରନ୍ତୁ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ | ପିତାଙ୍କ କଡ଼ା ସ୍ଵଭାଵ ଆପଣଙ୍କୁ ନିରାଶ କରି ପାରେ | କିନ୍ତୁ ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ | ଏହା କଲେ ଆପଣଙ୍କୁ ବେଶୀ ଲାଭ ମିଳିବ | ଆପଣ ହାହାତ ନିଜକୁ ଗୋଲାପ ଫୁଲର ସୁଗନ୍ଧରେ ନିଜକୁ ଭରା ପାଇବେ |

ବୃଷ ରାଶି – ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଝିଅର ରୋଗ ଆପଣଙ୍କ ମନ ଖରାପ କରି ପାରେ | ଉତ୍ସାହ ବଢ଼େଇବା ପାଇଁ ତାଙ୍କୁ ସ୍ନେହ ସହିତ ଗେହ୍ଲା କରନ୍ତୁ | ପ୍ରେମରେ ରୋଗୀକୁ ବି ସୁସ୍ତ-ସବଳ କରିବାର ଵାଲା ଥାଏ |

ମିଥୁନ ରାଶି – ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ସମ୍ଭବ ହୋଇ ପାରେକି କେହି ଆପଣଙ୍କୁ ନିଜର ପ୍ରେମର ପ୍ରସ୍ତାବ ଦେଇ ପାରେ |

କର୍କଟ ରାଶି – ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ | ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ କୋଉଠିକି ବୁଲା ବୁଲି କରି ନିଜର ପ୍ରେମ ଜୀବନରେ ନୂତନ ଉର୍ଜା ଭାରି ପାରିବେ |

ସିଂହ ରାଶି – ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | କିଛି ବି ଯୋଜନାରେ ଆଗକୁ ବଢିବା ଆଗରୁ ନିଜ ଘର ଲୋକଙ୍କ ପରାମର୍ଶ ନେବା ଅଧିକ ଲାଭକାରୀ ହେବ | ଘରର ପରିବେଶ ଖୁସି ଓ ମଧୁର ରଖିବାକୁ ଚେଷ୍ଟା କରନ୍ତୁ ତାହା କଲେ ଫଳ ଭଲ ମିଳିବ |

କନ୍ୟା ରାଶି – ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ପରିବାର ଲୋକ ଓ ପିଲା ମାନଙ୍କ ସହିତ ସମୟ ବ୍ୟତୀତ କରିବା କାରଣରୁ ଆପଣ ଫୁର୍ତି ଓ ଉର୍ଜା ରେ ଭରା ଅନୁଭବ କରିବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ଆପଣ ନିଜକୁ ସମୟ ଦେବା ଜାଣନ୍ତି |

ତୁଳା ରାଶି – ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଯେଉଁମାନେ ଶେୟାର ମାର୍କେଟ ରେ ପଇସା ଲଗାନ୍ତି ସେମାନଙ୍କୁ ବେଶଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆଜି ଆପଣଙ୍କର ପଇସା ବୁଡ଼ିଯିବାର ବହୁତ ସମ୍ଭାବନା ଅଛି | ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ | ଆପଣଙ୍କ ପ୍ରିୟଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ |

ବିଛା ରାଶି – ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ| ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ | ଖୁସି ପାଇବା ପାଇଁ ନୂତନ ସମ୍ଭନ୍ଧରେ ପପ୍ରତୀକ୍ଷା କରନ୍ତୁ | ପ୍ରତ୍ୟେକ କଥାକୁ ଠିକ ଭାବରେ ବୁଝିବାକୁ ଆପଣ ଚେଷ୍ଟା କରିବା ଦରକାର | ନଚେତ ଖାଲି ସମୟରେ ଆପଣ କେବଳ ଏହି କଥା ଭାବି ଭାବି ସମୟ ବର୍ବାଦ କରିବେ |

ଧନୁ ରାଶି – ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ | କୌଣସି ଦୂରର ବଂଧୁ ଠୁ ହଠାତ ମିଳି ଥିବା ଖବର ଶୁଣି ଆପଣଙ୍କ ଦିନ ବିଶେଷ ହୋଇ ଯିବ | ଆଜି ନିଜ ସାଥୀ କଥା ଶୁଣିକି ମନ ଦୁଃଖ ହୋଇ ପାରେ |

ମକର ରାଶି – ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ବ୍ୟପାରୀମାନେ ନିଜ ଅର୍ଜିତ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଆଜି ଚୋରି ହେବାର ବହୁତ ସମ୍ଭାବନା ଅଛି | ପରିବାର ଲୋକଙ୍କ ସହିତ ସାମାଜିକ ଗତିବିଧିରେ ଭାଗ ନେବା କାରଣରୁ ମାନସିକ ଚାପ ପଡି ପାରେ | ଏକ ଲମ୍ବା ଏକାକୀ ସମୟ ଯାହା ଆପଣଙ୍କୁ ବାନ୍ଧି ରଖିଥିଲା, ତାହାର ଅଂତଃ ଘଟିଛି – କାରଣ ଆପଣଙ୍କୁ ଖୁବ ଶୀଘ୍ର ଜୀବନ-ସାଥୀ ମିଳିବ|

କୁମ୍ଭ ରାଶି – ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ରହିବେ | ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟରେ ଦେଖି ଆଜି ଆପଣଙ୍କ ପରିବାର ଅତ୍ୟନ୍ତ ଆନନ୍ଦିତ ହେବେ |

ମୀନ ରାଶି – ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଭୁଲ ବୁଝା-ମନା କିମ୍ବା କୌଣସି ଭୁଲ ସନ୍ଦେଶ କାରଣରୁ ଆପଣଙ୍କ ଦିନ ଆଜି ନିରାଶଜନକ ହୋଇ ପାରେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.