Breaking News

ଆଜିର ରାଶିଫଳ ୧୮ ମାର୍ଚ୍ଚ ୨୦୨୨ ଶୁକ୍ରବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆସ ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ବନ୍ଧୁ-ବାନ୍ଧବ ଆପଣଙ୍କ ଦୟା ସ୍ଵଭାଵର ଲାଭ ପାରନ୍ତି | ସତର୍କ ରୁହନ୍ତୁ, ନଚେତ ପରେ ଆପଣ ଠକ ଅନୁଭବ କରିବେ | ଦୟା ଗୋଟେ ସୀମା ଯାଏଁ ଠିକ ଅଛି, କିନ୍ତୁ ଯଦି ଆପଣଙ୍କ ସୀମା ପାର କରି ଦିଏ ତାହେଲେ ବିପଦ ହୋଇ ପାରେ |

ବୃଷ ରାଶି
ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ |

ମିଥୁନ ରାଶି
ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ | କିନ୍ତୁ ନିଜର ଉତ୍ସହାକୁ ନିଅତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେଵାଭି ବିପଦ ସ୍ତୃଷ୍ଟି କରି ପାରେ | ଆଜି ଆପଣଙ୍କର ଯାତ୍ରା ଓ ଟଙ୍କା ଖର୍ଚ୍ଚ କରିବାକୁ ଭାରି ମନ କରି ପାରେ -କିନ୍ତୁ ତାହା ଯୋଗୁଁ ଶେଷରେ ଆପଣ ଖେଦ ଅନୁଭବ କରି ପାରନ୍ତି | ପଡୋଶୀଙ୍କ ସହିତ ଜଗଦା ହେବ କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ |

କର୍କଟ ରାଶି
ନିରାଶା-ବାଦୀ ଚିନ୍ତାଧାରା ଠୁ ନିଜକୁ ରକ୍ଷା କରନ୍ତୁ କାରଣ ନା କେବଳ ଏହା ଆପଣଙ୍କ ସମ୍ଭାବନାକୁ କାମ କରି ଦିଏ, ତା ସହିତ ଶରୀର ଆନ୍ତରିକ ସନ୍ତୁଳନ ଖରାପ କରି ଦିଏ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରି ପାରେ |

ସିଂହ ରାଶି
ସେଇ ଭାବନାକୁ ଚିହ୍ନନ୍ତୁ,ଯାହା ଆପଣାକୁ ଉତ୍ସାହିତ କରେ | ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଚଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ |

କନ୍ୟା ରାଶି
ତେଲରେ ଚଣା-ଛଣି ଖାଦ୍ୟଠୁ ଦୁରେଇ ରୁହନ୍ତୁ ଓ ନିତ୍ୟ ଦିନ ବ୍ୟୟାମ କରନ୍ତୁ | ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ | ଘରେ ସନ୍ତୁଳନ ରଖିବା ପାଇଁ ସାଙ୍ଗରେ ମିଶିକି କାମ କରନ୍ତୁ | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ |

ତୁଳା ରାଶି
ଆଜି ବିଶେଷ ଦିନ ଅଛି, କାରଣ ଉତ୍ତମ ସ୍ବାସ୍ଥ୍ୟ ଆପଣଙ୍କୁ ଲିଚି ଅସାଧାରଣ କାର୍ଯ୍ୟ କରିବାକୁ କ୍ଷମତା ଦେବ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ପିଲାମାନଙ୍କର ସଫଳତା ଯୋଗୁ ଆପଣ ଗର୍ବିତ ଅନୁଭବ କରିବେ | ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ |

ବିଛା ରାଶି
ଆପଣଙ୍କ ମନ ଇଚ୍ଛା କାର୍ଯ୍ୟ କରିବା ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବାଧା ସ୍ତୃଷ୍ଟି କରି ପାରେ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଆଜି ଆପଣଙ୍କୁ ନିଜର ଜ୍ଞାନ ଓ ପ୍ରଭାବରେ ଉପଯୋଗ ସଂବେଦନଶୀଳ ଘରୋଇ ବିବାଦକୁ ହଳ କରିବା ପାଇଁ କରିବା ଉଚ୍ଛିତ |

ଧନୁ ରାଶି
ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ବହୁତ ଦିନରୁ ଅଟକି ଥିବା ଅର୍ଥଆଜି ମିଳିବାଯୋଗୁଁଅର୍ଥ ଅବସ୍ଥାରେ ଉନ୍ନତି ହେବ ହଠାତ ଆସିଥିବା କାର୍ଯ୍ୟ ଯୋଗୁଁ ଆପଣଙ୍କ ଦିନର ଯୋଜନାରେ ବାଧା ପଡି ପାରେ | ଆପଣ ଅନୁଭବ କରିବେ କି ଆପଣ ଅନ୍ୟ ମାନଙ୍କ ପାଇଁ ଅଧିକ କରୁଛନ୍ତି ଓ ନିଜ ପାଇଁ ସମୟ ପାଉନାହାନ୍ତି |

ମକର ରାଶି
ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଅର୍ଥ ଅବସ୍ଥା ଯୋଗୁଁ ଆପଣଙ୍କ ରଚନାତ୍ମକ ଭାବରେ ଭାବିବା ଶକ୍ତି ନଷ୍ଟ ହୋଇ ଯାଇଛି | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ |

କୁମ୍ଭ ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଅର୍ଥକୁ ନେଇ କୌଣସି ନିବେଶ କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ପ୍ରୋତ୍ସାହନ ପ୍ରଦାନ କରି ପାରନ୍ତି |

ମୀନ ରାଶି
ଅନ୍ୟ ମାନଙ୍କ ଆଲୋଚନା କରି ସମୟ ଖରାପ କରନ୍ତୁ ନାହିଁ,କାରଣ ତାହାର ଦୁଃଷ୍ପ୍ରଭାଵ ଆପନ୍ନାଙ୍କ ସ୍ୱାସ୍ଥ୍ୟ ଉପରାରେଭି ପଡି ପାରେ | ଆପଣଙ୍କ ଜୀବନସାଥୀ ଓ ସହଭାଗୀଙ୍କ ସହିତ ଧାନକୁ ନେଇ ଝଗଡ଼ା ହୋଇପାରେ, କିନ୍ତୁ ଆପଣ ଆପଣଙ୍କର ଶାନ୍ତ ସ୍ୱଭାବଦ୍ଵାରା ପରିସ୍ଥୀତିକୁ ସମ୍ଭାଳି ନେବେ | ଏମିତି ସାଙ୍ଗ ମାନଙ୍କ ସହିତ ବାହାରକୁ ଯାନ୍ତୁ,ଯେଉଁ ମାନେ ସକାରାତ୍ମକ ଓ ସାହାଯ୍ୟ କରିବା ସ୍ୱଭାବର ଅଟନ୍ତି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.