Breaking News

ଆଜିର ରାଶିଫଳ : 28 jun 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ଦିନଟା ଆରାମ କରିବା ପାଇଁ ଅତି ଆବଶ୍ୟକ ପ୍ରମାଣିତ ହେବ କାରଣ ଆପଣ କିଛି ଦିନରୁ ମାନସିକ ଚାପ ଭୋଗୁଛନ୍ତି | ନୂତନ ଗତିବିଧି ଓ ମନରଞ୍ଜନ ଆପଣଙ୍କ ପାଇଁ ବିଶ୍ରାମ କରିବା ପାଇଁ ସହାୟକ ହେବ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ ଆପଣ ତାଙ୍କ ସହିତ କଥାହେବା ଦରକାର |

ବୃଷ ରାଶି
ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ ଭଉଣୀର ସ୍ନେହ ଆପଣଙ୍କୁ ପ୍ରୋତ୍ସାହିତ କରିବ |କିନ୍ତୁ ଛୋଟ-ମୋଟା କଥା ଉପରେ ନିଜର ନିଅନ୍ତ୍ରଣ ହରାନ୍ତୁ ନାହିଁ କାରଣ ଏହା ଦ୍ଵାରା ଆପଣଙ୍କ ହିତକୁ କ୍ଷେତି ହୋଇ ପାରେ | ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ ଆଜି ଆପଣଙ୍କ ଠୁ ସିଧା ଉତ୍ତର ନ ପାଇ ସହକର୍ମୀ ମାନେ ଟିକେ ରୁଷ୍ଟ ହୋଇ ପାରନ୍ତି |

ମିଥୁନ ରାଶି
ପୂର୍ଣ୍ଣତୟା ସୁଖମଜା ଆଜି ଭୋଗ କରି ପାରିବେ ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ବ୍ୟାପାରରେ ଲାଭ ପାଇବାର ଉପଦେଶ ଓ ଉପାୟ କହିପାରେ ତାକୁ ମାନିଲେ ଆପଣ ଲାଭାନ୍ବିତ ହୋଇପାରିବେ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ |

କର୍କଟ ରାଶି
ନିଜର କାଧ୍ୟ-ପାନର ବିଶେଷ ଧ୍ୟାନ ରଖନ୍ତୁ ବିଶେଷ କରିକି ମାଇଂଗ୍ରେନ ରୋଗୀ ମାନଙ୍କୁ ସମୟରେ ଖାଦ୍ୟ ଖାଇବା ଉଚିତ ନଚେତ ତାଙ୍କୁ ବ୍ୟର୍ଥ ଭାବନାତ୍ମକ ପଡ଼ିବ ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ପିଲା ମାନଂକ ବିଦ୍ୟାଳୟ ଠୁ ଜଡ଼ିତ କାର୍ଯ୍ୟ ପୁରା କରିବା ପାଇଁ ତାଂକର ସାହାଯ୍ୟ କରନ୍ତୁ | ଆଜି ଆପଣ ଅନୁଭବ କରିବେ କି ଆପଣଙ୍କ ସହଭାଗୀ ହିଁ ଆପଣଙ୍କୁ ନିତ୍ୟତା ଭଲ ପାନ୍ତି |

ସିଂହ ରାଶି
ଧ୍ୟାନ କଲେ ଶାନ୍ତି ମିଳିବ ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି | ନୂଆ ପ୍ରେମ ହେବାର ସମ୍ଭାବନା ପ୍ରବଳ ଅଛି ପ୍ରେମର ପୁଷ୍ପ ଆପଣଙ୍କ ଜୀବନରେ ଶୀଘ୍ର ହିଁ ଫୁଟି ପାରେ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର |

କନ୍ୟା ରାଶି
ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ ତା ଛଡ଼ା ଆପଣଙ୍କ ଡର ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ |

ତୁଳା ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଭବିଷ୍ୟ କଥା ଭାବିକି ଅର୍ଥ ନିବେଶ କରନ୍ତୁ କେହି ଜଣେ ପୁରୁଣା ସାଙ୍ଗ ସଂଧ୍ୟା ବେଳେ ଫୋନ କରି ପୁରୁଣା ସ୍ମୃତି ମାନେ ପକେଇବେ | ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି |

ବିଛା ରାଶି
ଆଜି ଆପଣଙ୍କ ଶରୀର ଭଲ ରହିବ ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ପ୍ରେମ କରିବାକୁ ଆଜି କିଛି ସୁଯୋଗ ମିଳିବ ନାହିଁ କିଛି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବ |

ଧନୁ ରାଶି
ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ – ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ- ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | ଆପଣଙ୍କ ଜୀବନ-ସାଥୀଙ୍କ ବେଖାତିରି କାରଣରୁ ସମ୍ବନ୍ଧରେ ଦୂରତା ବଢ଼ି ପାରେ |

ମକର ରାଶି
ଆଜି ଦିନ ସାରା ଆରାମ କରିବାକୁ ସୁଯୋଗ ପାଇବେ|ଆଜି ତେଲ ମାଲିସ କଲେ ଶରୀର ବ୍ୟଥାରୁ ମୁକ୍ତି ପାଇଁ ପାରିବେ ଯଦି ଆପଣ ଅର୍ଥ ଅବସ୍ଥାରେ ବୃଦ୍ଧି ପାଇଁ ସୂତ୍ର ଖୋଜୁଛନ୍ତି ତାହେଲେ ସୁରକ୍ଷିତ ଯୋଜନାରେ ନିବେଶ କରନ୍ତୁ ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ |

କୁମ୍ଭ ରାଶି
ଯଦି ଆପଣ ବହୁତ ବେଶୀ ଚାପ ଅନୂଭଵ କରୁଛନ୍ତି ତାହେଲେ ପିଲାଙ୍କ ସହିତ ସମୟ ବିତାନ୍ତୁ ତାଙ୍କର ପ୍ରେମରେ ଭରା ଆଲିଂଗନ ଓ ନିରୀହତା ହସ ଆପଣଙ୍କ ସବୁ ଅସୁବିଧାକୁ ଶେଷ କରି ଦେବ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ |

ମୀନ ରାଶି
ଖୋଲା ହୋଇଥିବା କାଧ୍ୟ ଖାଆନ୍ତୁ ନାହିଁ ନଚେତ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ଘର ବିତରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ ପ୍ରେମ ଓ ଭଲ ପାଇବା ଆପଣଙ୍କୁ ଆଜି ଖୁସି ମନୋଦଶାରେ ରଖିବ | ଯଦି ଆପଣ ନିଅଯର ଜ୍ଞାନ ଓ ଅନୁଭବ ଅନ୍ୟ ମାନଙ୍କ ସହିତ ବାଣ୍ଟିବେ ତାହେଲେ ନିଶ୍ଚୟ ହିଁ ଅପାଙ୍କ ପ୍ରତିଷ୍ଠା ମିଳିବ | ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ ଆଜି ଆପଣ ନିଜର ଜୀବନ ସାଥୀ ସହିତ ବୁଲା-ବୁଲି କରି ମଜା ନେଇ ପାରନ୍ତି | ତାଙ୍କ ସହିତ ସମୟ କାଟିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ହାତ-ଛଡ଼ା କରନ୍ତୁ ନାହିଁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.