Breaking News

ଆଜିର ରାଶିଫଳ : 13 ସେପ୍ଟମ୍ବର 2022 ମଙ୍ଗଳବାର କେମିତି କଟିବ ଆଜିର ଦିନ !

ମେଷ ରାଶି
ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | ଏମିତିଆ କାର୍ଯ୍ୟରେ ସହଭାଗିତା କରିବା ପାଇଁ ଉତ୍ତମ ସମୟ ଅଟେ, ଯେଉଁ ଥିରେ ଯୁବା ଅବସ୍ଥାର ଲୋକ ଜଡ଼ିତ ଅଛନ୍ତି | ପ୍ରେମର ଋତୁ ଆସିଛି |

ବୃଷ ରାଶି
ଅସହଜତା ଆପଣଙ୍କ ମାନସିକ ଶାନ୍ତିରେ ବାଧା ଆଣି ପାରେ, କିନ୍ତୁ କେହି ସାଙ୍ଗ ଆପଣଙ୍କ ବିପଦର ସମାଧାନ କରିବାରେ ବହୁତ ସାହାଯ୍ୟ କରିବେ | ମାନସିକ ଚାପଠୁ ନିଜକୁ ରକ୍ଷା କରିବା ପାଇଁ ସଂଗୀତର ସାହାଯ୍ୟ ନିଅନ୍ତୁ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ |

ମିଥୁନ ରାଶି
ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ଆପଣଙ୍କ ମାତା-ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତା ଓ ଉତ୍ତେଜନାରେ କାରଣ ହୋଇ ପାରେ | ଘରେ ଅସୁବିଧା ହୋଇ ପାରେ- କିନ୍ତୁ ନିଜ ଜୀବନ ସାଥୀ ସାଙ୍ଗରେ ବିବାଦ କରିବା ପରିହାର କରନ୍ତୁ | ଆଜି ଘର ସଜାଡ଼ିବା ପାଇଁ ଭାବିପାରନ୍ତି କିନ୍ତୁ ଆପଣ ଏଥିପାଇଁ ସମୟ ପାଇବେନି |

କର୍କଟ ରାଶି
ନୀତି ଦିନ ବ୍ୟାୟାମ କରନ୍ତୁ ଓ ନିଜ ଶରୀର ଉପରେ ଧ୍ୟାନ ଦିଅନ୍ତୁ , ତାହା କଲେ ଖୁସି ଅନୁଭବ କରିବେ | ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ | ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ | ସାବଧାନ ରୁହନ୍ତୁ, କାରଣ କେହି ଆପଣଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରି ପାରେ | ଆଜି ଆପଣ ଆପଣଙ୍କ ପରିବାର ସହିତ ଆପଣଙ୍କ ସମସ୍ୟା କଟହ ହୋଇପାରନ୍ତି |

ସିଂହ ରାଶି
ଧାର୍ମିକ ଓ ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ ଅଟେ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | କୌଣସି ଦୂରର ବଂଧୁ ଠୁ ହଠାତ ମିଳି ଥିବା ଖବର ଶୁଣି ଆପଣଙ୍କ ଦିନ ବିଶେଷ ହୋଇ ଯିବ | ପ୍ରେମ ଆପଣଙ୍କ ହୃଦୟ ଓ ମନରେ ଛାଇ ପରି ଲାଗି ରହିବ, କାରଣ ଆଜି ଆପଣଙ୍କ ଦେଖା ଆପଣଙ୍କ ପ୍ରିୟ ସହିତ ହେବ |

କନ୍ୟା ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଅର୍ଥହାନିର ସମ୍ଭାବନା ଅଛି | ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ | ସାନ ଭାଇ-ଭଉଣୀ ଆପଣଙ୍କ ମତ ମାଗିବେ | ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ |

ତୁଳା ରାଶି
ନିଜର ଦେହର ଯତ୍ନ ନିଅନ୍ତୁ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଘରୋଇ କାମ ଆପଣଙ୍କୁ ଅଧିକ ସମୟ ବ୍ୟସ୍ତ ରଖିବ | ଗାର୍ଲଫ୍ରେଣ୍ଡ/ବଏଫ୍ରେଣ୍ଡ ସହିତ ଅଭଦ୍ର ବ୍ୟବହାର କରନ୍ତୁ ନାହିଁ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ଜୀବନ-ସାଥୀଙ୍କ କାରଣରୁ କିଛି କ୍ଷେତି ହୋଇ ପାରେ |

ବିଛା ରାଶି
ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି |

ଧନୁ ରାଶି
ଘୃଣାକୁ ଦୂର କରିବା ପାଇଁ ସମବେଦନା ସ୍ଵଭାଵ ଗ୍ରହଣ କରନ୍ତୁ, କାରଣ ଘୃଣାର ନିଆଁ ବହୁତ ସବଳ ଅଛି ଓ ମନ ସହିତ ଶରୀର ଉପରେ ବି ଡିଷ୍ପ୍ରଭାଵ ଦେଇ ପାରେ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ବନ୍ଧୁ ବାନ୍ଧବ ମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ଠୁ ନିଜାତ ମିଳିବ | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି |

ମକର ରାଶି
ଆଜି ଆପଣ ମାନସିକ ଯନ୍ତ୍ରଣା ଯୋଗୁଁ ସ୍ଥିର ନ ରହି ପାରନ୍ତି- ତେଣୁ ସର୍ତକ ହୋଇ ଅନ୍ୟ ମାନଙ୍କ ସାମ୍ନାରେ କଥା ବାର୍ତା ହୁଅନ୍ତୁ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ପ୍ରଭାବଶାଳୀ ଓ ମହତ୍ଵପୁର୍ଣ ଲୋକଙ୍କ ସାଙ୍ଗରେ ପରିଚୟ ବଢ଼େୟିବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ |

କୁମ୍ଭ ରାଶି
ଅତି ଚିନ୍ତା ଓ ମାନସିକ ଚାପରେ ରହିବାର ସ୍ୱଭାବ ଅଶରିରକୁ କ୍ଷେତି ଦେଇ ପାରେ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ଆଜି ଆପଣଙ୍କ ପ୍ରେମ କାହାଣୀ ଏକ ନୂଆ ମୋଡ଼ ନେଇପାରେ|

ମୀନ ରାଶି
ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି |

About odisha news

Check Also

ଆଜିର ରାଶିଫଳ : 22 September 2022 ଗୁରୁବାର, କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ ତା ସୁଯୋଗର ଲାଭ ଉଠାନ୍ତୁ ଓ …

Leave a Reply

Your email address will not be published.