Breaking News

ଆଜିର ରାଶିଫଳ : ୧୨ ଜୁନ ୨୦୨୨ ରବିବାର କେମିତି କଟିବ ଆଜିର ଦିନ…

ମେଷ ରାଶି – ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ହୋଇ ପାରେ କି ଆପଣ ଆପଣଙ୍କ ପରିବାର ଲୋକଙ୍କ ପ୍ରତେକଟି କଥାରେ ଏକମତ ନ ହେଇ ପାରନ୍ତି,କିନ୍ତୁ ଆପଣଙ୍କୁ ତାଙ୍କର ଅନୁବୂତିରୁ ଶିଖିବାକୁ ଚେଷ୍ଟା କରିବା ଉଚ୍ଛିତ |

ବୃଷ ରାଶି – ନିଜର କାଧ୍ୟ-ପାନର ବିଶେଷ ଧ୍ୟାନ ରଖନ୍ତୁ | ବିଶେଷ କରିକି ମାଇଂଗ୍ରେନ ରୋଗୀ ମାନଙ୍କୁ ସମୟରେ ଖାଦ୍ୟ ଖାଇବା ଉଚିତ,ନଚେତ ତାଙ୍କୁ ବ୍ୟର୍ଥ ଭାବନାତ୍ମକ ପଡ଼ିବ | କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ, ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇ ପାରେ | ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ |

ମିଥୁନ ରାଶି – ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ପିଲା ମାନଂକ ଠୁ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଟିକେ ଅଲଗା ସମୟ କାଢନ୍ତୁ | ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ |

କର୍କଟ ରାଶି – ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ |ଆଜି ରାତିରେ ଆପଣଙ୍କୁ ଆପଣଙ୍କର ଦେଇଥିବା ଧନ ମିଳିବାର ସମ୍ଭାବନା ଅଛି | ଯଦି ଆଜି ଆପଣ ନିଜର ପରିଚିତ ଲୋକଙ୍କ ଉପରେ ନିଜର ନିଷ୍ପତିର ଚାପ ଦେବାକୁ ଚେଷ୍ଟା କରିବେ, ତାହେଲେ ଆପଣ ଆପଣଙ୍କ ହିତକୁ ହି ବିପଦରେ ପକାଇବେ |

ସିଂହ ରାଶି – ଆଜି ଆପଣଙ୍କୁ ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ଏମିତି ସାଙ୍ଗ ମାନଙ୍କ ସହିତ ବାହାରକୁ ଯାନ୍ତୁ ଯେଉଁ ମାନେ ଆପଣଙ୍କ ଅବସ୍ଥା ଓ ଆବଶ୍ୟକତା ବୁଝିବେ | ଅନ୍ୟ ମାନଙ୍କୁ ଖୁସି ଦେଇ ଓ ପୁରୁଣା ଭୁଲକୁ ଭୁଲିକି ଆପଣ ନିଜର ଜୀବନକୁ ସାର୍ଥକ କରିପାରିବେ ଆବଶ୍ୟକତା ଠାରୁ ଅଧିକ ସମୟ ସାଙ୍ଗମାନଙ୍କ ସହିତ କଟାଇବ ଭଲ ନୁହେଁ |

କନ୍ୟା ରାଶି – ମନେ ମନେ ସ୍ବପ୍ନ ଦେଖି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ସାର୍ଥକ କାର୍ଯ୍ୟରେ ଉପଯୋଗ କରିବା ପାଇଁ ନିଜ ଉର୍ଜା ସଂଚୟ କରି ରଖନ୍ତୁ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ |

ତୁଳା ରାଶି – ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ | ପିଲା ମାନେ ଖୁସି ଖବର ଆଣି ପାରିବେ ଓ ତାହାକୁ ଶୁଣି ଆପଣଙ୍କ ଦିନ ଖୁସିରେ ଭାରି ଯିବ | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ |

ବିଛା ରାଶି – ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆପଣଙ୍କୁ ଆଶ୍ଚର୍ଯ୍ୟ ହେବକି ଆପଣଙ୍କୁ ରକ୍ଷା କରିବା ପାଇଁ ଆପଣଙ୍କ ଭାଇ ଆସିବେ |

ଧନୁ ରାଶି – ଗର୍ଭବତୀ ମହିଳା ମାନଂକ ପାଇଁ ସାବଧାନ ରହିବା ଅତି ଆବଶ୍ୟକ | ଯେଉଁମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ ଆଜି ସେମାନଙ୍କୁ କୌଣସି ପରିସ୍ଥୀତିରେ ଋଣ ସୁଝିବାକୁ ପଡ଼ିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା କ୍ଷୀଣ ହୋଇପାରେ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ |

ମକର ରାଶି – ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ନିଜର ଚିନ୍ତା ଧାରା ସାଙ୍ଗ-ସାଥି ଓ ବନ୍ଧୁ-ବାନ୍ଧବଙ୍କ ଉପରେ ବାଧ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ |

କୁମ୍ଭ ରାଶି – ଆପଣଙ୍କୁ ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ | ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ଲାଭ ଦେବ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ |

ମୀନ ରାଶି – ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ | ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ | ଘରେ କିଛି ପରିବର୍ତନ ଯୋଗୁଁ ଆପଣ ଆବେଗପ୍ରବଣ ହୋଇ ପାରନ୍ତି, କିନ୍ତୁ ଆପଣ ନିଜ ଭାବନାକୁ ସେମାନଂକ ସାମନାରେ ପ୍ରସ୍ତୁତ କରିବା ପାଇଁ ସଫଳ ହେବେ, ଯେଉଁ ମାନେ ଆପଣଙ୍କ ପାଇଁ ବିଶେଷ ଅଟନ୍ତି | ଆପଣଙ୍କ ସତ୍ୟପ୍ରିୟ ଓ ସର୍ତବିହୀନ ପ୍ରେମରେ ଯାଦୁ କରିବାର ମୁଖ୍ୟ କାରଣ |

About odisha news

Check Also

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ …

Leave a Reply

Your email address will not be published.